Home
Bibles
Bible Study with Steffi
Parallel ଲୂକଲିଖିତ ସୁସମାଚାର 19
Aa
Parallel ଲୂକଲିଖିତ ସୁସମାଚାର
Chapter 19
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଯୀଶୁ ଯିରୀହାେ ନଗର ଦଇେ ଯାଉଥିଲେ।
1
He entered and was passing through Jericho.
2
ଯୀରୀହୋ ରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।
2
There was a man named Zacchaeus. He was a chief tax collector, and he was rich.
3
ସେ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଆହୁରି ମଧ୍ଯ ଅନକେ ଲୋକ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତ ରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନଥିଲା।
3
He was trying to see who Jesus was, and couldn't because of the crowd, because he was short.
4
ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସଭେଳି ଗୋଟିଏ ସ୍ଥାନକୁ ସେ ଦୌଡିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରି ଗଛ ରେ ଚଢିଗଲେ।
4
He ran on ahead, and climbed up into a sycamore tree to see him, for he was to pass that way.
5
ଯୀଶୁ ସହେି ସ୍ଥାନକୁ ଆସିଲେ। ସେ ଉପରକୁ ଚାହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘ ରେ ରହିବି।
5
When Jesus came to the place, he looked up and saw him, and said to him, "Zacchaeus, hurry and come down, for today I must stay at your house."
6
ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।
6
He hurried, came down, and received him joyfully.
7
ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।
7
When they saw it, they all murmured, saying, "He has gone in to lodge with a man who is a sinner."
8
ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।
8
Zacchaeus stood and said to the Lord, "Behold, Lord, half of my goods I give to the poor. If I have wrongfully exacted anything of anyone, I restore four times as much."
9
ଯୀଶୁ କହିଲେ, ଏ ଲୋକଟି ପ୍ରକୃତ ରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପୟୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ।
9
Jesus said to him, "Today, salvation has come to this house, because he also is a son of Abraham.
10
ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।
10
For the Son of Man came to seek and to save that which was lost."
11
ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।
11
As they heard these things, he went on and told a parable, because he was near Jerusalem, and they supposed that the Kingdom of God would be revealed immediately.
12
ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: ଜଣେ ଅତି ମାନ୍ଯଗଣ୍ଯ ବ୍ଯକ୍ତି ରାଜା ହବୋ ପାଇଁ କୌଣସି ଏକ ଦ୍ବର ରାଜ୍ଯକୁ ୟିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫରେିଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।
12
He said therefore, "A certain nobleman went into a far country to receive for himself a kingdom, and to return.
13
ସେ ନିଜର ଦଶ ଜଣ ଚାକରଙ୍କୁ ଡାକିଲେ। ସେ ପ୍ରେତ୍ୟକକ ଚାକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, 'ମୁଁ ଫରେିବା ପର୍ୟ୍ଯନ୍ତ ଏହି ଟଙ୍କା ରେ ବ୍ଯବସାୟ କର।'
13
He called ten servants of his, and gave them ten mina coins, and told them, 'Conduct business until I come.'
14
ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'
14
But his citizens hated him, and sent an envoy after him, saying, 'We don't want this man to reign over us.'
15
ତଥାପି ସେ ରାଜା ହାଇଗେଲେ। ତା'ପରେ ସେ ଘରକୁ ଫରେି ଆସିଲେ। ତା'ପରେ ସେ କହିଲେ, ' ଯେଉଁ ଚାକରମାନଙ୍କୁ ମୁଁ ମାରେଟଙ୍କା ଦଇେଥିଲି ସମାନଙ୍କେୁ ଡାକ, ମୁଁ ଜାଣିବାକୁ ଚାହୁଁଛି ଯେ, ସହେି ଟଙ୍କା ରେ ସମାନେେ ଆଉ କେତେ ଅଧିକ ଲାଭ କରିଛନ୍ତି।'
15
"It happened when he had come back again, having received the kingdom, that he commanded these servants, to whom he had given the money, to be called to him, that he might know what they had gained by conducting business.
16
ପ୍ରଥମେ ଚାକର ଜଣକ ଆସି କହିଲା, 'ଆଜ୍ଞା, ଆପଣ ମାେତେ ଦଇେଥିବା ଟଙ୍କା ଥଳିଟିକୁ ବ୍ଯବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।'
16
The first came before him, saying, 'Lord, your mina has made ten more minas.'
17
ରାଜା ଚାକରମାନଙ୍କୁ କହିଲେ, ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭକୁ େଛାଟ େଛାଟ ବିଷୟ ରେ ବିଶ୍ବାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମାରେ ଦଶଟି ନଗର ଶାସନକରିବାକୁ ଦବେି।'
17
"He said to him, 'Well done, you good servant! Because you were found faithful with very little, you shall have authority over ten cities.'
18
ଦ୍ବିତୀୟ ଚାକରଟି ଆସିଲା ଓ କହିଲା, 'ଆଜ୍ଞା, ଆପଣ ଦଇେଥିବା ଟଙ୍କାଥଳିକୁ ବ୍ଯବହାର କରି ପାଞ୍ଚଥଳି ଟଙ୍କା ଅର୍ଜ୍ବନ କରିଛି।'
18
"The second came, saying, 'Your mina, Lord, has made five minas.'
19
ରାଜା ସହେି ଚାକରଟିକୁ କହିଲେ, 'ତୁମ୍ଭେ ପାଞ୍ଚଟି ନଗର ଉପରେ ଶାସନ କରିବ।'
19
"So he said to him, 'And you are to be over five cities.'
20
ତା'ପରେ ଅନ୍ୟ ଚାକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, 'ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନା ରେ ଏହାକୁ ଗୁଡାଇ ରଖିଥିଲି।
20
Another came, saying, 'Lord, behold, your mina, which I kept laid away in a handkerchief,
21
ଆପଣ ଜଣେ କଠାେର ବ୍ଯକ୍ତି ହାଇେଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜ୍ବନ କରି ନଥିବା ଟଙ୍କା ନଇେଥା'ନ୍ତି ଓ ନିଜେ ଉତ୍ପନ୍ନ କରି ନଥିବା ଖାଦ୍ୟଶସ୍ଯ ସଂଗ୍ରହ କରିଥା'ନ୍ତି।'
21
for I feared you, because you are an exacting man. You take up that which you didn't lay down, and reap that which you didn't sow.'
22
ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'
22
"He said to him, 'Out of your own mouth will I judge you, you wicked servant! You knew that I am an exacting man, taking up that which I didn't lay down, and reaping that which I didn't sow.
23
ଯଦି ଏକଥା ସତ୍ଯ, ତବେେ ତୁମ୍ଭେ ମାେ ଟଙ୍କା ବ୍ଯାଙ୍କ ରେ ଜମା ରଖିପାରିଥା'ନ୍ତତା' ହେଲେ ମୁଁ ଫରେି ଆସିଲା ବଳକେୁ ମାେ ଟଙ୍କା ରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥାଆନ୍ତା ା
23
Then why didn't you deposit my money in the bank, and at my coming, I might have earned interest on it?'
24
ସଠାେରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, 'ଏ ଚାକର ପାଖରୁ ଟଙ୍କା ଥଳିଟି ନଇେ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଚାକରକୁ ଦଇଦେିଅ।
24
He said to those who stood by, 'Take the mina away from him, and give it to him who has the ten minas.'
25
ଲୋକମାନେ ରାଜାଙ୍କୁ କହିଲେ, କିନ୍ତୁ ଆଜ୍ଞା, ସେ ଚାକରଟି ପାଖ ରେ ତ ଆଗରୁ ଦଶଥଳି ଟଙ୍କା ଅଛି।'
25
"They said to him, 'Lord, he has ten minas!'
26
ରାଜା କହିଲେ, 'ଯଦି ଜଣେ ବ୍ଯକ୍ତି ତା' ପାଖ ରେ ଯାହା ଅଛି ତାହାର ବ୍ଯବହାର କରେ ତବେେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ଯକ୍ତି ତା ପାଖ ରେ ଯେତିକି ଅଛି, ତାହା ବ୍ଯବହାର କରନେି ତା'ଠାରୁ ତାହା ମଧ୍ଯ ଛଡଇେ ନିଆୟିବ।
26
'For I tell you that to everyone who has, will more be given; but from him who doesn't have, even that which he has will be taken away from him.
27
ବର୍ତ୍ତମାନ ମାରେଶତୃମାନେ କାହାଁନ୍ତି? ମୁଁ ସମାନଙ୍କେର ରାଜା ନହୁଏ ବୋଲି ଯେଉଁମାନେ ଚାହୁଁଥିଲେ। ସମାନେେ କାହାଁନ୍ତି? ମାେ ଶତୃମାନଙ୍କୁ ଏଠାକୁ ଆଣ। ସମାନଙ୍କେୁ ମାେ ଆଖି ଆଗ ରେ ମାରିଦିଅ।'
27
But bring those enemies of mine who didn't want me to reign over them here, and kill them before me.'"
28
ଯୀଶୁ ଏସବୁ କହିସାରିବା ପରେ ୟିରୂଶାଲମ ଆଡକୁ ଯାତ୍ରା ଆରମ୍ଭ କଲେ।
28
Having said these things, he went on ahead, going up to Jerusalem.
29
ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇ ଜଣ ଶିଷ୍ଯଙ୍କୁ ଏହା କହି ପଠାଇଲେ,
29
It happened, when he drew near to Bethsphage and Bethany, at the mountain that is called Olivet, he sent two of his disciples,
30
ଆଗ ରେ ଯେଉଁ ଗାଁ ଦଖାଯାେଉଛି, ସଠାେକୁ ଯାଅ। ତୁମ୍ଭମାନେେ ଗାଁ ରେ ପଶିବା ମାତ୍ ରେ ସଠାେରେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଉପରେ କହେି କବେେ ହେଲେ ଚଢି ନଥିବେ। ତାକୁ ଖାଲିେ ଦଇେ ମାେ ପାଖକୁ ଆଣିବ।
30
saying, "Go your way into the village on the other side, in which, as you enter, you will find a colt tied, whereon no man ever yet sat. Untie it, and bring it.
31
ଯଦି କଣସି ଲୋକ ତୁମ୍ଭକୁ ପଚା ରେ ଯେ ତୁମ୍ଭମାନେେ ଗଧଟିକୁ କାହିଁକି ନଇେ ଯାଉଛ, ତବେେ ତୁମ୍ଭମାନେେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।'
31
If anyone asks you, 'Why are you untying it?' say to him: 'The Lord needs it.'"
32
ଦୁଇ ଜଣ ଶିଷ୍ଯ ସହେି ଗାଁକୁ ଗଲେ, ଯୀଶୁ ସମାନଙ୍କେୁ ଯଭେଳି କହିଥିଲେ, ଠିକ୍ ସହେି ଅନୁସାରେ ସମାନେେ ଗଧଟିକୁ ପାଇଗଲେ।
32
Those who were sent went away, and found things just as he had told them.
33
ଶିଷ୍ଯମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସମାନେେ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନେେ ଗଧଟିକୁ କାହିଁକି ଫିଟାଉଛ?
33
As they were untying the colt, the owners of it said to them, "Why are you untying the colt?"
34
ଶିଷ୍ଯମାନେ କହିଲେ, ଏହାଠା ରେ ପ୍ରଭୁଙ୍କର ଦରକାର ଅଛି।
34
They said, "The Lord needs it."
35
ତା'ପରେ ଶିଷ୍ଯମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ଗଧ ପିଠି ଉପରେ ସମାନଙ୍କେର ଲୁଗା ପକଇେଲେ। ତା'ପରେ ସମାନେେ ଯୀଶୁଙ୍କୁ ଗଧ ଉପରେ ବସାଇଲେ।
35
They brought it to Jesus. They threw their cloaks on the colt, and set Jesus on them.
36
ଯୀଶୁ ଗଧ ଉପରେ ବସି ୟିରୂଶାଲମ ଆଡକୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗ ରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।
36
As he went, they spread their cloaks in the way.
37
ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,
37
As he was now getting near, at the descent of the Mount of Olives, the whole multitude of the disciples began to rejoice and praise God with a loud voice for all the mighty works which they had seen,
38
ସ୍ବାଗତ କରି କହିଲେ:
38
saying, "Blessed is the King who comes in the name of the Lord! Peace in heaven, and glory in the highest!"
39
ଜନଗହଳି ରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭର ଶିଷ୍ଯମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।
39
Some of the Pharisees from the multitude said to him, "Teacher, rebuke your disciples!"
40
କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାୟିବ। ଯଦି ମାରେ ଶିଷ୍ଯମାନେ ଏସବୁ କଥା ନକୁହନ୍ତି। ତାହା ହେଲେ ଏ ପଥର ସବୁ ପାଟି କରି ତାହାସବୁ କହିବେ।
40
He answered them, "I tell you that if these were silent, the stones would cry out."
41
ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।
41
When he drew near, he saw the city and wept over it,
42
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
42
saying, "If you, even you, had known today the things which belong to your peace! But now, they are hidden from your eyes.
43
ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।
43
For the days will come on you, when your enemies will throw up a barricade against you, surround you, hem you in on every side,
44
ସମାନେେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରି ଦବେେ। ତୁମ୍ଭ କୋଠଗୁଡିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସମାନେେ ରେଖଇ ଦବେେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ବର ଯେତବେେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।
44
and will dash you and your children within you to the ground. They will not leave in you one stone on another, because you didn't know the time of your visitation."
45
ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତ ରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ।
45
He entered into the temple, and began to drive out those who bought and sold in it,
46
ଯୀଶୁ କହିଲେ, ଶାସ୍ତ୍ର ରେ ଲଖାେଅଛି: 'ମାେ ଗୃହ ପ୍ରାର୍ଥନାଗୃହ ହବେ।' କିନ୍ତୁ ତୁମ୍ଭମାନେେ ଏହାକୁ ଚୋରମାନଙ୍କ ଆଡ୍ଡାସ୍ଥଳି କରି ଦଇେଛ।'
46
saying to them, "It is written, 'My house is a house of prayer,' but you have made it a 'den of robbers'!"
47
ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।
47
He was teaching daily in the temple, but the chief priests and the scribes and the leading men among the people sought to destroy him.
48
କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ଯାନ ଦଇେ ଶୁଣୁଥିଲେ। ସମାନେେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ'ଣ କରିବେ ବୋଲି କିଛି ସ୍ଥିର କରିପାରୁ ନଥିଲେ।
48
They couldn't find what they might do, for all the people hung on to every word that he said.
Choose Theme