Home
Bibles
Bible Study with Steffi
Parallel ଗୀତସଂହିତା 144
Aa
Parallel ଗୀତସଂହିତା
Chapter 144
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
1
By David. Blessed be Yahweh, my rock, Who teaches my hands to war, And my fingers to battle:
2
ସେ ମାେତେ ସ୍ନହେ କରନ୍ତି ଏବଂ ରକ୍ଷା କରନ୍ତି। ସେ ମାରେ ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମାେତେ ଉଦ୍ଧାର କରନ୍ତି। ସେ ମାରେ ଢ଼ାଲ, ସେ ହେଉଛନ୍ତି ମାେ ଆଶ୍ରଯସ୍ଥଳ। ସଦାପ୍ରଭୁ ମାରେ ଲୋକମାନଙ୍କୁ ଶାସନ କରିବାରେ ମାେତେ ସାହାୟ୍ଯ କରନ୍ତି।
2
My loving kindness, my fortress, My high tower, my deliverer, My shield, and he in whom I take refuge; Who subdues my people under me.
3
ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ବପୂର୍ଣ୍ଣ କାହିଁକି ? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ଯାନ ଦିଅ ?
3
Yahweh, what is man, that you care for him? Or the son of man, that you think of him?
4
ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।
4
Man is like a breath. His days are like a shadow that passes away.
5
ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।
5
Part your heavens, Yahweh, and come down. Touch the mountains, and they will smoke.
6
ବିଜୁଳି ନିକ୍ଷପେ କରି ଶତ୍ରୁମାନଙ୍କୁ ଘରଦ୍ବାର ଦିଅ। ତୁମ୍ଭର ବାଣ ନିକ୍ଷପେ କର ଏବଂ ସମାନଙ୍କେୁ ତଡ଼ି ଦିଅ।
6
Throw out lightning, and scatter them. Send out your arrows, and rout them.
7
ସଦାପ୍ରଭୁ ସ୍ବର୍ଗରୁ ଓହ୍ଲାଇ ଆସ ଏବଂ ମାେତେ ରକ୍ଷା କର। ମାେତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମାେତେ ବିଦେଶୀମାନଙ୍କଠାରୁ ରକ୍ଷା କର।
7
Stretch out your hand from above, Rescue me, and deliver me out of great waters, Out of the hands of foreigners;
8
ସହେି ଶତ୍ରୁଗଣ ମିଥ୍ଯାବାଦୀ ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।
8
Whose mouths speak deceit, Whose right hand is a right hand of falsehood.
9
ହେ ସଦାପ୍ରଭୁ, ତୁମ୍ଭ ବିଷଯରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ୟନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ଯରେ ମୁଁ ପ୍ରଶଂସାଗାନ କରିବି।
9
I will sing a new song to you, God. On a ten-stringed lyre, I will sing praises to you.
10
ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।
10
You are he who gives salvation to kings, Who rescues David, his servant, from the deadly sword.
11
ମାେତେ ସହେି ବିଦେଶୀଙ୍କ ଠାରୁ ରକ୍ଷା କର। ସହେି ଶତ୍ରୁମାନେ ମିଥ୍ଯାବାଦୀ, ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।
11
Rescue me, and deliver me out of the hands of foreigners, Whose mouths speak deceit, Whose right hand is a right hand of falsehood.
12
ଆମ୍ଭର ପୁତ୍ରଗଣ ସହେି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି। ଆମ୍ଭମାନଙ୍କ କନ୍ଯାଗଣ ରାଜପ୍ରାସାଦର ଖାଦେିତ କୋଣର ଖମ୍ବ ତୁଲ୍ଯ ହୁଅନ୍ତୁ।
12
Then our sons will be like well-nurtured plants, Our daughters like pillars carved to adorn a palace.
13
ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ଯରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମଷଗେଣ ସହସ୍ର ସହସ୍ର ଓ ଅଯୁତ ଅଯୁତ ଶାବକ ପ୍ରସବ କରନ୍ତୁ।
13
Our barns are full, filled with all kinds of provision. Our sheep bring forth thousands and ten thousands in our fields.
14
ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ବାରା ଅଧିକ ଓଜନିଆ ହାଇେ ପଡ଼ନ୍ତୁ। ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ। ଆମ୍ଭମାନଙ୍କ ମଧ୍ଯରୁ କହେି ନିର୍ବାସିତ ନ ହୁଅନ୍ତୁ। ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
14
Our oxen will pull heavy loads. There is no breaking in, and no going away, And no outcry in our streets.
15
ସହେିପରି ଲୋକମାନେ ହେଉଛନ୍ତି ଧନ୍ଯ, ୟାହାର ଏହିଭଳି ଅଛି। ସହେି ଲୋକମାନେ ଧନ୍ଯ ହୁଅନ୍ତୁ, ୟାହାର ପରମେଶ୍ବର ହେଉଛନ୍ତି ସଦାପ୍ରଭୁ।
15
Happy are the people who are in such a situation. Happy are the people whose God is Yahweh.
Choose Theme