ମାର୍କଲିଖିତ ସୁସମାଚାର 8:18
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତୁମ୍ଭମାନଙ୍କର କ'ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭମାନେେ ଦେଖି ପାରୁନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭମାନେେ ଶୁଣି ପାରିନାହଁ? ଆମ୍ଭ ପାଖ ରେ ଯେତବେେଳେ ଖାଇବାକୁ ୟଥେଷ୍ଟ ରୋଟୀ ନଥିଲା, ମୁଁ ସେତବେେଳେ କ'ଣ କରିଥିଲି ତୁମ୍ଭମାନଙ୍କର କ'ଣ ତାହା ମନେ ନାହିଁ?
World English Bible
Having eyes, don't you see? Having ears, don't you hear? Don't you remember?