Home
Bibles
Bible Study with Steffi
Parallel ଗୀତସଂହିତା 105
Aa
Parallel ଗୀତସଂହିତା
Chapter 105
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ।
1
Give thanks to Yahweh! Call on his name! Make his doings known among the peoples.
2
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କର। ତାଙ୍କର ପ୍ରଚାରିତ କର। ତାହାଙ୍କ ଦ୍ବାରା କରାୟାଇଥିବା ଆଶ୍ଚର୍ୟ୍ଯ କ୍ରିଯା ବିଷଯରେ କୁହ।
2
Sing to him, sing praises to him! Tell of all his marvelous works.
3
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
3
Glory in his holy name. Let the heart of those who seek Yahweh rejoice.
4
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ୟାଅ। ସାହାୟ୍ଯ ପାଇଁ ସର୍ବଦା ତାଙ୍କ ପାଖକୁ ୟାଅ।
4
Seek Yahweh and his strength. Seek his face forever more.
5
ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ।
5
Remember his marvelous works that he has done; His wonders, and the judgments of his mouth,
6
ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।
6
You seed of Abraham, his servant, You children of Jacob, his chosen ones.
7
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ସେ ସମୁଦାଯ ପୃଥିବୀରେ ଶାସନ କରନ୍ତି।
7
He is Yahweh, our God. His judgments are in all the earth.
8
ସେ ଚିରଦିନ ଚୁକ୍ତି ମନେ ରଖନ୍ତି। ଏକ ହଜାର ବଂଶଧର ପର୍ୟ୍ଯନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
8
He has remembered his covenant forever, The word which he commanded to a thousand generations,
9
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ବର ଇସହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
9
The covenant which he made with Abraham, His oath to Isaac,
10
ପରମେଶ୍ବର ଏହି ନିଯମ ୟାକୁବ ପାଇଁ ତିଆରି କରିଥିଲେ। ପରମେଶ୍ବର ଇଶ୍ରାୟେଲ ସହିତ କରିଥିବା ନିଯମ ସବୁଦିନ ପାଇଁ ଦୃଢ଼ ରହିବ।
10
And confirmed the same to Jacob for a statute; To Israel for an everlasting covenant,
11
ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦବୋ ଏବଂ ସହେି ଭୂମି ତୁମ୍ଭର ହବେ।
11
Saying, "To you I will give the land of Canaan, The lot of your inheritance;"
12
ଯେତବେେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତବେେଳେ ପରମେଶ୍ବର ସହେି ପ୍ରତିଜ୍ଞା କରିଥିଲେ। ପୁଣି ସମାନେେ ସହେି ଦେଶରେ ପ୍ରବାସୀ ପରି ରହୁଥିଲେ।
12
When they were but a few men in number, Yes, very few, and foreigners in it.
13
ସମାନେେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ଯରୁ ଅନ୍ୟ ରାଜ୍ଯକୁ ଭ୍ରମଣ କରୁଥିଲେ।
13
They went about from nation to nation, From one kingdom to another people.
14
କିନ୍ତୁ ପରମେଶ୍ବର, ସମାନଙ୍କେର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ଯକୁ ଅନୁମତି ଦେଲେ ନାହିଁ। ଆହୁରି ସେ ରାଜଗଣଙ୍କୁ ସମାନଙ୍କେର କ୍ଷତି ନ କରିବା ପାଇଁ କହିଲେ।
14
He allowed no one to do them wrong. Yes, he reproved kings for their sakes,
15
ପରମେଶ୍ବର କହିଲେ, ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।
15
"Don't touch my anointed ones! Do my prophets no harm!"
16
ପରମେଶ୍ବର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
16
He called for a famine on the land. He destroyed the food supplies.
17
ସଦାପ୍ରଭୁ ସମାନଙ୍କେ ଆଗରେ ୟୋଷଫେ ନାମକ ଏକ ବ୍ଯକ୍ତିକୁ ମିଶରକୁ ପଠାଇଥିଲେ। ୟୋଷଫେ ଦାସପରି ବିକ୍ରୀ ହାଇେଥିଲା।
17
He sent a man before them. Joseph was sold for a slave.
18
ସମାନେେ ୟୋଷଫଙ୍କେର ପାଦରେ ବଡ଼େି ପକାଇଲେ। ସମାନେେ ଏକ ଲୁହାର କଡ଼ା ତା'ର ବକରେେ ପକାଇଲେ।
18
They bruised his feet with shackles. His neck was locked in irons,
19
ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
19
Until the time that his word happened, And Yahweh's word proved him true.
20
ତଣେୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ। ତଣେୁ ସହେି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
20
The king sent and freed him; Even the ruler of peoples, and let him go free.
21
ସେ ୟୋଷଫେକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ। ରାଜାଙ୍କର ପ୍ରେତ୍ୟକକ ଜିନିଷର ଭାର ୟୋଷଫେ ନଲେେ।
21
He made him lord of his house, And ruler of all of his possessions;
22
ୟୋଷଫେ ଅନ୍ୟ କାର୍ୟ୍ଯକାରୀତାମାନଙ୍କୁ ନିର୍ଦ୍ଦଶେ ଦେଲେ, ୟପରେି ସେ ମଲେ। ୟୋଷଫେ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
22
To discipline his princes at his pleasure, And to teach his elders wisdom.
23
ଏହାପରେ ଇଶ୍ରାୟେଲ ମିଶରକୁ ଆସିଲା। କିନ୍ତୁ ୟାକୁବ ହାମ ଦେଶରେ ବାସ କଲା।
23
Israel also came into Egypt. Jacob sojourned in the land of Ham.
24
ସେ ତାଙ୍କର ଲୋକ ସଂଖ୍ଯା ବଢ଼ାଇଲେ। ସମାନେେ ସମାନଙ୍କେର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
24
He increased his people greatly, And made them stronger than their adversaries.
25
ମିଶରୀଯମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
25
He turned their heart to hate his people, To conspire against his servants.
26
ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।
26
He sent Moses, his servant, And Aaron, whom he had chosen.
27
ପରମେଶ୍ବର ମାଶାେ ଓ ହାରୋଣଙ୍କ ଦ୍ବାରା ହାମ ଦେଶରେ ବହୁ ଅଦ୍ଦ୍ଭୁତ କାର୍ୟ୍ଯମାନ କରାଇଲେ।
27
They performed miracles among them, And wonders in the land of Ham.
28
ପରମେଶ୍ବର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ, କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ।
28
He sent darkness, and made it dark. They didn't rebel against his words.
29
ସେ ସମାନଙ୍କେର ଜଳକୁ ରକ୍ତ କଲେ ଓ ସମାନଙ୍କେର ମାଛସବୁ ମରିଗଲେ।
29
He turned their waters into blood, And killed their fish.
30
ସମାନଙ୍କେର ଦେଶ ଏବଂ ସମାନଙ୍କେର ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା।
30
Their land swarmed with frogs, Even in the chambers of their kings.
31
ପରମେଶ୍ବର ଆଜ୍ଞା ଦେଲେ, ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି ସବୁଆଡ଼େ ଭର୍ତ୍ତି ହାଇଗେଲେ।
31
He spoke, and swarms of flies came, And lice in all their borders.
32
ପରମେଶ୍ବର ସମାନଙ୍କେୁ ବାର୍ତ୍ତା ବଦଳରେ କୁଆପଥର ବୃଷ୍ଟି କରାଇଲେ ଏବଂ ଦେଶର ଚାରିଆଡ଼େ ବିଜୁଳିର ଅଗ୍ନି ବ୍ଯାପିଗଲା।
32
He gave them hail for rain, With lightning in their land.
33
ପରମେଶ୍ବର ସମାନଙ୍କେର ଦ୍ରାକ୍ଷାଲତା ଓ ଡ଼ିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ ଏବଂ ସମାନଙ୍କେ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
33
He struck their vines and also their fig trees, And shattered the trees of their country.
34
ପରମେଶ୍ବର ନିର୍ଦ୍ଦଶେ ଦେଲେ ଓ ଅସଂଖ୍ଯ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସମାନେେ ଅସଂଖ୍ଯ ଥିଲେ।
34
He spoke, and the locusts came, And the grasshoppers, without number,
35
ପଙ୍ଗପାଳ ଓ ପତଙ୍ଗ ସମାନଙ୍କେ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ। ସମାନେେ କ୍ଷତରେୁ ଶସ୍ଯସବୁ ଖାଇ ପକାଇଲେ।
35
Ate up every plant in their land; And ate up the fruit of their ground.
36
ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
36
He struck also all the firstborn in their land, The first fruits of all their manhood.
37
ପରମେଶ୍ବର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନଙ୍କେ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
37
He brought them forth with silver and gold. There was not one feeble person among his tribes.
38
ଇଶ୍ରାୟେଲ ଲୋକମାନେ ଚାଲିୟିବାର ଦେଖି ମିଶରୀଯମାନେ ଖୁସି ହେଲେ। କାରଣ ସମାନେେ ପରମେଶ୍ବରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
38
Egypt was glad when they departed, For the fear of them had fallen on them.
39
ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ।
39
He spread a cloud for a covering, Fire to give light in the night.
40
ଯେତବେେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ବର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
40
They asked, and he brought quails, And satisfied them with the bread of the sky.
41
ପରମେଶ୍ବର ଶୈଳକୁ ଫଟାନ୍ତେ ଜଳଷୋର୍ତ ବହିବା ଆରମ୍ଭ ହେଲା। ତାହା ଶୁଷ୍କ ଭୂମିରେ ନଦୀତୁଲ୍ଯ ପ୍ରବାହିତ ହେଲା।
41
He opened the rock, and waters gushed out. They ran as a river in the dry places.
42
ପରମେଶ୍ବର ଆପଣା ପବିତ୍ର ବାକ୍ଯ ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
42
For he remembered his holy word, And Abraham, his servant.
43
ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
43
He brought forth his people with joy, His chosen with singing.
44
ଏହାପରେ ପରମେଶ୍ବର ତାଙ୍କର ଗୋଷ୍ଠୀଯବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ବରଙ୍କର ଲୋକମାନେ ସମସ୍ତ ଦ୍ରବ୍ଯ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥଲେ।
44
He gave them the lands of the nations. They took the labor of the peoples in possession,
45
ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର !
45
That they might keep his statutes, And observe his laws. Praise Yah!
Choose Theme