ନିହିମିୟା 9:27
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଏଣୁ ତୁମ୍ଭେ ସମାନଙ୍କେୁ ବିପକ୍ଷଗଣ ହସ୍ତ ରେ ସମର୍ପଣ କରିବାରୁ ସମାନେେ ସମାନଙ୍କେୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ, ସମାନେେ ତୁମ୍ଭଠା ରେ ସାହାୟ୍ଯ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସା ରେ ସମାନଙ୍କେୁ ଉଦ୍ଧାର କତ୍ତୁର୍ଗଣ ଦଲେ। ସମାନେେ ବିପକ୍ଷଗଣ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।
World English Bible
Therefore you delivered them into the hand of their adversaries, who distressed them: and in the time of their trouble, when they cried to you, you heard from heaven; and according to your manifold mercies you gave them saviors who saved them out of the hand of their adversaries.