Home
Bibles
Bible Study with Steffi
Parallel ଗୀତସଂହିତା 65
Aa
Parallel ଗୀତସଂହିତା
Chapter 65
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
1
For the Chief Musician. A Psalm by David. A song. Praise waits for you, God, in Zion. To you shall vows be performed.
2
ୟିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି, ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
2
You who hear prayer, To you all men will come.
3
ଯେତବେେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ଯଧିକ ହୁଏ ଓ ସହି ହୁଏ ନାହିଁ ସେତବେେଳେ ତୁମ୍ଭେ ହିଁ ଏକ ୟିଏ ଆମ୍ଭର ପାପକୁ କ୍ଷମା କରିବ।
3
Sins overwhelmed me, But you atoned for our transgressions.
4
କେତେ ଭାଗ୍ଯବାନ୍ ସମାନେେ, ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ ରଖିବା ପାଇଁ ମନୋନୀତ କର। ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
4
Blessed is one whom you choose, and cause to come near, That he may live in your courts. We will be filled with the goodness of your house, Your holy temple.
5
ହେ ପରମେଶ୍ବର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା, ତୁମ୍ଭେ ଆଶ୍ଚର୍ୟ୍ଯ କାର୍ୟ୍ଯ ମାଧ୍ଯମରେ ଉତ୍ତର ଦିଅ ଓ ୟାହା ୟଥାର୍ଥ ତାହା କର। ସମଗ୍ର ବିଶ୍ବର ଲୋକମାନେ ବିଶ୍ବାସ ତୁମ୍ଭଠାରେ ରଖନ୍ତି।
5
By awesome deeds of righteousness, you answer us, God of our salvation. You who are the hope of all the ends of the earth, Of those who are far away on the sea;
6
ପରମେଶ୍ବର ମହାଶକ୍ତି ସହ ପର୍ବତ ତିଆରି କରିଅଛ। ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
6
Who by his power forms the mountains, Having armed yourself with strength;
7
ପରମେଶ୍ବର ଅଶାନ୍ତ ସମୁଦ୍ରକୁ ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁପାଶର୍ବର ଭୟଙ୍କର ଦେଶଗୁଡ଼ିକୁ।
7
Who stills the roaring of the seas, The roaring of their waves, And the turmoil of the nations.
8
ଯେଉଁସବୁ ଅଦ୍ଦ୍ଭୂତ କାର୍ୟ୍ଯ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହାଇୟୋଆନ୍ତି। ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ। ସୂର୍ୟେ୍ଯାଦଯ ଓ ସୂର୍ୟ୍ଯାସ୍ତ ଆମ୍ଭମାନଙ୍କୁ ଖୁସି କରେ।
8
They also who dwell in far-away places are afraid at your wonders. You call the morning's dawn and the evening with songs of joy.
9
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
9
You visit the earth, and water it. You greatly enrich it. The river of God is full of water. You provide them grain, for so you have ordained it.
10
ତୁମ୍ଭେ କୃଷିକ୍ଷେତ୍ରକୁ ୟଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ। ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ। ତୁମ୍ଭେ ପୃଥିବୀର ମାଟିକୁ ନରମ କର। ତୁମ୍ଭେ ପୃଥିବୀରେ ଶସ୍ଯ କ୍ଷେତ୍ରକୁ ବୃଦ୍ଧି କରାଅ।
10
You drench its furrows. You level its ridges. You soften it with showers. You bless it with a crop.
11
ତୁମ୍ଭେ ପ୍ରେତ୍ୟକକ ନୂତନ ବର୍ଷରେ ଉତ୍ତମ ଶସ୍ଯ ଅମଳ କରାଅ। ଉତ୍ତମ ଶସ୍ଯରେ ଶଗଡ଼ ଭରିଦିଅ।
11
You crown the year with your bounty. Your carts overflow with abundance.
12
ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
12
The wilderness grasslands overflow. The hills are clothed with gladness.
13
ଚାରଣଭୂମି ସବୁ ମଷେପଲରେ ପୁରି ଉଠନ୍ତି। ଉପତ୍ୟକା ସକଳ ଶସ୍ଯରେ ଆଚ୍ଛନ୍ନ ହୁଅନ୍ତି। ପ୍ରେତ୍ୟକକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜଯଧ୍ବନି କରନ୍ତି।
13
The pastures are covered with flocks. The valleys also are clothed with grain. They shout for joy! They also sing.
Choose Theme