Home
Bibles
Bible Study with Steffi
Parallel ଗୀତସଂହିତା 139
Aa
Parallel ଗୀତସଂହିତା
Chapter 139
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରୀକ୍ଷା କରିଅଛ। ତୁମ୍ଭେ ମାରେ ସମସ୍ତ ବିଷଯରେ ଜାଣିଅଛ।
1
For the Chief Musician. A Psalm by David. Yahweh, you have searched me, And you know me.
2
ତୁମ୍ଭେ ଜାଣ ଯେତବେେଳେ ମୁଁ ବସେ ଏବଂ ଯେତବେେଳେ ମୁଁ ଛିଡ଼ା ହୁଏ। ୟଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମାରେ ମନକଥା ଜାଣ।
2
You know my sitting down and my rising up. You perceive my thoughts from afar.
3
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ୟାଏ ଏବଂ କେତବେେଳେ ମୁଁ ତଳେ ପଡ଼େ। ମୁଁ ୟାହା କିଛି କରୁଛି ତାହାସବୁ ତୁମ୍ଭେ ଜାଣ।
3
You search out my path and my lying down, And are acquainted with all my ways.
4
ହେ ସଦାପ୍ରଭୁ, ମାେ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ୟେ, ମୁଁ କ'ଣ କହିବାକୁ ଯାଉଛି।
4
For there is not a word on my tongue, But, behold, Yahweh, you know it altogether.
5
ସଦାପ୍ରଭୁ ତୁମ୍ଭେ ମାରେ ଚତୁପାଶର୍ବରେ ଅଛ, ମାେ ଆଗରେ ଓ ପଛରେ ଅଛ। ତୁମ୍ଭେ ଆପଣା ସୁରକ୍ଷାର ହାତ ମାେ ଉପରେ ରଖିଥାଅ।
5
You hem me in behind and before. You laid your hand on me.
6
ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।
6
This knowledge is beyond me. It's lofty. I can't attain it.
7
ମୁଁ ୟୁଆଡ଼େ ୟାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। ମୁଁ ତୁମ୍ଭର ଉପସ୍ଥିତିରୁ ଖସିୟାଇ ପାରିବି ନାହିଁ।
7
Where could I go from your Spirit? Or where could I flee from your presence?
8
ହେ ସଦାପ୍ରଭୁ ୟଦି ମୁଁ ସ୍ବର୍ଗକୁ ୟାଏ ତବେେ ତୁମ୍ଭେ ସଠାେରେ ଥାଅ। ୟଦି ମୁଁ ପାତାଳକୁ ୟାଏ, ତବେେ ସଠାେରେ ମଧ୍ଯ ତୁମ୍ଭେ ଅଛ।
8
If I ascend up into heaven, you are there. If I make my bed in Sheol, behold, you are there!
9
ସଦାପ୍ରଭୁ ମୁଁ ୟଦି ପୂର୍ବକୁ ୟାଏଁ ଯେଉଁଠାରେ ସୂର୍ୟ୍ଯ ଉଦଯ ହେଉଅଛି। ୟଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ୟାଏ,
9
If I take the wings of the dawn, And settle in the uttermost parts of the sea;
10
ସଠାେରେ ମଧ୍ଯ ତୁମ୍ଭର ହସ୍ତ ମାେତେ ଆଗକୁ ନଇେଥାନ୍ତା ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମାେତେ ଧରିଥାନ୍ତା।
10
Even there your hand will lead me, And your right hand will hold me.
11
ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁ ହେ, ୟଦି ରାତ୍ରି ଦିନରେ ପରିଣତ ହେଲା ତବେେ ଅନ୍ଧକାର ନିଶ୍ଚିତ ଭାବରେ ମାେତେ ଆଚ୍ଛାଦନ କରିବ।
11
If I say, "Surely the darkness will overwhelm me; The light around me will be night;"
12
କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭପାଇଁ ଅନ୍ଧକାର ନୁହେଁ। ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ବଳ। ଅନ୍ଧକାର ଏବଂ ଉଜ୍ଜ୍ବଳ ହେଉଛି ତୁମ୍ଭ ପାଇଁ ସମାନ।
12
Even the darkness doesn't hide from you, But the night shines as the day. The darkness is like light to you.
13
ସଦାପ୍ରଭୁ ତୁମ୍ଭେ ମାରେ ସମଗ୍ର ଅଂଶକୁ ତିଆରି କଲ। ତୁମ୍ଭେ ମାେତେ ମାେ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
13
For you formed my inmost being. You knit me together in my mother's womb.
14
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ଯବାଦ ଦିଏ କାରଣ ତୁମ୍ଭେ ମାେତେ ଏଭଳି ଏକ ଆଶ୍ଚର୍ୟ୍ଯଜନକ ପଥରେ ତିଆରି କରିଅଛ। ମୁଁ ଭଲ ଭାବରେ ଜାଣେ ୟେ, ତୁମ୍ଭର କାମ ଅଦ୍ଭୁତ ଅଟେ।
14
I will give thanks to you, For I am fearfully and wonderfully made. Your works are wonderful. My soul knows that very well.
15
ଯେତବେେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତବେେଳେ ମାରେ ଗଠିତ ହେଉଥିଲା, ସେତବେେଳେ ତୁମ୍ଭେ ମାରେ ଅସ୍ଥି ପିଞ୍ଜରାକୁ ଦେଖିଲ।
15
My frame wasn't hidden from you, When I was made in secret, Woven together in the depths of the earth.
16
ତୁମ୍ଭେ ପ୍ରେତ୍ୟକକ ଦିନ ମାରେ ଶରୀରର ବୃଦ୍ଧିକୁ ମାରେ ମାତୃଗର୍ଭରେ ଦେଖିଲ। ତୁମ୍ଭ ପ୍ରେତ୍ୟକକ ଅଙ୍ଗ ପ୍ରତ୍ଯଙ୍ଗକୁ ମାେ ତାଲିକାଭୁକ୍ତ କଲ ଏବଂ ସଗେୁଡ଼ିକ ମଧ୍ଯରୁ ଗୋଟିଏ ହେଲେ ବି ବାଦ୍ ଦଇେ ନାହଁ।
16
Your eyes saw my body. In your book they were all written, The days that were ordained for me, When as yet there were none of them.
17
ପରମେଶ୍ବର, ତୁମ୍ଭର ଚିନ୍ତାଧାରା ମାେ ପାଇଁ ବୁଝିବା କଷ୍ଟକର ଅଟେ। ତହିଁରେ ସଗେୁଡ଼ିକ ଗଣନା କରାୟାଇ ପାରିବ ନାହିଁ।
17
How precious to me are your thoughts, God! How vast is the sum of them!
18
ତୁମ୍ଭେ ୟାହା କିଛି ଜାଣ, ସେ ସବୁକୁ ୟଦି ମୁଁ ଗଣିପାରୁଥା'ନ୍ତି, ତା' ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହବେ, କିନ୍ତୁ ୟଦି ମୁଁ ତାହା ଗଣିପାରିବି, ତା' ହେଲେ ମୁଁ ତୁମ୍ଭକୁ ଏପର୍ୟ୍ଯନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା'ନ୍ତି।
18
If I would count them, they are more in number than the sand. When I wake up, I am still with you.
19
ହେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କୁ ହତ୍ଯା କର। ହେ ହତ୍ଯାକାରୀଗଣ, ମାଠାରୁେ ତୁମ୍ଭେ ଦୂରଇେ ୟାଅ।
19
If only you, God, would kill the wicked. Get away from me, you bloodthirsty men!
20
ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିଷଯରେ ଖରାପ ମନ୍ତବ୍ଯ ଦେଉଛନ୍ତି। ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ଯବହାର କରନ୍ତି।
20
For they speak against you wickedly. Your enemies take your name in vain.
21
ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସହେି ଲୋକମାନଙ୍କୁ ଘୃଣା କରେ। ଯେଉଁମାନେ ତୁମ୍ଭ ବିରୁଦ୍ଧରେ ୟାଆନ୍ତି, ସହେି ଲୋକମାନେ ମାରେ ଶତ୍ରୁ।
21
Yahweh, don't I hate those who hate you? Am I not grieved with those who rise up against you?
22
ମୁଁ ସମାନଙ୍କେୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ। ତୁମ୍ଭର ଶତ୍ରୁ ମଧ୍ଯ ମାରେ ଶତ୍ରୁ ଅଟନ୍ତି।
22
I hate them with perfect hatred. They have become my enemies.
23
ପରମେଶ୍ବର, ମାେ ପ୍ରତି ଦୃଷ୍ଟି ଦିଅ ଏବଂ ମାରେ ମନ କଥା ପଢ଼। ମାେତେ ପରୀକ୍ଷା କର ଏବଂ ମାେ ହୃଦଯକୁ ଜାଣ।
23
Search me, God, and know my heart. Try me, and know my thoughts.
24
ଏହା ନିଶ୍ଚିତ କର ୟେ, ମୁଁ କୌଣସି ଦୁଷ୍ଟତାର ବାଟରେ ୟାଇ ନାହିଁ। ମାେତେ ସହେି ବାଟରେ ଆଗଇେ ନିଅ, ୟାହା ସବୁଦିନ ପାଇଁ ସତ୍ଯ ହାଇେଅଛି।
24
See if there is any wicked way in me, And lead me in the everlasting way.
Choose Theme