Home
Bibles
Bible Study with Steffi
Parallel ଗଣନା ପୁସ୍ତକ 22
Aa
Parallel ଗଣନା ପୁସ୍ତକ
Chapter 22
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତା'ପରେ ଇଶ୍ରାୟେଲର ଲୋକମାନେ ମାୟୋବର ୟର୍ବ୍ଦନର ସମତଳ ଭୂମିକୁ ୟାତ୍ରା କଲେ। ସମାନେେ ୟର୍ବ୍ଦନ ନିକଟସ୍ଥ ଯିରୀହାଠାେ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
1
The children of Israel traveled, and encamped in the plains of Moab beyond the Jordan at Jericho.
2
ଇଶ୍ରାୟେଲ ଇ ମାରେୀଯମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ୍ ଦେଖିଲେ।
2
Balak the son of Zippor saw all that Israel had done to the Amorites.
3
ଏଣୁ ସେ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସମାନଙ୍କେର ସଂଖ୍ଯା ବହୁତ ଥିଲା, ଆଉ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।
3
Moab was sore afraid of the people, because they were many: and Moab was distressed because of the children of Israel.
4
ମାୟୋବ ମଦିଯନୀଯ ପ୍ରାଚୀନଗଣକୁ କହିଲେ ଯେ, ଏହିସବୁ ଲୋକମାନେ ଗାଈପରି ସମଗ୍ର ଇଶ୍ରାୟେଲ ଭୂମିରେ ଚରିଯିବେ। ଗୋରୁ ଯେପରି ପଦାରୁ ଘାସ ଚାଟିଖାଏ, ସହେିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ସେ ସମୟରେ ବାଲାକ୍ ମାୟୋବର ରାଜା ଥିଲେ। ସେ ସିପ୍ପୋର ପୁତ୍ର ଥିଲେ।
4
Moab said to the elders of Midian, Now will this multitude lick up all that is round about us, as the ox licks up the grass of the field. Balak the son of Zippor was king of Moab at that time.
5
ତହୁଁ ସେ ବିଯୋରର ପୁତ୍ର ବିଲିଯମ ନିକଟକୁ ବାର୍ତ୍ତାବହ ପଠାଇଲେ। ସହେି ସମୟରେ ବିଲିଯମ ନିଜ ସମ୍ପର୍କୀଯମାନଙ୍କର ଦେଶର ଫରାତ ନଦୀ ନିକଟସ୍ଥ ପାଥୋର ନଗର ରେ ଥିଲେ। ବାଲାକ୍ର ବାର୍ତ୍ତା ଥିଲା, ମିଶରରୁ ବହୁତ ଲୋକ ଆସିଲେ। ସମାନେେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହାଇେଛନ୍ତି।
5
He sent messengers to Balaam the son of Beor, to Pethor, which is by the River, to the land of the children of his people, to call him, saying, Behold, there is a people come out from Egypt: behold, they cover the surface of the earth, and they abide over against me.
6
ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦବୋ ପାଇଁ ନିବଦନେ କରୁଅଛୁ। କାରଣ ସମାନେେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାୟ୍ଯ ଦ୍ବାରା ଆମ୍ଭେ ସମାନଙ୍କେୁ ଆମ୍ଭ ରାଜ୍ଯରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସମାନେେ ଭାଗ୍ଯବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।
6
Please come now therefore curse me this people; for they are too mighty for me: peradventure I shall prevail, that we may strike them, and that I may drive them out of the land; for I know that he whom you bless is blessed, and he whom you curse is cursed.
7
ତହୁଁ ମାୟୋବର ଓ ମିଦିଯନର ପ୍ରାଚୀନବର୍ଗ ଉପହାର ନଇେ ଆସିଲେ। ସମାନେେ ବିଲିଯମ ନିକଟରେ ଉପସ୍ଥିତ ହାଇେ ବାଲାକ ଯାହା କହିଥିଲେ ତାହା କହିଲେ।
7
The elders of Moab and the elders of Midian departed with the rewards of divination in their hand; and they came to Balaam, and spoke to him the words of Balak.
8
ତହୁଁ ବିଲଯମ ସମାନଙ୍କେୁ କହିଲେ, ତୁମେମାନେ ଆଜି ରାତ୍ରି ଏଠା ରେ ରୁହ, ଆଉ ସଦାପ୍ରଭୁ ମାେତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମ୍ଭକୁ ଜଣାଇବି। ତହୁଁ ମାଯାେବର ଅଧିପତିମାନେ ବିଲିଯମ ସହିତ ରାତ୍ରି ୟାପନ କଲେ।
8
He said to them, Lodge here this night, and I will bring you word again, as Yahweh shall speak to me: and the princes of Moab abode with Balaam.
9
ପରମେଶ୍ବର ସ୍ବପ୍ନ ରେ ବିଲିଯମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଚାରିଲେ, ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?
9
God came to Balaam, and said, What men are these with you?
10
ବିଲିଯମ ପରମେଶ୍ବରଙ୍କୁ କହିଲା, ମାୟୋବର ରାଜା ସିପ୍ପୋରର ପୁତ୍ର ବାଲାକ୍ ମାେ ନିକଟକୁ ଏକ ବାର୍ତ୍ତା ପଠାଇଅଛନ୍ତି।
10
Balaam said to God, Balak the son of Zippor, king of Moab, has sent to me, saying,
11
ଦେଖ, ଏହି ଲୋକମାନେ ମିଶରରୁ ଆସିଛନ୍ତି। ସମାନଙ୍କେର ସଂଖ୍ଯା ଏତେ ଅଧିକ ଯେ ସମାନେେ ସମଗ୍ର ଦେଶକୁ ଆଚ୍ଛାଦିତ କରିଛନ୍ତି। ଆସ ଏବଂ ମାେ ତରଫରୁ ସମାନଙ୍କେୁ ଅଭିଶାପ ଦିଅ। ତାହାହେଲେ ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ସମର୍ଥ ହବେୁ ଓ ସମାନଙ୍କେୁ ତଡି ଦଇେ ପାରିବୁ।
11
Behold, the people that is come out of Egypt, it covers the surface of the earth: now, come curse me them; peradventure I shall be able to fight against them, and shall drive them out.
12
କିନ୍ତୁ ପରମେଶ୍ବର ବିଲିଯମକୁ କହିଲେ, ତୁମ୍ଭେ ସମାନଙ୍କେ ସହିତ ୟିବା ଉଚିତ୍ ନୁହଁ, ତୁମ୍ଭେ ସହେି ଲୋକମାନଙ୍କୁ ଅଭିଶାପ ଦବୋ ଉଚିତ୍ ନୁହଁ। କାରଣ ଇଶ୍ରାୟେଲ ମାରେ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହାଇେଅଛି।
12
God said to Balaam, You shall not go with them; you shall not curse the people; for they are blessed.
13
ଏଥି ରେ ବିଲିଯମ ପ୍ରାତଃକାଳ ରେ ଉଠି ବାଲାକ୍ଙ୍କ ଅଧିପତିମାନଙ୍କୁ କହିଲେ, ତୁମ୍ଭମାନେେ ଆପଣା ଦେଶକୁ ଚାଲିୟାଅ, କାରଣ ସଦାପ୍ରଭୁ ମାେତେ ତୁମ୍ଭମାନଙ୍କ ସହିତ ୟିବାକୁ ଅନୁମତି ଦେଲେ ନାହିଁ।
13
Balaam rose up in the morning, and said to the princes of Balak, Get you into your land; for Yahweh refuses to give me leave to go with you.
14
ତେଣୁ ମାୟୋବର ଅଧିପତିମାନେ ବାଲାକ୍ଙ୍କ ନିକଟକୁ ୟାଇ କହିଲେ, ବିଲିଯମ ଆମ୍ଭମାନଙ୍କ ସହିତ ଆସିବାକୁ ନାସ୍ତି କଲେ।
14
The princes of Moab rose up, and they went to Balak, and said, Balaam refuses to come with us.
15
ଏହାପରେ ବାଲାକ୍ ପୂର୍ବାପେକ୍ଷା ଅଧିକ ସଂଖ୍ଯକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ବିଲିଯମ ନିକଟକୁ ପଠାଇଲେ।
15
Balak sent yet again princes, more, and more honorable than they.
16
ସମାନେେ ବିଲିଯମ ନିକଟକୁ ୟାଇ କହିଲେ, ସିପ୍ପୋର ପୁତ୍ର ବାଲାକ୍ ଏହି କଥା କହନ୍ତି, ଆମ୍ଭେ ବିନଯ କରୁଅଛୁ, ଆମ୍ଭ ନିକଟକୁ ଆସିବାକୁ ତୁମ୍ଭେ ବାରଣ କରିବ ନାହିଁ।
16
They came to Balaam, and said to him, Thus says Balak the son of Zippor, Please let nothing hinder you from coming to me:
17
ତୁମ୍ଭେ ଯଦି ମାେତେ ସାହାୟ୍ଯ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦବେି। ତୁମ୍ଭେ ମାେତେ ଯାହା କହିବ ତାହା ମୁଁ କରିବି, ଏଣୁ ପାର୍ଥନା କରି ମୁଁ ବିନଯ କରୁଅଛି, ମାେ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।
17
for I will promote you to very great honor, and whatever you say to me I will do. Please come therefore, and curse this people for me.
18
ଏଥି ରେ ବିଲିଯମ ବାଲାକ୍ର ଦାସମାନଙ୍କୁ କହିଲେ, ଯଦି ବାଲାକ୍ ସୁନା ରୂପା ରେ ପରିପୂର୍ଣ ନିଜର ଗୃହକୁ ମାେତେ ଦଇେ ଦିଅନ୍ତି, ତଥାପି ମୁଁ ସଦାପ୍ରଭୁ ମାରେପରମେଶ୍ବରଙ୍କ ଆଜ୍ଞା ବାହାରକୁ ୟାଇ ପାରିବି ନାହିଁ।
18
Balaam answered the servants of Balak, If Balak would give me his house full of silver and gold, I can't go beyond the word of Yahweh my God, to do less or more.
19
ମାତ୍ର ମୁଁ ତୁମ୍ଭମାନଙ୍କୁ ବିନଯ କରୁଛି, ତୁମ୍ଭମାନେେ ପୂର୍ବ ଲୋକମାନଙ୍କ ପରି ଆଜି ରାତ୍ରି ଏଠା ରେ ରୁହ। ସଦାପ୍ରଭୁ ମାେତେ ଆଉ ଯାହା କହିବେ ତାହା ମୁଁ ଜାଣିବି।
19
Now therefore, please wait also here this night, that I may know what Yahweh will speak to me more.
20
ସହେି ରାତ୍ରି ରେ ପରମେଶ୍ବର ବିଲିଯମ ନିକଟକୁ ଆସିଲେ ଏବଂ କହିଲେ, ଯଦି ଏହି ଲୋକମାନେ ତୁମ୍ଭକୁ ସମାନଙ୍କେ ସଙ୍ଗ ରେ ୟିବାକୁ ଅନୁ ରୋଧ କରୁଛନ୍ତି, ତୁମ୍ଭେ ୟାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହାହିଁ କରିବା ଉଚିତ୍।
20
God came to Balaam at night, and said to him, If the men are come to call you, rise up, go with them; but only the word which I speak to you, that shall you do.
21
ତା' ପରଦିନ, ବିଲିଯମ ନିଜର ଗଧ ଉପରେ ଆରୋହଣ କରି ମାୟୋବର ଅଧିପତିମାନଙ୍କ ସହିତ ଗମନ କଲେ।
21
Balaam rose up in the morning, and saddled his donkey, and went with the princes of Moab.
22
ସେତବେେଳେ ବିଲିଯମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢି ଯାଉଥିଲେ। ପରମେଶ୍ବରଙ୍କ କୋର୍ଧ ପ୍ରଜ୍ବଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୃତ ତାହାର ଶତ୍ରୁରୂପେ ପଥ ମଧିଅରେ ଠିଆ ହାଇେ ରହିଲେ।
22
God's anger was kindled because he went; and the angel of Yahweh placed himself in the way for an adversary against him. Now he was riding on his donkey, and his two servants were with him.
23
ଏଥି ରେ ବିଲିଯମଙ୍କର ଗଧ ସଦାପ୍ରଭୁଙ୍କ ଖଡ୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡି ବିଲ ଆଡକୁ ଗଲା। ତେଣୁ ବିଲିଯମ ରାଗିୟାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।
23
The donkey saw the angel of Yahweh standing in the way, with his sword drawn in his hand; and the donkey turned aside out of the way, and went into the field: and Balaam struck the donkey, to turn her into the way.
24
ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧିଅରେ ଥିବା ଗଳି ପଥରେ ଠିଆ ହେଲେ।
24
Then the angel of Yahweh stood in a narrow path between the vineyards, a wall being on this side, and a wall on that side.
25
ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡକୁ ଠଲେି ହାଇଯେିବାରୁ ବିଲିଯମ ଗୋଡ କାନ୍ଥ ରେ ଘସି ହାଇଗେଲା। ତେଣୁ ସେ ପୁନର୍ବାର ଗଧକୁ ଚାବୁକ୍ ମାରିଲେ।
25
The donkey saw the angel of Yahweh, and she thrust herself to the wall, and crushed Balaam's foot against the wall: and he struck her again.
26
ଏହାପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ୟାଇ ଏକ ସଂକୀର୍ଣ ସ୍ଥାନ ରେ ଠିଆ ହେଲେ, ସଠାେରେ ଗଧକୁ ବାମ କିମ୍ବା ଡାହାଣକୁ ଫରେିବାର ସ୍ଥାନ ନ ଥିଲା।
26
The angel of Yahweh went further, and stood in a narrow place, where was no way to turn either to the right hand or to the left.
27
ସେତବେେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିଯମକୁ ପିଠି ରେ ଧରି ତଳେ ଶାଇେ ପଡିଲା। ଏଥି ରେ ବିଲିଯମର କୋର୍ଧ ପ୍ରଜ୍ବଳିତ ହେଲା ଓ ଗଧକୁ ଆପଣା ଆଶାବାଡି ରେ ପ୍ରହାର କଲେ।
27
The donkey saw the angel of Yahweh, and she lay down under Balaam: and Balaam's anger was kindled, and he struck the donkey with his staff.
28
ତହୁଁ ସଦାପ୍ରଭୁ ଗଧ ମୁଖ ରେ ଭାଷା ଦେଲେ, ତେଣୁ ସେ ବିଲିଯମକୁ କହିଲା, ମୁଁ ତୁମ୍ଭର କ'ଣ କଲି? କାହିଁକି ତୁମ୍ଭେ ରାଗି ମାେତେ ତିନିଥର ପ୍ରହାର କଲ?
28
Yahweh opened the mouth of the donkey, and she said to Balaam, What have I done to you, that you have struck me these three times?
29
ତହୁଁ ବିଲିଯମ ଗଧକୁ କହିଲା, କାରଣ ତୁମ୍ଭେ ମାେତେ ଦେଖିବାକୁ ନିର୍ବୋଧପରି କଲ। ଯଦି ମାେ ହାତ ରେ ଖଣ୍ତା ଥାନ୍ତା ମୁଁ ତୋତେ ବର୍ତ୍ତମାନ ହତ୍ଯା କରିଥାନ୍ତି।
29
Balaam said to the donkey, Because you have mocked me, I would there were a sword in my hand, for now I had killed you.
30
ପୁଣି ଗଧ ବିଲିଯମକୁ କହିଲା, ତୁମ୍ଭେ ଜନ୍ମାବଧି ଆଜି ପର୍ୟ୍ଯନ୍ତ ଯେଉଁ ଗଧ ଉପରେ ଚଢି ଆସିଅଛ, ମୁଁ କ'ଣ ତୁମ୍ଭର ସହେି ଗଧ ନୁହେଁ? ମୁଁ କ'ଣ ଅତୀତ ରେ ତୁମ୍ଭ ପ୍ରତି କବେେ ଏପରି ବ୍ଯବହାର କରିଥିଲି?
30
The donkey said to Balaam, Am I not your donkey, on which you have ridden all your life long to this day? was I ever wont to do so to you? and he said, No.
31
ଏଥି ରେ ସଦାପ୍ରଭୁ ବିଲିଯମର ଚକ୍ଷୁ ଖାଲିେ ଦେଲେ ଏବଂ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧିଅରେ ଖଡ୍ଗ ଧାରଣ କରି ଛିଡା ହାଇେଥିବା ଦେଖିଲା। ତହିଁରେ ସେ ହତାଶ ହାଇେ ଭୂମିରେ ପଡି ଗଲା।
31
Then Yahweh opened the eyes of Balaam, and he saw the angel of Yahweh standing in the way, with his sword drawn in his hand; and he bowed his head, and fell on his face.
32
ସେତବେେଳେ ସଦାପ୍ରଭୁଙ୍କ ଦୂତ ତାକୁ କହିଲେ, ତୁମ୍ଭେ ତିନିଥର ଏହି ଗଧକୁ କାହିଁକି ପ୍ରହାର କଲ? ଦେଖ, ମୁଁ ତୁମ୍ଭର ଶତୃରୂପେ ଆସିଅଛି, ଯେ ହତେୁ ତୁମ୍ଭର ୟାତ୍ରା ଭୂଲ୍ ଅଟେ।
32
The angel of Yahweh said to him, Why have you struck your donkey these three times? behold, I am come forth for an adversary, because your way is perverse before me:
33
ତୁମ୍ଭର ଗଧ ମାେତେ ଦେଖି ତିନିଥର ମାେ ସମ୍ମୁଖରୁ ଚାଲିଗଲା। ସେ ଯବେେ ମାେ ସମ୍ମୁଖରୁ ଫରେି ୟାଇନଥାନ୍ତା, ତବେେ ନିଶ୍ଚଯ ମୁଁ ଗଧକୁ ଜୀବିତ ରଖି ତୁମ୍ଭଙ୍କୁ ବଧ କରିଥାନ୍ତି।
33
and the donkey saw me, and turned aside before me these three times: unless she had turned aside from me, surely now I had even slain you, and saved her alive.
34
ତହୁଁ ବିଲିଯମ ସଦାପ୍ରଭିଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ମାେ ବିପକ୍ଷ ରେ ପଥରେ ଠିଆ ହାଇେଅଛ। ଏହା ମୁଁ ଜାଣି ନ ଥିଲି। ମାେ ୟାତ୍ରା ଯଦି ତୁମ୍ଭ ଦୃଷ୍ଟି ରେ ମନ୍ଦ ହୁଏ, ତବେେ ମୁଁ ଗୃହକୁ ଫରେିୟିବି।
34
Balaam said to the angel of Yahweh, I have sinned; for I didn't know that you stood in the way against me: now therefore, if it displease you, I will get me back again.
35
ତା'ପରେ ସଦାପ୍ରଭୁଙ୍କ ଦୂତ ବିଲିଯମକୁ କହିଲେ, ସହେି ଲୋକମାନଙ୍କ ସଙ୍ଗେ ୟାଅ। ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା କବଳେ ତାହା ତୁମ୍ଭେ କହିବ। ତହୁଁ ବିଲିଯମ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
35
The angel of Yahweh said to Balaam, Go with the men; but only the word that I shall speak to you, that you shall speak. So Balaam went with the princes of Balak.
36
ବାଲାକ୍ ଶୁଣିଲା ଯେ, ବିଲିଯମ ଆସୁଅଛି, ତେଣୁ ସେ (ବାଲାକ୍) ମାୟୋବ ନଗରକୁ ବିଲିଯମକୁ ସାକ୍ଷାତ କରିବା ପାଇଁ ଗଲେ। ଅର୍ଣୋନ ନଦୀ ନିକଟସ୍ଥ ଦେଶର ଉପାନ୍ତ ରେ ସହେି ନଗର ଥିଲା।
36
When Balak heard that Balaam was come, he went out to meet him to the City of Moab, which is on the border of the Arnon, which is in the utmost part of the border.
37
ବାଲାକ୍ ବିଲିଯମକୁ କହିଲେ, ମୁଁ ତୁମ୍ଭକୁ ମାରେ କୁଳିନମାନଙ୍କ ମାଧ୍ଯମ ରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ'ଣ ତୁମ୍ଭକୁ ପୁରସ୍କାର ଦବୋକୁ ସମର୍ଥ ନୁହେଁ କି?
37
Balak said to Balaam, Didn't I earnestly send to you to call you? why didn't you come to me? am I not able indeed to promote you to honor?
38
ତହୁଁ ବିଲିଯମ ବାଲାକଙ୍କୁ କହିଲା, ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ବର, ମାେ ମୁଖ ରେ ଯେଉଁ ବାକ୍ଯ ଦବେେ ତାହା ହିଁ ମୁଁ କହିବି।
38
Balaam said to Balak, Behold, I have come to you: have I now any power at all to speak anything? the word that God puts in my mouth, that shall I speak.
39
ଏହାପରେ ବିଲିଯମ ବାଲାକ୍ ସହିତ ଗମନ କରି କିରିଯତ ହୁଷୋତର ଉପସ୍ଥିତ ହେଲା।
39
Balaam went with Balak, and they came to Kiriath Huzoth.
40
ତହୁଁ ବାଲାକ୍ କିଛି ଗାଈ ଓ ମଷେ ବଳିଦାନ କରି ବିଲିଯମ ତାହାର (ବାଲାକ୍) ସଗୀଂ ଅଧିପତିମାନଙ୍କୁ ମାଂସ ଦେଲେ।
40
Balak sacrificed oxen and sheep, and sent to Balaam, and to the princes who were with him.
41
ତା' ପରଦିନ ବାଲାକ୍ ବିଲିଯମକୁ ନଇେ ବାମାେତ ବାଲକୁ ଗଲା। ଆଉ ସହେିଠାରୁ ସେ ଲୋକମାନଙ୍କର ଏକତ୍ରୀତ ସମାବେଶ ଦେଖିଲେ।
41
It happened in the morning, that Balak took Balaam, and brought him up into the high places of Baal; and he saw from there the utmost part of the people.
Choose Theme