ମାର୍କଲିଖିତ ସୁସମାଚାର 4:38
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଯୀଶୁ ଡଙ୍ଗା ଭିତ ରେ ପଛ ମଙ୍ଗ ରେ ଗୋଟିଏ ତକିଆ ରେ ମୁଣ୍ଡ ଦଇେ ଶାଇେ ପଡିଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସମାନେେ କହିଲେ, ଗୁରୁ, ତୁମ୍ଭେ କ'ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡିୟିବା।
World English Bible
He himself was in the stern, asleep on the cushion, and they woke him up, and told him, "Teacher, don't you care that we are dying?"