ଗଣନା ପୁସ୍ତକ 14:3
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗ ରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫରେି ୟିବାଟା ଆମ୍ଭମାନଙ୍କ ପକ୍ଷ ରେ ଭଲ ହୁଅନ୍ତା।
World English Bible
Why does Yahweh bring us to this land, to fall by the sword? Our wives and our little ones will be a prey: wouldn't it be better for us to return into Egypt?