Home
Bibles
Bible Study with Steffi
Parallel ଗଣନା ପୁସ୍ତକ 36
Aa
Parallel ଗଣନା ପୁସ୍ତକ
Chapter 36
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତା'ପରେ ଗିଲିଯଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିଯଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ୟୋଶଫଙ୍କେର ପୁତ୍ର ଥିଲେ, ମାଶାଙ୍କେ ଓ ଇଶ୍ରାୟେଲ ଲୋକମାନଙ୍କର ଅଧିପତିମାନେ ସମାନଙ୍କେ ସମ୍ମୁଖ ରେ ପ୍ରାସ୍ତାବ କଲେ।
1
The heads of the fathers' houses of the family of the children of Gilead, the son of Machir, the son of Manasseh, of the families of the sons of Joseph, came near, and spoke before Moses, and before the princes, the heads of the fathers' houses of the children of Israel:
2
ସମାନେେ କହିଲେ, ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।
2
and they said, Yahweh commanded my lord to give the land for inheritance by lot to the children of Israel: and my lord was commanded by Yahweh to give the inheritance of Zelophehad our brother to his daughters.
3
ଯଦି ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ କାହାରି ସଙ୍ଗେ ସମାନଙ୍କେର ବିବାହ ହୁଏ, ତବେେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସମାନଙ୍କେ ଅଧିକାର କଟାୟିବ। ସମାନଙ୍କେ ଅଧିକାର ସମାନଙ୍କେ ସ୍ବାମୀ ପରିବାରବର୍ଗ ରେ ୟୁକ୍ତ ହବେ।
3
If they be married to any of the sons of the other tribes of the children of Israel, then will their inheritance be taken away from the inheritance of our fathers, and will be added to the inheritance of the tribe whereunto they shall belong: so will it be taken away from the lot of our inheritance.
4
ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।
4
When the jubilee of the children of Israel shall be, then will their inheritance be added to the inheritance of the tribe whereunto they shall belong: so will their inheritance be taken away from the inheritance of the tribe of our fathers.
5
ତହୁଁ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ଆଜ୍ଞା ଦଇେ କହିଲେ, ଯୋଷଫେ ପରିବାରବର୍ଗର ଏହି ଲୋକମାନେ ୟାଥାର୍ଥ କହୁ ଅଛନ୍ତି।
5
Moses commanded the children of Israel according to the word of Yahweh, saying, The tribe of the sons of Joseph speaks right.
6
ସଦାପ୍ରଭୁ ସଲଫାଦରଙ୍କ କନ୍ଯାମାନଙ୍କ ସମ୍ବନ୍ଧ ରେ ଏହି ନିଷ୍ପତ୍ତି ଦଇେ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କହେି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍।
6
This is the thing which Yahweh does command concerning the daughters of Zelophehad, saying, Let them be married to whom they think best; only into the family of the tribe of their father shall they be married.
7
ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ୟିବା ଉଚିତ୍ ନୁହଁ। ଇଶ୍ରାୟେଲ ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧିଅରେ ରଖିବା ଉଚିତ୍।
7
So shall no inheritance of the children of Israel remove from tribe to tribe; for the children of Israel shall cleave everyone to the inheritance of the tribe of his fathers.
8
କୌଣସି ନାରୀ ୟିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇଶ୍ରାୟେଲର ପ୍ରେତ୍ୟକକ ବ୍ଯକ୍ତି ଆପଣା ସମ୍ବନ୍ଧୀଯ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ।
8
Every daughter, who possesses an inheritance in any tribe of the children of Israel, shall be wife to one of the family of the tribe of her father, that the children of Israel may possess every man the inheritance of his fathers.
9
ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ୟିବ ଉଚିତ୍ ନାହିଁ। ଇଶ୍ରାୟେଲର ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେ ଅଧିକାର ମଧିଅରେ ରହିବେ।
9
So shall no inheritance remove from one tribe to another tribe; for the tribes of the children of Israel shall cleave everyone to his own inheritance.
10
ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।
10
Even as Yahweh commanded Moses, so did the daughters of Zelophehad:
11
ଏଣୁ ସଲଫାଦରଙ୍କ କନ୍ଯାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋଯା, ସମାନଙ୍କେ ପିତୃବ୍ଯ ପୁତ୍ରମାନଙ୍କୁ ବିବାହ କଲେ।
11
for Mahlah, Tirzah, and Hoglah, and Milcah, and Noah, the daughters of Zelophehad, were married to their father's brothers' sons.
12
ମନଃଶି ପରିବାରବର୍ଗ ମଧିଅରେ ସମାନେେ ବିବାହ କଲେ। ତେଣୁ ସମାନଙ୍କେର ଭୂମି ଅଧିକାର ସମାନଙ୍କେ ପିତୃ ସମ୍ବନ୍ଧୀଯ ପରିବାର ମଧିଅରେ ରହିଲା।
12
They were married into the families of the sons of Manasseh the son of Joseph; and their inheritance remained in the tribe of the family of their father.
13
ସଦାପ୍ରଭୁ ଯିରୀହାେ ନକଟସ୍ଥ ୟର୍ଦ୍ଦନ ସମୀପରେ ମାୟୋବ ପଦା ରେ ମାଶାଙ୍କେୁ ବ୍ଯବସ୍ଥା ଦେଲେ। ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦଇେଥିଲେ।
13
These are the commandments and the ordinances which Yahweh commanded by Moses to the children of Israel in the plains of Moab by the Jordan at Jericho.
Choose Theme