Home
Bibles
Bible Study with Steffi
Parallel ମାର୍କଲିଖିତ ସୁସମାଚାର 3
Aa
Parallel ମାର୍କଲିଖିତ ସୁସମାଚାର
Chapter 3
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସଠାେରେ ଜଣେ ଖଞ୍ଜ ଲୋକ ଥିଲା।
1
He entered again into the synagogue, and there was a man there who had his hand withered.
2
ସଠାେରେ କେତକେ ଲୋକ ଜଗି ରହିଥିଲେ ଯେ ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସ ରେ ସୁସ୍ଥ କରି ଦବେେ, ତବେେ ସମାନେେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ।
2
They watched him, whether he would heal him on the Sabbath day, that they might accuse him.
3
ଯୀଶୁ ସଠାେରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, ଏଠା ରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।
3
He said to the man who had his hand withered, "Stand up."
4
ତା'ପରେ ଯୀଶୁ ଲୋକମାନଙ୍କୁ ପଚାରିଲେ, ବିଶ୍ରାମ ଦିବସ ରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣଙ୍କର ଜୀବନ ରକ୍ଷା କରବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍? କିନ୍ତୁ ସମାନେେ ନୀରବ ରହିଲେ।
4
He said to them, "Is it lawful on the Sabbath day to do good, or to do harm? To save a life, or to kill?" But they were silent.
5
ତା'ପରେ ଯୀଶୁ ଲୋକମାନଙ୍କ ଆଡକୁ ରାଗ ରେ ଚାହିଁଲେ; କିନ୍ତୁ ସମାନଙ୍କେ ହୃଦୟର କଠିନତା ଲକ୍ଷ୍ଯ କରି ବହୁତ ଦୁଃଖୀ ହେଲେ। ଯୀଶୁ ସହେି ଲୋକଟିକୁ କହିଲେ, ତୁମ୍ଭ ହାତ ମାେତେ ଦଖାେଅ। ଲୋକଟି ଯୀଶୁଙ୍କ ଆଡକୁ ହାତଟି ବଢାଇ ଦଲୋ ଓ
5
When he had looked around at them with anger, being grieved at the hardening of their hearts, he said to the man, "Stretch out your hand." He stretched it out, and his hand was restored as healthy as the other.
6
ତା' ହାତ ଭଲ ହାଇଗେଲା। ତା'ପରେ ଫାରୂଶୀମାନେ ସଠାରୁେ ଚାଲି ଗଲେ ଓ ହରେୋଦୀୟ ମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡୟନ୍ତ୍ର କଲେ।
6
The Pharisees went out, and immediately conspired with the Herodians against him, how they might destroy him.
7
ଯୀଶୁ ନିଜ ଶିଷ୍ଯମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଚାଲିଗଲେ। ତାହାଙ୍କ ପଛ ରେ ଗାଲିଲୀର ଅନକେ ଲୋକ ମଧ୍ଯ ଗଲେ।
7
Jesus withdrew to the sea with his disciples, and a great multitude followed him from Galilee, from Judea,
8
ୟିହୂଦା, ୟିରୂଶାଲମ, ଏଦୋମ, ୟର୍ଦ୍ଦନ ନଦୀର ଅପର ପାଶର୍ବ ସୋର ଓ ସୀଦୋନର ଚାରିଆଡୁ ଅନକେ ଲୋକ ମଧ୍ଯ ଆସି ପହନ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହା ସବୁ କରୁଥିଲେ, ସେ ସମସ୍ତ ଘଟଣା ସମାନେେ ଶୁଣି ସାରିଥିଲେ।
8
from Jerusalem, from Idumaea, beyond the Jordan, and those from around Tyre and Sidon. A great multitude, hearing what great things he did, came to him.
9
ଯୀଶୁ ଅନକେ ଲୋକଙ୍କୁ ଦେଖିଲେ, ଭିଡ ହାଇେ ୟିବାରୁ ଲୋକମାନେ ଯେପରି ତାହାଙ୍କ ଆଡକୁ ମାଡି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ଯମାନଙ୍କୁ ଗୋଟିଏ େଛାଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।
9
He spoke to his disciples that a little boat should stay near him because of the crowd, so that they wouldn't press on him.
10
ଯୀଶୁ ଅନକେ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡକୁ ମାଡି ଆସୁଥିଲେ।
10
For he had healed many, so that as many as had diseases pressed on him that they might touch him.
11
କେତକେ ଲୋକଙ୍କ ଦହେ ରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତବେେଳେ ସହେି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସମାନେେ ତାହାଙ୍କ ଆଗ ରେ ପଡି ଯାଇ ଚିତ୍କାର କରି କହୁଥିଲେ, ତୁମ୍ଭେ ପରମେଶ୍ବରଙ୍କ ପୁତ୍ର।
11
The unclean spirits, whenever they saw him, fell down before him, and cried, "You are the Son of God!"
12
କିନ୍ତୁ ଯୀଶୁ ସମାନଙ୍କେୁ ଦୃଢ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସମାନେେ ଲୋକମାନଙ୍କୁ ଯେପରି ନ କୁହନ୍ତି।
12
He sternly warned them that they should not make him known.
13
ତା'ପରେ ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଛାହିଁଲେ, ସମାନଙ୍କେୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସମାନେେ ଯୀଶୁଙ୍କ ପାଖକୁ ଗଲେ।
13
He went up into the mountain, and called to himself those whom he wanted, and they went to him.
14
ଯୀଶୁ ସମାନଙ୍କେ ମଧ୍ଯରୁ ବାରଜଣଙ୍କୁ ବାଛି ପ୍ ରରେିତ ବୋଲି ନାମିତ କଲେ। ଯୀଶୁ ଚାହୁଁଥିଲେ ଯେ ସମାନେେ ତାହାଙ୍କ ସହିତ ରହିବେ। ସେ ସମାନଙ୍କେୁ ପ୍ରଚାର ଉଦ୍ଦେଶ୍ଯ ରେ ଅନ୍ୟ ସ୍ଥାନ ଗୁଡିକୁ ପଠାଇବେ ଓ
14
He appointed twelve, that they might be with him, and that he might send them out to preach,
15
ଲୋକମାନଙ୍କ ଦହରେୁ ଭୁତମାନଙ୍କୁ ତଡି ଦବୋ ପାଇଁ ସମାନଙ୍କେର ଅଧିକାର ରହିବ।
15
and to have authority to heal sicknesses and to cast out demons:
16
ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମାନେ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।
16
Simon, to whom he gave the name Peter;
17
ଜବଦେିଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ( ଯେଉଁମାନଙ୍କୁ ସେ ବିନରେି ଗୋ୍ ଅର୍ଥାତ ମେଘ ଗର୍ଜ୍ଜନର ପୁତ୍ର ନାମ ଦେଲେ)।
17
James the son of Zebedee; John, the brother of James, and he surnamed them Boanerges, which means, Sons of Thunder;
18
ଆନ୍ଦ୍ରିୟ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉଦ୍ ଯୋଗୀ ଶିମାନେ ଜି ଲୋଟ
18
Andrew; Philip; Bartholomew; Matthew; Thomas; James, the son of Alphaeus; Thaddaeus; Simon the Zealot;
19
ତଥା ଈଷ୍କରିଯୋଥ ଯୀହୂଦା। ଏହି ଯିହୁଦା ପରେ ପ୍ରବଞ୍ଚନ କରି ଯୀଶୁଙ୍କୁ ଶତୃ ହସ୍ତ ରେ ଅର୍ପଣ କରିଥିଲା।
19
and Judas Iscariot, who also betrayed him. He came into a house.
20
ତା'ପରେ ଯୀଶୁ ଘରକୁ ଫରେିଗଲେ। ସଠାେରେ ମଧ୍ଯ ଅନକେ ଲୋକ ଜମା ହାଇଗେଲେ। ସଠାେରେ ଏତେ ଲୋକ ଥିଲେ ଯେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଖାଇ ମଧ୍ଯ ପାରିଲନୋହିଁ।
20
The multitude came together again, so that they could not so much as eat bread.
21
ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।
21
When his friends heard it, they went out to seize him: for they said, "He is insane."
22
ୟିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, ଯୀଶୁଙ୍କ ଦହେ ରେ ବାଆଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡି ଦେଉଛନ୍ତି।
22
The scribes who came down from Jerusalem said, "He has Beelzebul," and, "By the prince of the demons he casts out the demons."
23
ତେଣୁ ଯୀଶୁ ସମାନଙ୍କେୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ବୁଝାଇଲେ, ଶୟତାନ କିପରି ଶୟତାନକୁ ତଡି ଦଇେ ପାରିବ?
23
He summoned them, and said to them in parables, "How can Satan cast out Satan?
24
ଯଦି କୌଣସି ରାଜ୍ଯ ନିଜ ଭିତ ରେ ୟୁଦ୍ଧ କରେ ତବେେ ତାହା ଆଉ ତିଷ୍ଟି ରହି ପାରିବନାହିଁ।
24
If a kingdom is divided against itself, that kingdom cannot stand.
25
ଯଦି କୌଣସି ପରିବାର ନିଜ ଭିତ ରେ ଭାଗ-ଭାଗ ହାଇେ ଯାଏ, ତବେେ ସେ ପରିବାର ତିଷ୍ଟି ରହି ପାରିବନାହିଁ।
25
If a house is divided against itself, that house cannot stand.
26
ସହେି ଭଳି ଯଦି ଜଣେ ଶୟତାନ ବିଭାଜିତ ହାଇେ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ ସେ ମଧ୍ଯ ତିଷ୍ଠି ରହି ପାରିବନାହିଁ। ବରଂ ତାହାର ଅନ୍ତ ହାଇଯେିବ।
26
If Satan has risen up against himself, and is divided, he can't stand, but has an end.
27
ଯଦି ଜଣେ ଲୋକ ଗୋଟିଏ ଶକ୍ତିଶାଳୀ ଲୋକର ଘ ରେ ପଶି ତାର ସମ୍ପତ୍ତି ଲୁଟି ନବୋକୁ ଚାହିଁବ, ତବେେ ପ୍ରଥମେ ସେ ଶକ୍ତିଶାଳୀ ଲୋକଟିକୁ ବାନ୍ଧିବା ଦରକାର। ତା'ପରେ ସେ ଶକ୍ତିଶାଳୀ ଲୋକଟିର ଘର ଲୁଟି କରି ସବୁ ଜିନିଷ ନଇେ ଯାଇ ପାରିବ।
27
But no one can enter into the house of the strong man to plunder, unless he first binds the strong man; and then he will plunder his house.
28
ମୁଁ ତୁମ୍ଭକୁ ସତ୍ଯ କହୁଛି। ଲୋକେ ଯେଉଁ ସବୁ ପାପ କରୁଛନ୍ତି, ସଗେୁଡିକୁ କ୍ଷମା କରି ଦିଆ ଯାଇ ପାରିବ। ଲୋକେ ପରମେଶ୍ବରଙ୍କ ବିରୁଦ୍ଧ ରେ ଯେତେ ସବୁ ଖରାପ କଥା କହୁଛନ୍ତି, ସେସବୁଗୁଡିକୁ ମଧ୍ଯ କ୍ଷମା କରି ଦିଆଯାଇ ପାରିବ।
28
Most assuredly I tell you, all of the children of men's sins will be forgiven them, including their blasphemies with which they may blaspheme;
29
କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧ ରେ ଯେଉଁ ଲୋକ କିଛି କହିବ, ତାହାକୁ କବେେ ହେଲେ କ୍ଷମା ମିଳିବ ନାହିଁ। ସେ ସବୁବେଳେ ସହେି ପାପର ଦୋଷୀ ହବେ।
29
but whoever may blaspheme against the Holy Spirit never has forgiveness, but is guilty of an eternal sin"
30
ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠା ରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।
30
� because they said, "He has an unclean spirit."
31
ତା'ପରେ ଯୀଶୁଙ୍କ ମାଆ ଓ ଭାଇମାନେ ସଠାେକୁ ଆସିଲେ। ସମାନେେ ବାହା ରେ ଠିଆ ହେଲେ ଓ ଗୋଟିଏ ଲୋକକୁ ଯୀଶୁଙ୍କୁ ବାହାରକୁ ଆସିବା ପାଇଁ ଡକାଇ ପଠଇେଲେ।
31
His mother and his brothers came, and standing outside, they sent to him, calling him.
32
ସେତବେେଳେ ଯୀଶୁଙ୍କ ଚାରିପଟେ ଲୋକମାନେ ଘରେି ବସିଥିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭ ମାଆ ଓ ଭାଇମାନେ ତୁମ୍ଭକୁ ବାହା ରେ ଅପେକ୍ଷା କରିଛନ୍ତି।
32
A multitude was sitting around him, and they told him, "Behold, your mother, your brothers, and your sisters are outside looking for you."
33
ଯୀଶୁ ପଚାରିଲେ, କିଏ ମାରେ ମାଆ? କେଉଁମାନେ ମାରେ ଭାଇ?
33
He answered them, "Who are my mother and my brothers?"
34
ତା'ପରେ ଯୀଶୁ ତାହାଙ୍କ ଚାରି ପାଖ ରେ ବସିଥିବା ଲୋକମାନଙ୍କ ଆଡେ ଚାହିଁଲେ। ସେ କହିଲେ, ଏ ଲୋକମାନେ ମାରେ ମାଆ ଓ ଭାଇ।
34
Looking around at those who sat around him, he said, "Behold, my mother and my brothers!
35
ଯେଉଁମାନେ ପରମେଶ୍ବରଙ୍କ ଇଛାକୁ କାର୍ୟ୍ଯକାରୀ କରନ୍ତି, ସମାନେେ ହିଁ ମାରେ ଭାଇ, ଭଉଣୀ ଓ ମାଆ।
35
For whoever does the will of God, the same is my brother, and my sister, and mother."
Choose Theme