Home
Bibles
Bible Study with Steffi
Parallel ମୀଖା 1
Aa
Parallel ମୀଖା
Chapter 1
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।
1
The word of Yahweh that came to Micah the Morashtite in the days of Jotham, Ahaz, and Hezekiah, kings of Judah, which he saw concerning Samaria and Jerusalem.
2
ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ଯସ୍ଥ ସମସ୍ତେ ଶୁଣ। ମାରେ ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧ ରେ ସେ ସାକ୍ଷ୍ଯ ସ୍ବରୂପ ଆସିବେ।
2
Hear, you peoples, all of you. Listen, O earth, and all that is therein: And let the Lord Yahweh be witness against you, The Lord from his holy temple.
3
ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ ରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
3
For, behold, Yahweh comes forth out of his place, And will come down and tread on the high places of the earth.
4
ତାଙ୍କର ଆଗମନ ରେ ପର୍ବତଗୁଡିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ୟିବ। ଉପତ୍ୟକାଗୁଡିକ ବିଦୀର୍ଣ୍ଣ ହବେ ଏବଂ ଜଳ ଗଡାଣି ରେ ବହିଲା ପରି ନିମ୍ନକୁ ଗଡି ଆସିବ।
4
The mountains melt under him, And the valleys split apart, Like wax before the fire, Like waters that are poured down a steep place.
5
କାରଣ ଯାକୁବ ଓ ଇଶ୍ରାୟେଲ ବଂଶର ପାପ ଯୋଗୁଁ ଏହା ଘଟିଅଛି।
5
"All this is for the disobedience of Jacob, And for the sins of the house of Israel. What is the disobedience of Jacob? Isn't it Samaria? And what are the high places of Judah? Aren't they Jerusalem?
6
ତେଣୁ ଆମ୍ଭେ ଶମରିଯାକୁ ଧ୍ବଂସ କରିବା ଓ ଏହା ଦ୍ରାକ୍ଷାଲତା ରୋପଣର କ୍ଷେତ୍ର ରେ ପରିଣତ କରିବା। କବଳେ ତା'ର ମୂଳଦୁଆକୁ ଛାଡି ଆମ୍ଭେ ଶମରିଯାର ସମସ୍ତ ପଥରଗୁଡିକୁ ଉପତ୍ୟକା ଭିତରକୁ ଫିଙ୍ଗିବା।
6
Therefore I will make Samaria like a rubble heap of the field, Like places for planting vineyards; And I will pour down its stones into the valley, And I will uncover its foundations.
7
ଏହି, ତା'ର ସମସ୍ତ ମୂର୍ତ୍ତି ଖଣ୍ତ ବିଖଣ୍ତିତ ହବେ। ଶମରିଯାର ସମସ୍ତ ଧନ ଅଗ୍ନି ରେ ଦଗ୍ଧ କରାୟିବ। ସହେି ଭଣ୍ତ ଦବେତାର ମୂର୍ତ୍ତିଗୁଡିକୁ ଧ୍ବଂସ କରାୟିବ। କାରଣ ଶମରିଯା ତା'ର ସମସ୍ତ ଧନ ଆମ୍ଭ ପ୍ରତି ଅବିଶ୍ବସ୍ତ ହାଇେ ଅର୍ଜନ କରିଛି। ସେଥିପାଇଁ ଶମରିଯାର ଧନସମ୍ପଦସବୁ ବାହାର କରି ନିଆୟିବ ଏବଂ ପୁଣି ବେଶ୍ଯାମାନଙ୍କର ମଜୁରି ରୂପେ ତାହା ବ୍ଯବହାର କରାୟିବ।
7
All her idols will be beaten to pieces, And all her temple gifts will be burned with fire, And all her images I will destroy; For of the hire of a prostitute has she gathered them, And to the hire of a prostitute shall they return."
8
ଯାହାସବୁ ଘଟିବ ମୁଁ ସେଥିପାଇଁ ଦୁଃଖିତ ହବେି। ମୁଁ ବିବସ୍ତ୍ର ହାଇେ ଖାଲି ପାଦ ରେ ବୁଲିବି। ମୁଁ ଗୋଟିଏ ଶୃଗାଳ ପରି ବିଳାପ କରିବି ଓ ଓଟପକ୍ଷୀ ପରି ଶାେକ କରିବି।
8
For this I will lament and wail; I will go stripped and naked; I will howl like the jackals, And moan like the daughters of owls.
9
ଶମରିଯାର କ୍ଷତ କବେେ ପୂରଣ ହବେ ନାହିଁ। ତା'ର ପାପ ଯିହୁଦା ପର୍ୟ୍ଯନ୍ତ ବ୍ଯାପି ଅଛି। ଆଉ ମଧ୍ଯ ତାହା ମାେ ଲୋକମାନଙ୍କର ନଗରଦ୍ବାର ୟିରୁଶାଲମ ପର୍ୟ୍ଯନ୍ତ ବ୍ଯାପିଅଛି।
9
For her wounds are incurable; For it has come even to Judah. It reaches to the gate of my people, Even to Jerusalem.
10
ଗାଥ ନଗର ରେ ଏହା ଜଣାଅ ନାହିଁ। ଆଦୌ ବିଳାପ କରନାହିଁ। ବୈଥ୍-ଲି-ଅଫ୍ରା ରେ ନିଜେ ଧୂଳି ରେ ଗଡ।
10
Don't tell it in Gath, Don't weep at all. At Beth Ophrah I have rolled myself in the dust.
11
ହେ ଶାଫୀର ନିବାସୀଗଣ, ଉଲଗ୍ନ ଓ ଲଜ୍ଜିତ ହାଇେ ତୁମ୍ଭମାନଙ୍କର ରାସ୍ତା ଅତିକ୍ରମ କର। ହେ ସାନନ ନିବାସୀଗଣ, ତୁମ୍ଭମାନେେ ବାହାରକୁ ବାହାରିବ ନାହିଁ। ହେ ବୈଥେତ୍ସଲର ନିବାସୀଗଣ, ତୁମ୍ଭମାନଙ୍କଠାରୁ ତୁମ୍ଭମାନଙ୍କର ସୁରକ୍ଷା କାଢି ନିଆ ହବୋ ପରି ତୁମ୍ଭମାନେେ ଶାେକ କରିବ।
11
Pass on, inhabitant of Shaphir, in nakedness and shame. The inhabitant of Zaanan won't come out. The wailing of Beth Ezel will take from you his protection.
12
ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ୟିରୁଶାଲମର ଦ୍ବାରଦେଶ ପର୍ୟ୍ଯନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।
12
For the inhabitant of Maroth waits anxiously for good, Because evil has come down from Yahweh to the gate of Jerusalem.
13
ହେ ଲାଖୀଶର ନିବାସୀଗଣ, ଦ୍ରୁତଗାମୀ ଅଶ୍ବକୁ ନଇେ ରଥରେ ବାନ୍ଧି। ସିଯୋନର ପାପ ଲାଖୀଶ ରେ ଆରମ୍ଭ ହେଲା, କାରଣ ତୁମ୍ଭମାନେେ ଇଶ୍ରାୟେଲର ପାପକୁ ଅନୁସରଣ କଲ।
13
Harness the chariot to the swift steed, inhabitant of Lachish. She was the beginning of sin to the daughter of Zion; For the transgressions of Israel were found in you.
14
ତେଣୁ ତୁମ୍ଭେ ଗାଥ୍ ରେ ମାେ ରଷେତ୍କୁ ବିଦାଯକାଳୀନ ଦାନ ଦବେ। ଅକ୍ଷୀବର ଗୃହଗୁଡିକ ଇଶ୍ରାୟେଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ଯ ହବେ।
14
Therefore you will give a parting gift to Moresheth-gath. The houses of Achzib will be a deceitful thing to the kings of Israel.
15
ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।
15
I will yet bring to you, inhabitant of Mareshah, He who is the glory of Israel will come to Adullam.
16
ଏଥିପାଇଁ ତୁମ୍ଭମାନେେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦଖାେଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।
16
Shave your heads, And cut off your hair for the children of your delight. Enlarge your baldness like the vulture; For they have gone into captivity from you!
Choose Theme