Home
Bibles
Bible Study with Steffi
Parallel ହିତୋପଦେଶ 13
Aa
Parallel ହିତୋପଦେଶ
Chapter 13
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଜ୍ଞାନୀ ପୁତ୍ର ପିତାଙ୍କର ଉପଦେଶ ଯତ୍ନ ସହକା ରେ ଶୁଣେ। କିନ୍ତୁ ଗର୍ବୀ ମୂର୍ଖ ଲୋକ କାହାରି ଉପଦେଶ ଶୁଣେ ନାହିଁ।
1
A wise son listens to his father's instruction, But a scoffer doesn't listen to rebuke.
2
ଉତ୍ତମ ଲୋକମାନେ ସମାନଙ୍କେର ଶବ୍ଦଗୁଡ଼ିକର ଉତ୍ତମ ଫଳ ଭୋଗ କରନ୍ତି। ମାତ୍ର ବିଶ୍ବାସଘାତକ ଲୋକମାନେ ହିଂସାରୁ ଭୋଗ କରୋ
2
By the fruit of his lips, a man enjoys good things; But the unfaithful crave violence.
3
ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ। ଯେ ଚିନ୍ତା ନ କରି କ ହେ ସେ ବିନାଶ ପ୍ରାପ୍ତ ହୁଏ।
3
He who guards his mouth guards his soul. One who opens wide his lips comes to ruin.
4
ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସା ରେ ଫଳ ଭୋଗ କରେ।
4
The soul of the sluggard desires, and has nothing, But the desire of the diligent shall be fully satisfied.
5
ଧାର୍ମିକ ଲୋକ ମିଥ୍ଯାକୁ ଘୃଣା କରେ। ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।
5
A righteous man hates lies, But a wicked man brings shame and disgrace.
6
ଧାର୍ମିକତା ସରଳ ପଥଗାମୀକୁ ରକ୍ଷା କରେ। ମାତ୍ର ଦୁଷ୍ଟତା ପାପୀକୁ ପରାସ୍ତ କରେ।
6
Righteousness guards the way of integrity, But wickedness overthrows the sinner.
7
କହେି କହେି ଆପଣାକୁ ଧନୀ ବୋଲି ପରିଚଯ ଦିଅନ୍ତି। କିନ୍ତୁ ତା'ର କିଛି ନ ଥାଏ। ମାତ୍ର କେତକଙ୍କେର ଧନ ଥାଇ ମଧ୍ଯ ସମାନେେ ଦରିତ୍ର ପରି ଆଚରଣ କରନ୍ତି।
7
There are some who pretend to be rich, yet have nothing. There are some who pretend to be poor, yet have great wealth.
8
ମନୁଷ୍ଯର ଧନ ତାହାର ପ୍ରାଣର ପ୍ରାଯଶ୍ଚିତ ସ୍ବରୂପ। ମାତ୍ର ଦରିଦ୍ ରେଲାକ ଧମକ ଶୁଣେ ନାହିଁ।
8
The ransom of a man's life is his riches, But the poor hear no threats.
9
ଧାର୍ମିକ ଲୋକେ ଆଲୋକବର୍ତ୍ତିକା ପରି, ଯାହାକି ଉଜ୍ଜ୍ବଳ ପରି ଆଲୋକ ଦିଏ।
9
The light of the righteous shines brightly, But the lamp of the wicked is snuffed out.
10
ଅହଙ୍କାରରୁ କବଳେ କଳି ଉତ୍ପନ୍ନ ହୁଏ। ମାତ୍ର ସୁପରାମର୍ଶ ଗ୍ରାହକଠା ରେ ଜ୍ଞାନ ଅଛି।
10
Pride only breeds quarrels, But with ones who take advice is wisdom.
11
ଅସତ୍ଯ ଉପାଯ ରେ ଅର୍ଜିଥିବା ଧନ ଧ୍ବଂସ ପାଇବ। ମାତ୍ର ସତ୍ଯ ଅର୍ଜିତ ଧନ ବୃଦ୍ଧି ପାଇବ।
11
Wealth gained dishonestly dwindles away, But he who gathers by hand makes it grow.
12
ଆଶା ସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ। ମାତ୍ର ବାଞ୍ଛାର ସିଦ୍ଧିଜୀବନ ବୃକ୍ଷ ସ୍ବରୂପ।
12
Hope deferred makes the heart sick, But when longing is fulfilled, it is a tree of life.
13
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।
13
Whoever despises instruction will pay for it, But he who respects a command will be rewarded.
14
ଜ୍ଞାନୀ ଲୋକର ଶିକ୍ଷା ଜୀବନ ରେ ଝର ସ୍ବରୂପ ଅଟେ, ସେ ମୃତ୍ଯୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।
14
The teaching of the wise is a spring of life, To turn from the snares of death.
15
ଜଣେ ମନୁଷ୍ଯ ୟିଏ ଭଲ ଉପଦେଶ ଦିଏ, ଅନୁଗ୍ରହ ଲାଭ କରେ କିନ୍ତୁ ପ୍ରତାରକଗଣ ସମାନଙ୍କେୁ ବିପର୍ୟ୍ଯଯକୁ ଆଗଇେ ନିଅନ୍ତି।
15
Good understanding wins favor; But the way of the unfaithful is hard.
16
ପ୍ରେତ୍ୟକକ ଚତୁର ଲୋକ ବୁଦ୍ଧି ରେ କର୍ମ କରେ। ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
16
Every prudent man acts from knowledge, But a fool exposes folly.
17
ଦୁଷ୍ଟ ବାର୍ତ୍ତାବାହକ ଆପଦ ରେ ପଡ଼େ, ମାତ୍ର ବିଶ୍ବସ୍ତ ଦୃଢ଼ ସ୍ବାସ୍ଥ୍ଯଜନକ।
17
A wicked messenger falls into trouble, But a trustworthy envoy gains healing.
18
ଯେଉଁ ଜନ ଶାସନ ଅଗ୍ରାହ୍ଯ କରେ, ସେ ଦରିଦ୍ରତା ଓ ଲଜ୍ଜ୍ଯା ପାଏ। ମାତ୍ର ଯେ ଅନୁୟୋଗ ଗ୍ରହଣ କରେ, ସେ ମର୍ୟ୍ଯାଦା ପାଏ।
18
Poverty and shame come to him who refuses discipline, But he who heeds correction shall be honored.
19
ବାଞ୍ଛା ସିଦ୍ଧି ପ୍ରାଣକୁ ଆନନ୍ଦ ଦିଏ। ଏବଂ ମନ୍ଦ ତ୍ଯାଗ କରିବା ମୂର୍ଖ ଲୋକ ପାଇଁ ଘୃଣାର ବିଷଯ।
19
Longing fulfilled is sweet to the soul, But fools detest turning from evil.
20
ଜ୍ଞାନୀର ସଙ୍ଗୀ ହୁଅ, ତହିଁରେ ତୁମ୍ଭେ ଜ୍ଞାନୀ ହବେ। ମାତ୍ର ମୂର୍ଖମାନଙ୍କର ସଙ୍ଗୀ କଷ୍ଟଦାୟକ।
20
One who walks with wise men grows wise, But a companion of fools suffers harm.
21
ପାପୀମାନଙ୍କ ପଛ ରେ ମନ୍ଦ ଅନୁସରଣ କରେ। ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହବେ।
21
Misfortune pursues sinners, But prosperity rewards the righteous.
22
ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିୟାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।
22
A good man leaves an inheritance to his children's children, But the wealth of the sinner is stored for the righteous.
23
ଯଭେଳି ଗରୀବ ଲୋକ ତା'ର ଜମି ଚାଷ କରେ, ସେ ପ୍ରଚୁର ଶସ୍ଯ ପାଇପା ରେ କିନ୍ତୁ ଅନ୍ଯାଯ କାରଣରୁ ଏହା ବିନାଶ ହୁଏ।
23
An abundance of food is in poor people's fields, But injustice sweeps it away.
24
ଯେ ବାଡ଼ି ବ୍ଯବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ। ଯେ ତାହାକୁ ପ୍ ରମେ କରେ, ସେ ଯଥା ସମୟରେ ଶାସ୍ତି ପାଏ।
24
One who spares the rod hates his son, But one who loves him is careful to discipline him.
25
ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ୟ୍ଯନ୍ତ ଖାଏ। ମାତ୍ର ପାପୀର ଉଦର ଅତୃପ୍ତ ଥାଏ।
25
The righteous one eats to the satisfying of his soul, But the belly of the wicked goes hungry.
Choose Theme