Home
Bibles
Bible Study with Steffi
Parallel ଗୀତସଂହିତା 76
Aa
Parallel ଗୀତସଂହିତା
Chapter 76
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।
1
For the Chief Musician. On stringed instruments. A Psalm by Asaph. A song. In Judah, God is known. His name is great in Israel.
2
ପରମେଶ୍ବରଙ୍କର ମନ୍ଦିର ଶାଲମରେେ ଅବସ୍ଥିତ। ପରମେଶ୍ବରଙ୍କର ବାସସ୍ଥାନ ସିୟୋନ୍ ପର୍ବତରେ ଅବସ୍ଥିତ।
2
His tent is also in Salem; His dwelling place in Zion.
3
ସହେି ସ୍ଥାନରେ ପରମେଶ୍ବର ଧନୁର୍ବାଣ, ଢ଼ାଲ, ଖଡ୍ଗ ଏବଂ ସମସ୍ତ ୟୁଦ୍ଧାସ୍ତ୍ର ଭଙ୍ଗ କଲେ।
3
There he broke the flaming arrows of the bow, The shield, and the sword, and the weapons of war. Selah.
4
ପରମେଶ୍ବର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମଯ ଓ ମହିମାନ୍ବିତ ଭାବେ ଫରେିଆସ।
4
Glorious are you, and excellent, More than mountains of game.
5
ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।
5
Valiant men lie plundered, They have slept their last sleep. None of the men of war can lift their hands.
6
ୟାକୁବର ପରମେଶ୍ବର, ଯେତବେେଳେ ତୁମ୍ଭେ ଆପଣାର ୟୁଦ୍ଧରବ କଲ, ସମାନଙ୍କେର ଅଶ୍ବଗଣ ଏବଂ ରଥା ରୋହୀଗଣ ପଡ଼ି ମୃତ୍ଯୁବରଣ କଲେ।
6
At your rebuke, God of Jacob, Both chariot and horse are cast into a deep sleep.
7
ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।
7
You, even you, are to be feared. Who can stand in your sight when you are angry?
8
ସଦାପ୍ରଭୁ, ବିଚାରକ ପରି ଠିଆ ହାଇେଛନ୍ତି, ତୁମ୍ଭେ ନ୍ଯାଯ ବିଚାର କଲ, ପରମେଶ୍ବର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
8
You pronounced judgment from heaven. The earth feared, and was silent,
9
ସ୍ବର୍ଗରୁ ତାଙ୍କର ବିଚାର ଶୁଣାଇଛନ୍ତି। ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହାଇେଛନ୍ତି।
9
When God arose to judgment, To save all the afflicted ones of the earth. Selah.
10
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।
10
Surely the wrath of man praises you. The survivors of your wrath are restrained.
11
ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।
11
Make vows to Yahweh your God, and fulfill them! Let all of his neighbors bring presents to him who is to be feared.
12
ପରମେଶ୍ବର ମହାନ୍ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।
12
He will cut off the spirit of princes. He is feared by the kings of the earth.
Choose Theme