Home
Bibles
Bible Study with Steffi
Parallel ଗୀତସଂହିତା 108
Aa
Parallel ଗୀତସଂହିତା
Chapter 108
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ହେ ପରମେଶ୍ବର, ମୁଁ ଗୀତଗାନ ଓ ପ୍ରଶଂସା କରିବି, ମାରେ ପ୍ରାଣ ଜାଗ୍ରତ ହୁଅ।
1
A Song. A Psalm by David. My heart is steadfast, God. I will sing and I will make music with my soul.
2
ଜାଗ୍ରତ ହୁଅ ! ହେ ମାରେ ପ୍ରାଣ, ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
2
Wake up, harp and lyre! I will wake up the dawn.
3
ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସାଗାନ କରିବି।
3
I will give thanks to you, Yahweh, among the nations. I will sing praises to you among the peoples.
4
ସଦାପ୍ରଭୁ ତୁମ୍ଭର ପ୍ରମେ ଆକାଶଠାରୁ ମହତ୍। ତୁମ୍ଭର ବିଶ୍ବାସନୀଯତା ଗଗନସ୍ପର୍ଶୀ ଆକାଶ ପର୍ୟ୍ଯନ୍ତ ପହଞ୍ଚେ।
4
For your loving kindness is great above the heavens. Your faithfulness reaches to the skies.
5
ପରମେଶ୍ବର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦଖାେଅ। ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
5
Be exalted, God, above the heavens, Let your glory be over all the earth.
6
ହେ ପରମେଶ୍ବର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିଯତମଗଣ ରକ୍ଷାପାଇବେ। ମାେ ପ୍ରାର୍ଥନାର ଉତ୍ତର ଦିଅ। ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ଯବହାର କର।
6
That your beloved may be delivered, Save with your right hand, and answer us.
7
ପରମେଶ୍ବର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, ମୁଁ ୟୁଦ୍ଧରେ ଜିତିବି ଏବଂ ଏହି ଜଯଲାଭରେ ଆନନ୍ଦିତ ହବେି। ଏବଂ ଏହି ଦେଶକୁ ମାରେ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦବେି। ମୁଁ ଶିଖିମ୍କୁ ସମାନଙ୍କେୁ ଦବେି। ସୁକ୍କୋତ ଉପତ୍ୟକାକୁ ସମାନଙ୍କେୁ ଦବେି।
7
God has spoken from his sanctuary: "In triumph, I will divide Shechem, and measure out the valley of Succoth.
8
ଗିଲିଯଦ୍ ମାରେ, ମନଃଶି ମାରେ, ଇଫ୍ରଯିମ ମାରେ ଶିରସ୍ତ୍ରାଣ, ଯିହୁଦା ମାରେ ରାଜଦଣ୍ଡ ସ୍ବରୂପ। ମାୟୋବ ମାରେ ପାଦର ପ୍ରକ୍ଷାଳନପାତ୍ର। ଇଦୋମ୍ ମାରେ ପାଦୁକା ବହିବ।
8
Gilead is mine. Manasseh is mine. Ephraim also is my helmet. Judah is my scepter.
9
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି ଏବଂ ଜଯଧ୍ବନି କରିବି।
9
Moab is my wash pot. I will toss my sandal on Edom. I will shout over Philistia."
10
କିଏ ମାେତେ ଶତ୍ରୁମାନଙ୍କ ଦୁର୍ଗକୁ ନଇୟିବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ?
10
Who will bring me into the fortified city? Who has led me to Edom?
11
କିଏ ମାେତେ ସହେି ସକଳ ସହରକୁ ନବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ? ତୁମ୍ଭେ ନୁହଁ କି, ପରମେଶ୍ବର ? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ଯାଗ କଲ। ତୁମ୍ଭେ ଆମ୍ଭ ସୈନ୍ଯମାନଙ୍କ ସହିତ ଆଉ ଯାଉ ନାହଁ।
11
Haven't you rejected us, God? You don't go forth, God, with our armies.
12
ହେ ପରମେଶ୍ବର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାୟ୍ଯ କର। ଲୋକମାନେ ଆମ୍ଭକୁ ସାହାୟ୍ଯ କରିପାରିବେ ନାହିଁ।
12
Give us help against the enemy, For the help of man is vain.
13
କବଳେ ପରମେଶ୍ବର ଆମ୍ଭକୁ ଶକ୍ତିଶାଳୀ କରିପାରିବେ। ପରମେଶ୍ବର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।
13
Through God, we will do valiantly. For it is he who will tread down our enemies.
Choose Theme