ମାର୍କଲିଖିତ ସୁସମାଚାର 8:7
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଶିଷ୍ଯମାନଙ୍କ ପାଖ ରେ ମଧ୍ଯ ଅଳ୍ପ କିଛି େଛାଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ଯବାଦ ଦଇେ ଶିଷ୍ଯମାନଙ୍କୁ ତାହା ଲୋକଙ୍କ ଭିତ ରେ ବାଣ୍ଟି ଦବୋକୁ କହିଲେ।
World English Bible
They had a few small fish. Having blessed them, he said to serve these also.