ଗୀତସଂହିତା 39:10
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ହେ ପରମେଶ୍ବର, ମାେତେ ଆଉ ଦଣ୍ଡ ଦିଅ ନାହିଁ। ୟଦି ତୁମ୍ଭେ ମାେତେ ଦଣ୍ଡ ଦବୋ ବନ୍ଦ କରିବ ନାହିଁ, ତୁମ୍ଭେ ମାେତେ ଧ୍ବଂସ କରିଦବେ।
World English Bible
Remove your scourge away from me. I am overcome by the blow of your hand.