ଲୂକଲିଖିତ ସୁସମାଚାର 2:5
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ୟୋ ସଫେ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହାଇେ ସାରିଥିଲା। ମରିୟମ ସେତବେେଳେ ଗର୍ଭବତୀ ଥିଲେ।
World English Bible
to enroll himself with Mary, who was pledged to be married to him as wife, being pregnant.