ଲୂକଲିଖିତ ସୁସମାଚାର 2:15
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ସ୍ବର୍ଗଦୂତମାନେ ମଷେପାଳକମାନଙ୍କୁ ଛାଡି ସ୍ବର୍ଗକୁ ଫରେିଗଲେ। ମଷେପାଳକମାନେ ପରସ୍ପର କୁହାକୁହି ହେଲେ: ଆମ୍ଭମାନେେ ବେଥ୍ଲହେିମ ୟିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।
World English Bible
It happened, when the angels went away from them into the sky, that the shepherds said one to another, "Let's go to Bethlehem, now, and see this thing that has happened, which the Lord has made known to us."