Home
Bibles
Bible Study with Steffi
Parallel ଲୂକଲିଖିତ ସୁସମାଚାର 20
Aa
Parallel ଲୂକଲିଖିତ ସୁସମାଚାର
Chapter 20
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଦିନେ ଯୀଶୁ ମନ୍ଦିର ଭିତ ରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ସୁସମାଚାର କହୁଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଚାରିବାକୁ ଆସିଲେ।
1
It happened on one of those days, as he was teaching the people in the temple and preaching the gospel, that the priests and scribes came to him with the elders.
2
ସମାନେେ ପଚାରିଲେ, ଆମ୍ଭକୁ କୁହ, କେଉଁ ଅଧିକାର ବଳ ରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦଲୋ?
2
They asked him, "Tell us: by what authority do you do these things? Or who is giving you this authority?"
3
ଯୀଶୁ ଉତ୍ତର ଦେଲେ, ମୁଁ ମଧ୍ଯ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମାେତେ କୁହ:
3
He answered them, "I also will ask you one question. Tell me:
4
ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ବରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?
4
the baptism of John, was it from heaven, or from men?"
5
ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟ ରେ କଥାବର୍ତ୍ତା ହେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କଠାରୁ ଆସିଥିଲା, ତବେେ ସେ ପଚାରିବେ, 'ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲନାହିଁ?'
5
They reasoned with themselves, saying, "If we say, 'From heaven,' he will say, 'Why didn't you believe him?'
6
କିନ୍ତୁ ଆମ୍ଭେ ଯଦି କହିବା, ' ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,' ତବେେ ସବୁ ଲୋକ ଆମ୍ଭ ଉପରକୁ ଟକୋପଥର ଫିଙ୍ଗି ଆମ୍ଭକୁ ଜୀବନ ରେ ମାରି ଦବେେ। କାରଣ ସମାନେେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତି।
6
But if we say, 'From men,' all the people will stone us, for they are persuaded that John was a prophet."
7
ତେଣୁ ସମାନେେ କହିଲେ, ଆମ୍ଭେ ଜାଣିନାହୁଁ।
7
They answered that they didn't know where it was from.
8
ଯୀଶୁ ସମାନଙ୍କେୁ କହିଲେ, ମୁଁ ତବେେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାର ରେ ଏ ସବୁ କାମ କରୁଛି।
8
Jesus said to them, "Neither will I tell you by what authority I do these things."
9
ତା'ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, ଗୋଟିଏ ଲୋକ କିଛି ଜମି ରେ ଅଙ୍ଗୁର ଚାଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦଇେ ଦଲୋ। ତା'ପରେ ସେ ଦୀର୍ଘ ସମୟ ପର୍ୟ୍ଯନ୍ତ ସଠାରୁେ ଚାଲିଗଲା।
9
He began to tell the people this parable. "A man planted a vineyard, and rented it out to some farmers, and went into another country for a long time.
10
ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତାର ଜଣେ ଚାକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଚାକର ହାତ ରେ ଦଇେ ଦବେେ। କିନ୍ତୁ କୃଷକମାନେ ଚାକରକୁ ମାଡ ମାରି ଖାଲି ହାତ ରେ ପଠଇେ ଦେଲେ।
10
At the proper season, he sent a servant to the farmers to collect his share of the fruit of the vineyard. But the farmers beat him, and sent him away empty.
11
ତେଣୁ ଲୋକଟି ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ଏହି ଲୋକଟିକୁ ମାଡ ମାରିଲେ ଓ ତାପ୍ରତି ଅସମ୍ମାନ ବ୍ଯବହାର କଲେ। ସମାନେେ ତାକୁ ମଧ୍ଯ କିଛି ନଦଇେ ପଠଇେ ଦେଲେ।
11
He sent yet another servant, and they also beat him, and treated him shamefully, and sent him away empty.
12
ତେଣୁ ଜମିମାଲିକ ପୁଣି ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ତାକୁ ଭୟଙ୍କର ଭାବରେ କ୍ଷତବିକ୍ଷତ କରି ବାହାରକୁ ଫିଙ୍ଗି ଦେଲେ।
12
He sent yet a third, and they also wounded him, and threw him out.
13
ଜମିମାଲିକ କହିଲା, 'ଏବେ ମୁଁ କ'ଣ କରିବି? ମୁଁ ମାେ ପୁଅକୁ ପଠାଇବି। ମୁଁ ମାେ ପୁଅକୁ ଅତ୍ଯଧିକ ଭଲ ପାଏ। ହୁଏତ ମାେ ପୁଅକୁ କୃଷକମାନେ ସମ୍ମାନ ଦଇପୋରନ୍ତି।'
13
The lord of the vineyard said, 'What shall I do? I will send my beloved son. It may be that seeing him, they will respect him.'
14
କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, 'ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତାର ହିଁ ହବେ। ଆମ୍ଭେ ତାକୁ ମାରି ଦେଲେ ଜମିଟି ଆମ୍ଭରି ହାଇଯେିବ।'
14
"But when the farmers saw him, they reasoned among themselves, saying, 'This is the heir. Come, let's kill him, that the inheritance may be ours.'
15
ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନ ରେ ମାରି ଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ।
15
They threw him out of the vineyard, and killed him. What therefore will the lord of the vineyard do to them?
16
ସେ ଆସି ସହେି କୃଷକମାନଙ୍କୁ ଜୀବନ ରେ ମାରିଦବେ। ତା'ପରେ ସହେି ଜମିଟିକୁ ଆଉ କେତକେ କୃଷକଙ୍କୁ ଭାଗ ଦଇେ ଦବେେ।
16
He will come and destroy these farmers, and will give the vineyard to others." When they heard it, they said, "May it never be!"
17
ଯୀଶୁ ସମାନଙ୍କେୁ ଚାହିଁ କହିଲେ, ତବେେ ଧର୍ମଶାସ୍ତ୍ରର ଏହି ପଦ ଅର୍ଥ କ'ଣ ହବେ:
17
But he looked at them, and said, "Then what is this that is written, 'The stone which the builders rejected, The same was made the chief cornerstone?'
18
ଯେଉଁ ଲୋକ ସହେି ପଥର ଉପରେ ଖସି ପଡିବ, ତା'ର ହାଡ ଗୋଡ ଭାଙ୍ଗିୟିବ। କିନ୍ତୁ ସହେି ପଥର ଯାହା ଉପରେ ପଡିବ, ତାହା ତାକୁ ଚୁରମାର୍ କରିଦବେ।
18
"Everyone who falls on that stone will be broken to pieces, But it will crush whomever it falls on to dust."
19
ଧର୍ମଶାସ୍ତ୍ରୀ ଓ ମୁଖ୍ଯ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସମାନେେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସମାନଙ୍କେ ଉଦ୍ଦେଶ୍ଯ ରେ କୁହାୟାଇଛି। ତେଣୁ ସମାନେେ ଯୀଶୁଙ୍କୁ ଠିକ୍ ସତେିକି ବେଳେ ବନ୍ଦୀ କରିବାକୁ ଚାହିଁଲେ। କିନ୍ତୁ ଲୋକମାନେ କାଳେ କ'ଣ କିଛି କରିପକାଇବେ, ସେଥିପାଇଁ ସମାନେେ ଡରୁଥିଲେ।
19
The chief priests and the scribes sought to lay hands on Him that very hour, but they feared the people�for they knew He had spoken this parable against them.
20
ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦ ରେ ପକାଇବା ପାଇଁ ଉପୟୁକ୍ତ ସମୟ ଅପେକ୍ଷା ରେ ରହିଲେ। ସମାନେେ ଯୀଶୁଙ୍କ ପାଖକୁ କେତକେ ଗୁପ୍ତଚର ପଠାଇଲେ। ସମାନେେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସମାନେେ ଯୀଶୁଙ୍କ କହୁଥିବା କଥା ରେ କିଛି ଭୁଲ୍ ବିଷୟ ଖାଜେି ବାହାର କରିବାକୁ ଚାହୁଁଥିଲେ। କାରଣ ଯଦି ସମାନେେ ଯୀଶୁଙ୍କର କିଛି ଭୁଲ ଦେଖି ପାରିବେ, ତବେେ ସମାନେେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତ ରେ ଯୀଶୁଙ୍କୁ ଦଇେ ଦବେେ।
20
They watched him, and sent out spies, who pretended to be righteous, that they might trap him in something he said, so as to deliver him up to the power and authority of the governor.
21
ସହେି ଲୋକମାନେ ଯୀଶୁଙ୍କୁ କହିଲେ, ଗୁରୁ, ଆମ୍ଭେ ଜାଣିଛୁ ଯେ ଆପଣ ଯାହା କହୁଛନ୍ତି ଓ ଉପଦେଶ ଦେଉଛନ୍ତି, ସେ ସବୁ ଠିକ୍। ଆପଣ କାହାପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁନାହାଁନ୍ତି। ଆପଣ ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଯେଉଁ ଉପଦେଶ ଦେଉଛନ୍ତି, ତାହା ସତ୍ଯ।
21
They asked him, "Teacher, we know that you say and teach what is right, and aren't partial to anyone, but truly teach the way of God.
22
ଆମ୍ଭକୁ କୁହ। କାଇସରଙ୍କୁ କର ଦବୋ ଆମ୍ଭ ପକ୍ଷେ ଠିକ୍ ହବେ କି ନାହିଁ?
22
Is it lawful for us to pay taxes to Caesar, or not?"
23
କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ଲୋକମାନେ ତାହାଙ୍କୁ ଫାନ୍ଦ ରେ ପକାଇବାକୁ ଚାହୁଁଛନ୍ତି। ତେଣୁ ଯୀଶୁ ସମାନଙ୍କେୁ କହିଲେ,
23
But he perceived their craftiness, and said to them, "Why do you test me?
24
ମାେତେ ଗୋଟିଏ ମୁଦ୍ରା ଦଖାେଅ, ମୁଦ୍ରା ଉପରେ କାହାର ନାମ ଅଛି ଏବଂ କାହାର ଛବି ଅଛି?
24
Show me a denarius. Whose image and inscription are on it?" They answered, "Caesar's."
25
ଯୀଶୁ ସମାନଙ୍କେୁ କହିଲେ, ତବେେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦଇଦେିଅ, ଯାହା ପରମେଶ୍ବରଙ୍କର ତାହା ପରମେଶ୍ବରଙ୍କୁ ଦଇଦେିଅ।
25
He said to them, "Then give to Caesar the things that are Caesar's, and to God the things that are God's."
26
ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କିଛି କହି ପାରିଲେ ନାହିଁ। ସମାନେେ ଯୀଶୁଙ୍କୁ ସମସ୍ତଙ୍କ ଆଗ ରେ ଫାନ୍ଦ ରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସମାନେେ ଯୀଶୁଙ୍କ ବିରୁଦ୍ଧ ରେ ବ୍ଯବହାର କରିପାରିବେ।
26
They weren't able to trap him in his words before the people. They marveled at his answer, and were silent.
27
କେତକେ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ବାସ କରନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସମାନେେ ଯୀଶୁଙ୍କୁ ପଚାରିଲେ,
27
Some of the Sadducees came to him, those who deny that there is a resurrection.
28
ଗୁରୁ! ମାଶାେ ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନଥାଇ ମରିଯାଏ, ତବେେ ତାର ଭାଇ ନିଶ୍ଚୟ ସହେି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା ମୃତ ଭାଇ ପାଇଁ ସହେି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ।
28
They asked him, "Teacher, Moses wrote to us that if a man's brother dies having a wife, and he is childless, his brother should take the wife, and raise up children for his brother.
29
ଥରେ ସାତ ଜଣ ଭାଇ ଥିଲେ। ବଡ ଭାଇଟି ବିବାହ କରିଥିଲା। କୌଣସି ସନ୍ତାନ ନଥାଇ ସେ ଭାଇଟି ମରିଗଲେ।
29
There were therefore seven brothers. The first took a wife, and died childless.
30
ତା'ପରେ ସହେି ସ୍ତ୍ରୀ ଲୋକଟିକୁ ଦ୍ବିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ଯ ମରିଗଲା।
30
The second took her as wife, and he died childless.
31
ତା'ପରେ ତୃତୀୟ ଭାଇଟି ସହେି ସ୍ତ୍ରୀକୁ ବିବାହ କଲା ଓ ମରିଗଲା। ଅନ୍ୟ ଭାଇମାନଙ୍କ ପ୍ରତି ମଧ୍ଯ ସହେି ଏକା କଥା ଘଟିଲା। ସମାନେେ ସମସ୍ତେ ମରିଗଲେ ଓ କାହାରି ହେଲେ ସନ୍ତାନସନ୍ତିତି ଜନ୍ମ ହାଇନେଥିଲେ।
31
The third took her, and likewise the seven all left no children, and died.
32
ଶଷେ ରେ ସହେି ସ୍ତ୍ରୀଟି ମଧ୍ଯ ମରିଗଲା।
32
Afterward the woman also died.
33
ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ଯେତବେେଳେ ଲୋକେ ମୃତ୍ଯୁରୁ ପୁଣି ଜୀବନ ନପାଇ ଉଠିବେ, ସେତବେେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହବେ?
33
Therefore in the resurrection whose wife of them will she be? For the seven had her as a wife."
34
ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, ସଂସାର ରେ ଲୋକମାନେ ପରସ୍ପର ମଧିଅରେ ବିବିହ କରିଥାନ୍ତି।
34
Jesus said to them, "The children of this age marry, and are given in marriage.
35
କିନ୍ତୁ କେତକେ ଲୋକ ମୃତ୍ଯୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ଯ ହବେେ ଓ ସମାନେେ ଏହି ଜୀବନ ପରେ ମଧ୍ଯ ପୁଣି ଜୀବିତ ରହିବେ। ସହେି ଜୀବନ ରେ ସମାନେେ ବିବାହ କରିବେ ନାହିଁ।
35
But those who are considered worthy to attain to that age and the resurrection from the dead, neither marry, nor are given in marriage.
36
ସହେି ଜୀବନ ରେ ଲୋକମାନେ ସ୍ବର୍ଗଦୂତଙ୍କ ପରି ହାଇେଥାନ୍ତି ଓ ସମାନେେ କବେେ ହେଲେ ମରନ୍ତି ନାହିଁ। ସମାନେେ ପରମେଶ୍ବରଙ୍କ ସନ୍ତାନ କାରଣ ମୃତ୍ଯୁରୁ ପୁଣି ବଞ୍ଚି ଉଠିଥାନ୍ତି।
36
For they can't die any more, for they are like the angels, and are children of God, being children of the resurrection.
37
ମାଶାେ ସ୍ପଷ୍ଟ ଭାବରେ ଦେଖଇେ ଦଇେଛନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠନ୍ତି। ମାଶାେ ଯେତବେେଳେ 'ଜ୍ବଳନ୍ତବୁଦା' ବିଷୟ ରେ ଲେଖିଲେ, ସେ କହିଥିଲେ ଯେ, 'ପ୍ରଭୁ(ପରମେଶ୍ବର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ବର, ୟିସ୍ହାକଙ୍କ ପରମେଶ୍ବର, ଓ ଯାକୁବଙ୍କ ପରମେଶ୍ବର'
37
But that the dead are raised, even Moses showed at the bush, when he called the Lord 'The God of Abraham, the God of Isaac, and the God of Jacob.'
38
ଯଦି ପରମେଶ୍ବର କହିଛନ୍ତି ଯେ, ସେ ସମାନଙ୍କେର ପରମେଶ୍ବର, ତବେେ ଏ ଲୋକମାନେ ପ୍ରକୃତ ରେ ମୃତ ନୁହନ୍ତି। ସେ କବଳେ ଜୀବିତ ଲୋକମାନଙ୍କ ପରମେଶ୍ବର। ଯେଉଁମାନେ ପରମେଶ୍ବରଙ୍କ ଲୋକ, ସମାନେେ ସମସ୍ତେ ଜୀବିତ ଅଟନ୍ତି।
38
Now he is not the God of the dead, but of the living, for all are alive to him."
39
ଧର୍ମଶାସ୍ତ୍ରୀମାନେ କହିଲେ, ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।
39
Some of the scribes answered, "Teacher, you speak well."
40
ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଚାରିବାକୁ କହେି ସାହସ କଲନୋହିଁ।
40
They didn't dare to ask him any more questions.
41
ତା'ପରେ ଯୀଶୁ କହିଲେ, ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?
41
He said to them, "Why do they say that the Christ is David's son?
42
ଗୀତସଂହିତା ରେ ଦାଉଦ ନିଜେ କହିଛନ୍ତି:
42
David himself says in the book of Psalms, 'The Lord said to my Lord, "Sit at my right hand,
43
ମୁଁ ତୁମ୍ଭର ଶତୃମାନଙ୍କୁ ତୁମ୍ଭ ଶକ୍ତି ଅଧୀନ ରେ ରଖିବି।' ଗୀତସଂହିତା 110:1
43
Until I make your enemies the footstool of your feet."'
44
ଦାଉଦ ଖ୍ରୀଷ୍ଟଙ୍କୁ 'ପ୍ରଭୁ' କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ଯ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ଯ ହାଇେ ପାରିବ?
44
"David therefore calls him Lord, so how is he his son?"
45
ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ଯମାନଙ୍କୁ କହିଲେ,
45
In the hearing of all the people, he said to his disciples,
46
ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସମାନେେ ଚାହାଁନ୍ତି। ହାଟବଜାର ରେ ଲୋକେ ତାହାଙ୍କୁ ସମ୍ମାନ ଦଖାେନ୍ତୁ ବୋଲି ସମାନେେ ଭଲପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କ ରେ ସବୁଠାରୁ ଶ୍ ରେଷ୍ଠ ଆସନଗୁଡିକ ପାଇବାକୁ ସମାନେେ ଭଲ ପାଆନ୍ତି। ଭୋଜିମାନଙ୍କ ରେ ସବୁଠାରୁ ପ୍ରଧାନ ଆସନ ରେ ବସିବାକୁ ସମାନେେ ଭଲ ପାଆନ୍ତି।
46
"Beware of the scribes, who like to walk in long robes, and love greetings in the marketplaces, the best seats in the synagogues, and the best places at feasts;
47
କିନ୍ତୁ ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ୍ଚ ମନୋଭାବ ଦଖାେନ୍ତି। ସମାନେେ ବିଧବା ମାନଙ୍କର ଘରଦ୍ବାର ଠକି କରି ନଇେ ଥାଆନ୍ତି। ସମାନେେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖଇେ ହବୋକୁ ଚେଷ୍ଟା କରନ୍ତି। ପରମେଶ୍ବର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦବେେ।
47
who devour widows' houses, and for a pretense make long prayers: these will receive greater condemnation."
Choose Theme