Home
Bibles
Bible Study with Steffi
Parallel ଗୀତସଂହିତା 78
Aa
Parallel ଗୀତସଂହିତା
Chapter 78
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ହେ ମାରେ ଲୋକମାନେ, ତୁମ୍ଭେ ମାରେ ଉପଦେଶକୁ ଶୁଣ। ମାହେର ବାକ୍ଯକୁ କର୍ଣ୍ଣପାତ କର, ୟାହା ମୁଁ କହୁଅଛି।
1
A contemplation by Asaph. Hear my law, my people. Turn your ears to the words of my mouth.
2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।
2
I will open my mouth in a parable. I will utter dark sayings of old,
3
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
3
Which we have heard and known, And our fathers have told us.
4
ଆମ୍ଭମାନେେ ସମାନଙ୍କେ ବଂଶଧରମାନଙ୍କୁ ଏହା ଲୁଚାଇବାକୁ ନାହିଁ। ସମାନେେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପୀଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ୟ୍ଯତା ୟାହା ସେ କଲେ ସସବେୁ ବିଷଯରେ ସମାନଙ୍କେୁ କହିବୁ।
4
We will not hide them from their children, Telling to the generation to come the praises of Yahweh, His strength, and his wondrous works that he has done.
5
ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।
5
For he established a testimony in Jacob, And appointed a law in Israel, Which he commanded our fathers, That they should make them known to their children;
6
ଏପରିକି ଯେଉଁ ପିଲାମାନେ ଜନ୍ମ ହବେେ, ସମାନେେ ସମାନଙ୍କେର ପିଲାମାନଙ୍କୁ ଜଣାଇବେ। ତା'ପରେ ସମାନେେ ୟବେେ ବଡ଼ ହବେେ ସମାନଙ୍କେର ପିଲାମାନଙ୍କୁ କହିବେ।
6
That the generation to come might know, even the children who should be born; Who should arise and tell their children,
7
ତଣେୁ ସମସ୍ତ ଲୋକ ପରମେଶ୍ବରଙ୍କର ଆଜ୍ଞା ମାନିବେ। ସମାନେେ କଦାପି ଭୁଲିବେ ନାହିଁ ୟେ ପରମେଶ୍ବର କ'ଣ କରିଥିଲେ। ସମାନେେ ଯତ୍ନ ସହକାରେ ପରମେଶ୍ବରଙ୍କ ଆଜ୍ଞାସବୁ ପାଳନ କରିବେ।
7
That they might set their hope in God, And not forget the works of God, But keep his commandments,
8
ୟଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ବରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତବେେ ସମାନଙ୍କେର ସନ୍ତାନଗଣ ସମାନଙ୍କେର ପୂର୍ବପୁରୁଷଙ୍କ ପରି ହବେେ ନାହିଁ। ସମାନଙ୍କେ ପୂର୍ବପୁରୁଷଗଣ ପରମେଶ୍ବରଙ୍କ ବିରୋଧରେ ଗଲେ। ଏବଂ ସମାନେେ ତାଙ୍କ ଆଦେଶ ମାନିଲେ ନାହିଁ। ସମାନଙ୍କେର ହୃଦଯ ଦୃଢ଼ ପରମେଶ୍ବରଙ୍କଠାରେ ସମର୍ପିତ ନ ଥିଲା। ସମାନଙ୍କେର ଆତ୍ମା ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନ ଥିଲା।
8
And might not be as their fathers, A stubborn and rebellious generation, A generation that didn't make their hearts loyal, Whose spirit was not steadfast with God.
9
ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।
9
The children of Ephraim, being armed and carrying bows, Turned back in the day of battle.
10
ସମାନେେ ପରମେଶ୍ବରଙ୍କ ସହିତ କରିଥିବା ଚୁକ୍ତି ପାଳନ କଲେ ନାହିଁ। ସମାନେେ ତାଙ୍କର ବ୍ଯବସ୍ଥା ମାନିବାକୁ ଅସ୍ବୀକାର କଲେ।
10
They didn't keep God's covenant, And refused to walk in his law.
11
ସମାନେେ ପରମେଶ୍ବର କରିଥିବା ମହତ କାର୍ୟ୍ଯ ଭୁଲିଗଲେ। ପରମେଶ୍ବର ସମାନଙ୍କେୁ ଦଖାଇେଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
11
They forgot his doings, His wondrous works that he had shown them.
12
ପରମେଶ୍ବର ତାଙ୍କର ମହାନଶକ୍ତି ସିୟୋନ୍ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦଖାଇେଥିଲେ।
12
He did marvelous things in the sight of their fathers, In the land of Egypt, in the field of Zoan.
13
ପରମେଶ୍ବର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ ଏବଂ ସେ ଦୁଇପାଶର୍ବର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ଯମାନ କରାଇଲେ।
13
He split the sea, and caused them to pass through; He made the waters stand as a heap.
14
ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ବର ମେଘଦ୍ବାରା ଓ ଅଗ୍ନିତଜେ ଦ୍ବାରା ସମାନଙ୍କେୁ ପଥ କଢ଼ାଇଲେ।
14
In the daytime he also led them with a cloud, And all night with a light of fire.
15
ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
15
He split rocks in the wilderness, And gave them drink abundantly as out of the depths.
16
ପରମେଶ୍ବର, ଶୈଳରୁ ଝର ବାହାର କରାଇଲେ ଏବଂ ଏହାର ଜଳ ନଦୀପରି ବୋହିଲା।
16
He brought streams also out of the rock, And caused waters to run down like rivers.
17
ତଥାପି ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରି ଚାଲିଲେ। ସମାନେେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ବରଙ୍କର ବିଦ୍ରୋହାଚରଣ କଲେ।
17
Yet they still went on to sin against him, To rebel against the Most High in the desert.
18
ଏହାପରେ ସହେି ଲୋକମାନେ ପରମେଶ୍ବରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନଲେେ। ସମାନେେ ପରମେଶ୍ବରଙ୍କୁ ଖାଦ୍ୟ ମାଗିଲେ। ୟାହା ସମାନେେ ଇଚ୍ଛା କରିଥିଲେ।
18
They tempted God in their heart By asking food according to their desire.
19
ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?
19
Yes, they spoke against God. They said, "Can God prepare a table in the wilderness?
20
ଏହା ସତ୍ଯ ୟେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା, ସେ ମଧ୍ଯ କଗ୍ଦଣ ଆମ୍ଭକୁ ରୋଟୀ ଦଇେ ପାରିବେ ? ସେ କଗ୍ଦଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦଇେ ପାରିବେ ?
20
Behold, he struck the rock, so that waters gushed out, Streams overflowed. Can he give bread also? Will he provide flesh for his people?"
21
ସହେି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ, ପରମେଶ୍ବର ୟାକୁବ ଉପରେ ବହୁତ କୋର୍ଧ ହେଲେ ଓ ପରମେଶ୍ବର ଇଶ୍ରାୟେଲ ବିରୁଦ୍ଧରେ ବହୁତ କୋର୍ଧାନ୍ବିତ ହେଲେ।
21
Therefore Yahweh heard, and was angry. A fire was kindled against Jacob, Anger also went up against Israel,
22
କାହିଁକି ? କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ। ପରମେଶ୍ବର ସମାନଙ୍କେୁ ରକ୍ଷା କରିବେ ବୋଲି ସମାନେେ ବିଶ୍ବାସ କଲେ ନାହିଁ।
22
Because they didn't believe in God, And didn't trust in his salvation.
23
କିନ୍ତୁ ଏହାପରେ ପରମେଶ୍ବର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ ଓ ଆକାଶର ଦ୍ବାର ଖାଲିେଲେ।
23
Yet he commanded the skies above, And opened the doors of heaven.
24
ଭୋଜନର୍ଥେ ସମାନଙ୍କେ ଉପରେ ମାନ୍ନା ବର୍ଷା କରାଇଲେ ଏବଂ ସେ ସମାନଙ୍କେୁ ସ୍ବର୍ଗର ଶସ୍ଯ ପ୍ରଦାନ କଲେ।
24
He rained down manna on them to eat, And gave them food from the sky.
25
ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ। ପରମେଶ୍ବର, ସମାନେେ ଖାଇ ତୃପ୍ତି ହବୋ ପର୍ୟ୍ଯନ୍ତ ସହେି ସବୁ ପ୍ରକାର ଖାଦ୍ୟ ୟୋଗାଇଲେ।
25
Man ate the bread of angels. He sent them food to the full.
26
ପରମେଶ୍ବର ଆକାଶରେ ପୂର୍ବୀଯବାଯୁ ବହାଇଲେ ଓ ସେ ତାଙ୍କର ଶକ୍ତି ଦ୍ବାରା ଦକ୍ଷିଣବାଯୁ ଆଣିଲେ।
26
He caused the east wind to blow in the sky. By his power he guided the south wind.
27
ପରମେଶ୍ବର ତାଙ୍କର ଲୋକମାନଙ୍କ ଉପରେ ସମାନଙ୍କେର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ। ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ଯ ବହୁତ ଥିଲେ।
27
He rained also flesh on them as the dust; Winged birds as the sand of the seas.
28
ଏହି ପକ୍ଷୀମାନେ ସମାନଙ୍କେ ତମ୍ବୁର ଚତୁର୍ଦ୍ଦିଗରେ ଛାଉଣୀ ଭିତରେ ପଡ଼ିଲେ।
28
He let them fall in the midst of their camp, Around their habitations.
29
ସମାନେେ ତୃପ୍ତି ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ୟାହା ଚାହିଁଲେ, ପରମେଶ୍ବର ସମାନଙ୍କେୁ ଦେଲେ।
29
So they ate, and were well filled. He gave them their own desire.
30
ସମାନେେ ସମାନଙ୍କେର ପ୍ରାପ୍ତ ବସ୍ତ୍ରରେ ସନ୍ତୁଷ୍ଟ ହେଲେ ନାହିଁ। ତଣେୁ ସମାନଙ୍କେ ପାଟିରେ ଖାଦ୍ୟ ଅବିଚଳିତ ଥିଲା,
30
They didn't turn from their cravings. Their food was yet in their mouths,
31
ପରମେଶ୍ବର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କୋର୍ଧ ହେଲେ, ଏବଂ ସମାନଙ୍କେ ମଧ୍ଯରୁ ସବୁଠୁଁ ସ୍ବାସ୍ଥ୍ଯବାନ ଲୋକଙ୍କୁ ହତ୍ଯା କଲେ। ସେ ଇଶ୍ରାୟେଲର ଉତ୍ତମ ୟୁବକମାନଙ୍କୁ ତଳକୁ ଖସାଇ ଆଣିଲେ।
31
When the anger of God went up against them, Killed some of the fattest of them, And struck down the young men of Israel.
32
କିନ୍ତୁ ଏହି ଲୋକମାନେ ପୁନରାଯ ପାପ କଲେ !ସମାନେେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯରେ ବିଶ୍ବାସ କଲେ ନାହିଁ। ୟାହା ପରମେଶ୍ବର କରିଥିଲେ।
32
For all this they still sinned, And didn't believe in his wondrous works.
33
ପରମେଶ୍ବର ସମାନଙ୍କେର ଦିନଗୁଡ଼ିକୁ ନିଶ୍ବାସ ପରି ଶୀଘ୍ର ସମାପ୍ତ କଲେ। ସେ ସମାନଙ୍କେର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।
33
Therefore he consumed their days in vanity, And their years in terror.
34
ଯେତବେେଳେ ପରମେଶ୍ବର ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିଲେ, ଅନ୍ୟମାନେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ ଏବଂ ତାଙ୍କଠାରୁ ସାହାୟ୍ଯ ପାଇବା ପାଇଁ ଉତ୍କଣ୍ଠିତ ହେଲେ।
34
When he killed them, then they inquired after him. They returned and sought God earnestly.
35
ସମାନେେ ମନେ କଲେ ୟେ, ପରମେଶ୍ବର ସମାନଙ୍କେର ଶୈଳ ଥିଲେ ଏବଂ ସହେି ସର୍ବୋପରିସ୍ଥ ପରମେଶ୍ବର ସମାନଙ୍କେୁ ରକ୍ଷା କଲେ।
35
They remembered that God was their rock, The Most High God their redeemer.
36
କିନ୍ତୁ ସମାନେେ ନିଷ୍କପଟ ନ ଥିଲେ ଏବଂ ସମାନେେ ତାଙ୍କୁ ମିଛ କହିଲେ।
36
But they flattered him with their mouth, And lied to him with their tongue.
37
ସମାନଙ୍କେର ହୃଦଯ ପରମେଶ୍ବରଙ୍କ ପ୍ରତି ପ୍ରକୃତରେ ନ ଥିଲା। ସମାନେେ ତାଙ୍କ ନିଯମରେ ବିଶ୍ବସ୍ତ ନ ଥିଲେ।
37
For their heart was not right with him, Neither were they faithful in his covenant.
38
କିନ୍ତୁ ପରମେଶ୍ବର ସ୍ନହେଶୀଳ ଥିଲେ ଓ ସମାନଙ୍କେର ପାପଗୁଡ଼ିକ କ୍ଷମା କଲେ, ସମାନଙ୍କେୁ ଧ୍ବଂସ କଲେ ନାହିଁ। ପରମେଶ୍ବର ତାଙ୍କର କୋର୍ଧକୁ ଅନକେ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କୋର୍ଧ ହବୋରେ ନିଯନ୍ତ୍ରଣ କରି ନ ଥିଲେ।
38
But he, being merciful, forgave iniquity, and didn't destroy them. Yes, many times he turned his anger away, And didn't stir up all his wrath.
39
ଆଉ ପରମେଶ୍ବର ସ୍ମରଣ କଲେ ସମାନେେ ମନୁଷ୍ଯମାତ୍ର, ସମାନେେ ବାଯୁତୁଲ୍ଯ, ୟାହା ବହିୟାଏ ଏବଂ ଫରେିଆସେ ନାହିଁ।
39
He remembered that they were but flesh, A wind that passes away, and doesn't come again.
40
ସହେି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସମାନେେ ତାଙ୍କୁ ଦୁଃଖିତ କଲେ।
40
How often they rebelled against him in the wilderness, And grieved him in the desert!
41
ସମାନେେ ବାରମ୍ବାର ପରମେଶ୍ବରଙ୍କୁ ପରୀକ୍ଷା କଲେ। ସମାନେେ ପ୍ରକୃତରେ ଇଶ୍ରାୟେଲର ପବିତ୍ର ସ୍ବରୂପଙ୍କୁ ବିରକ୍ତ କଲେ।
41
They turned again and tempted God, And provoked the Holy One of Israel.
42
ସହେି ଲୋକମାନେ ପରମେଶ୍ବରଙ୍କର ଶକ୍ତିକୁ ଭୁଲିଗଲେ। ସମାନେେ ଭୁଲିଗଲେ ୟେ, ପରମେଶ୍ବର ସମାନଙ୍କେୁ ସମାନଙ୍କେର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ।
42
They didn't remember his hand, Nor the day when he redeemed them from the adversary;
43
ସମାନେେ ମିଶରର ଆଶ୍ଚର୍ୟ୍ଯ କର୍ମ ଏବଂ ସିୟୋନ୍ କ୍ଷେତ୍ରରେ ଆଶ୍ଚର୍ୟ୍ଯ କର୍ମମାନ ଭୁଲିଗଲେ।
43
How he set his signs in Egypt, His wonders in the field of Zoan,
44
ପରମେଶ୍ବର ନଦୀର ଜଳକୁ ରକ୍ତ ସୋର୍ତରେ ପରିଣତ କଲେ। ମିଶରୀଯମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।
44
Turned their rivers into blood, And their streams, so that they could not drink.
45
ପରମେଶ୍ବର ସମାନଙ୍କେ ମଧ୍ଯରୁ ଦଂଶକ ଝିଙ୍କ ପଠାଇଲେ। ସସବେୁ ସମାନଙ୍କେୁ ଗ୍ରାସ କଲେ ଓ ସମାନଙ୍କେୁ ବିନାଶ କଲେ।
45
He sent among them swarms of flies, which devoured them; And frogs, which destroyed them.
46
ପରମେଶ୍ବର ସମାନଙ୍କେ ଫସଲକୁ କୀଟ ପଠାଇଲେ। ସମାନଙ୍କେର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।
46
He gave also their increase to the caterpillar, And their labor to the locust.
47
ସେ ଶିଳାଦ୍ବାରା ସମାନଙ୍କେ ଦ୍ରାକ୍ଷାଲତା ଓ ହିମଦ୍ବାରା ସମାନଙ୍କେ ବୃକ୍ଷ ଧ୍ବଂସ କଲେ।
47
He destroyed their vines with hail, Their sycamore-fig trees with frost.
48
ପରମେଶ୍ବର କୁଆପଥର ଦ୍ବାରା ସମାନଙ୍କେ ପଶୁଗଣଙ୍କୁ ଓ ସମାନଙ୍କେ ପଲଗଣଙ୍କୁ ପ୍ରଜ୍ଜ୍ବଳିତ ବଜ୍ରାଘାତରେ ବଧ କଲେ।
48
He gave over their cattle also to the hail, And their flocks to hot thunderbolts.
49
ପରମେଶ୍ବର ଆପଣା କୋର୍ଧ ମିଶର ଉପରେ ଦଖାଇେଲେ। ସମାନଙ୍କେ ବିରୁଦ୍ଧରେ ଦୂତଦଳ ପଠାଇଲେ।
49
He threw on them the fierceness of his anger, Wrath, indignation, and trouble, And a band of angels of evil.
50
ପରମେଶ୍ବର ନିଜ କୋର୍ଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ଯୁରୁ ସମାନଙ୍କେ ପ୍ରାଣ ରକ୍ଷା କଲେ ନାହିଁ। ମାତ୍ର ମହାମାରୀରେ ସମାନଙ୍କେ ଜୀବନକୁ ସମାପ୍ତ କଲେ।
50
He made a path for his anger. He didn't spare their soul from death, But gave their life over to the pestilence,
51
ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ଯା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
51
And struck all the firstborn in Egypt, The chief of their strength in the tents of Ham.
52
ସେ ମଷେପାଳକ ପରି ତାଙ୍କର ଲୋକମାନଙ୍କର ନତେୃତ୍ବ ନଲେେ। ସେ ସମାନଙ୍କେୁ ମଷେତୁଲ୍ଯ ମରୁଭୂମି ମଧ୍ୟରେ ପଥ କଢ଼ାଇ ନଲେେ।
52
But he led forth his own people like sheep, And guided them in the wilderness like a flock.
53
ପରମେଶ୍ବର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ। ତଣେୁ ସମାନେେ ଭୟଭୀତ ହେଲେ ନାହିଁ। କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ବର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
53
He led them safely, so that they weren't afraid, But the sea overwhelmed their enemies.
54
ପରମେଶ୍ବର ସମାନଙ୍କେୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ଯ ଦେଶକୁ ଆଣିଲେ, ୟାହା ସେ ତାଙ୍କ ଶକ୍ତିବଳରେ ନଇେଥିଲେ।
54
He brought them to the border of his sanctuary, To this mountain, which his right hand had taken.
55
ପରମେଶ୍ବର ଅନ୍ୟ ଜାତିମାନଙ୍କୁ ସହେି ଭୂମିରୁ ବିତାଡ଼ିତ କଲେ। ପରମେଶ୍ବର ସହେି ଭୂମିରୁ ପ୍ରେତ୍ୟକକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇଶ୍ରାୟେଲର ପରିବାରବର୍ଗକୁ ସମାନଙ୍କେ ତମ୍ବୁରେ ରହିବାକୁ ଦେଲେ।
55
He also drove out the nations before them, Allotted them for an inheritance by line, And made the tribes of Israel to dwell in their tents.
56
କିନ୍ତୁ ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସମାନେେ ପରମେଶ୍ବରଙ୍କର ବାକ୍ଯ ପାଳନ କଲେ ନାହିଁ।
56
Yet they tempted and rebelled against the Most High God, And didn't keep his testimonies;
57
ପରମେଶ୍ବରଙ୍କଠାରୁ ବିମୁଖ ହାଇେ ଇଶ୍ରାୟେଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ବାସଘାତକତା କଲେ। ସମାନେେ ଗୋଟିଏ ବୁମରୋଂ ତୁଲ୍ଯ ହେଲେ। ୟାହା ଫରେିଗଲା ଓ ଅନ୍ୟ ଦିଗରେ ଚାଲିଗଲା।
57
But turned back, and dealt treacherously like their fathers. They were turned aside like a deceitful bow.
58
କାରଣ ସମାନେେ ନିଜର ଉଚ୍ଚସ୍ଥଳୀ ଦ୍ବାରା ପରମେଶ୍ବରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖାଦେିତ ପ୍ରତିମାଦ୍ବାରା ସମାନେେ ପରମେଶ୍ବରଙ୍କୁ ଇର୍ଷାନ୍ବିତ କଲେ।
58
For they provoked him to anger with their high places, And moved him to jealousy with their engraved images.
59
ପରମେଶ୍ବର ଏହା ଶୁଣିଲେ ଓ କୋର୍ଧ ହେଲେ। ଏବଂ ସେ ସଂପୂର୍ଣ୍ଣଭାବେ ଇଶ୍ରାୟେଲବାସୀଙ୍କୁ ପ୍ରତ୍ଯାଖ୍ଯାନ କଲେ।
59
When God heard this, he was angry, And greatly abhorred Israel;
60
ପରମେଶ୍ବର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ଯାଗ କଲେ। ସହେି ତମ୍ବୁରେ ପରମେଶ୍ବର ମନୁଷ୍ଯମାନଙ୍କ ମଧ୍ୟରେ ରହୁଥିଲେ।
60
So that he forsook the tent of Shiloh, The tent which he placed among men;
61
ସେ ତାଙ୍କର ଶକ୍ତିର ପ୍ରତୀକକୁ କରାଯତ୍ତ କରିବା ପାଇଁ ଦେଲେ। ସେ ତାଙ୍କର ଗୌରବର ପ୍ରତୀକକୁ ଶତ୍ରୁମାନଙ୍କ ଦ୍ବାରା ନଇଗେଲେ।
61
And delivered his strength into captivity, His glory into the adversary's hand.
62
ପରମେଶ୍ବର ସମାନଙ୍କେ ସହିତ ବହୁତ ନିରାଶ ଥିଲେ। ସେ ନିଜ ଲୋକମାନଙ୍କୁ ମଧ୍ଯ ଖଡ୍ଗରେ ସମର୍ପି ଦେଲେ।
62
He also gave his people over to the sword, And was angry with his inheritance.
63
ୟୁବକମାନେ ଅଗ୍ନିରେ ପୋଡ଼ି ମଲେ। ଏବଂ ସମାନଙ୍କେ କନ୍ଯାମାନଙ୍କର ବିବାହରେ ଅନ୍ୟ ବିବାହ-ଗୀତ ଶୁଣି ନାହିଁ।
63
Fire devoured their young men; Their virgins had no wedding song.
64
ୟାଜକଗଣ ହତ୍ଯା ହେଲେ। କିନ୍ତୁ ବିଧବାମାନେ ସମାନଙ୍କେ ପାଇଁ ବିଳାପ କରିବାକୁ ସୁଯୋଗ ଦେଲେ ନାହିଁ।
64
Their priests fell by the sword, And their widows couldn't weep.
65
ଶଷେରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ଯଧିକ ମଦିରା ହତେୁ ହର୍ଷନାଦକାରୀ ବୀର ପରି ଉଠିଲେ।
65
Then the Lord awakened as one out of sleep, Like a mighty man who shouts by reason of wine.
66
ପୁଣି ପରମେଶ୍ବର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ। ପରମେଶ୍ବର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
66
He struck his adversaries backward. He put them to a perpetual reproach.
67
କିନ୍ତୁ ସେ ୟୋଷଫେ ପରିବାରକୁ ଅଗ୍ରାହ୍ଯ କଲେ। ପରମେଶ୍ବର ଇଫ୍ରଯିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।
67
Moreover he rejected the tent of Joseph, And didn't choose the tribe of Ephraim,
68
ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।
68
But chose the tribe of Judah, Mount Zion which he loved.
69
ପରମେଶ୍ବର ଉଚ୍ଚତମ ସ୍ବର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ। ଚିରସ୍ଥାଯୀ ପୃଥିବୀ ତୁଲ୍ଯ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ।
69
He built his sanctuary like the heights, Like the earth which he has established forever.
70
ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
70
He also chose David his servant, And took him from the sheepfolds;
71
ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।
71
From following the ewes that have their young, He brought him to be the shepherd of Jacob, his people, And Israel, his inheritance.
72
ଏବଂ ପବିତ୍ର ହୃଦଯରେ ଦାଉଦ ସହେି ଇଶ୍ରାୟେଲବାସୀଙ୍କର ନତେୃତ୍ବ ନଲେେ ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗଇେ ନଲେେ।
72
So he was their shepherd according to the integrity of his heart, And guided them by the skillfulness of his hands.
Choose Theme