Home
Bibles
Bible Study with Steffi
Parallel ଲେବୀୟ ପୁସ୍ତକ 25
Aa
Parallel ଲେବୀୟ ପୁସ୍ତକ
Chapter 25
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଅନନ୍ତର ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେୁ କହିଲେ,
1
Yahweh said to Moses in Mount Sinai,
2
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବୋ, ତୁମ୍ଭମାନେେ ସହେି ଦେଶ ରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଭୂମି ବିଶ୍ରାମ କରିବ।
2
"Speak to the children of Israel, and tell them, 'When you come into the land which I give you, then the land shall keep a Sabbath to Yahweh.
3
ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜନିଜ କ୍ଷେତ୍ର ରେ ବୀଜ ବୁଣିବ ଓ ଛଅବର୍ଷ ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ଦ୍ରାକ୍ଷାଲତା ଝାଡିର ଓ ତହିଁର ଫଳ ସଂଗ୍ରହ କରିବ।
3
Six years you shall sow your field, and six years you shall prune your vineyard, and gather in its fruits;
4
ମାତ୍ର ସପ୍ତମ ବର୍ଷ ରେ ଭୁମିକୁ ତୁମ୍ଭମାନେେ ବିଶ୍ରାମ ଦବେ। ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହା ମହାବିଶ୍ରାମ ହବେ। ତୁମ୍ଭମାନେେ ନିଜ କ୍ଷେତ୍ର ରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡିବ ନାହିଁ।
4
but in the seventh year there shall be a Sabbath of solemn rest for the land, a Sabbath to Yahweh. You shall not sow your field or prune your vineyard.
5
ଯେଉଁ ଶସ୍ଯ ତୁମ୍ଭ କ୍ଷେତ୍ର ରେ ଆପେ ହାଇେଥିବା, ତାକୁ ତୁମ୍ଭମାନେେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହବେ।
5
What grows of itself in your harvest you shall not reap, and the grapes of your undressed vine you shall not gather. It shall be a year of solemn rest for the land.
6
ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହବେ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ଯର ଅଭାବ ହବେ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।
6
The Sabbath of the land shall be for food for you; for yourself, for your servant, for your maid, for your hired servant, and for your stranger, who lives as a foreigner with you.
7
ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ଯାନ୍ଯ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହବେ।
7
For your cattle also, and for the animals that are in your land, shall all the increase of it be for food.
8
ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତବର୍ଷ ଗଣନା କରିବ, ତାହା ଦ୍ବାରା ସହେି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଚାଶ ବର୍ଷ ହବେ।
8
"'You shall count off seven Sabbaths of years, seven times seven years; and there shall be to you the days of seven Sabbaths of years, even forty-nine years.
9
ତହୁଁ ସପ୍ତମ ମାସର ଦଶମ ଦିନ ରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରଯଶ୍ଚିତ ଦିନ ରେ ତୁମ୍ଭମାନେେ ନିଜର ସମଗ୍ର ଦେଶ ରେ ତୂରୀ ବଜାଇବ।
9
Then you shall sound the loud trumpet on the tenth day of the seventh month. On the Day of Atonement you shall sound the trumpet throughout all your land.
10
ପୁଣି ତୁମ୍ଭେ ପଚାଶତମ ବର୍ଷକୁ ପବିତ୍ରରୂପେ ବିବଚେନା କରିବ। ସମୁଦାଯ ଦେଶ ରେ ପ୍ରେତ୍ୟକକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘାଷେଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ୟୋବଲେ (ମହୋଲ୍ଲାସ ଉତ୍ସବ) ହବେ। ତୁମ୍ଭମାନେେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫରେିୟିବ ଓ ପ୍ରେତ୍ୟକକ ନିଜ ନିଜ ବଂଶ ନିକଟକୁ ଫରେିୟିବ।
10
You shall make the fiftieth year holy, and proclaim liberty throughout the land to all its inhabitants. It shall be a jubilee to you; and each of you shall return to his own property, and each of you shall return to his family.
11
ସହେି ପଚାଶତମ ବର୍ଷ ବ୍ଯାପି ତୁମ୍ଭମାନଙ୍କ ନିମନ୍ତେ ୟୋବଲେ ହବେ। ତୁମ୍ଭମାନେେ କ୍ଷେତ୍ର ରେ ଶସ୍ଯ ବୁଣିବ ନାହିଁ କିମ୍ବା ଆପେ ବଢିଥିବା ଶସ୍ଯ କାଟିବ ନାହିଁ ଓ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।
11
That fiftieth year shall be a jubilee to you. In it you shall not sow, neither reap that which grows of itself, nor gather from the undressed vines.
12
କାରଣ ସହେି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହବେ। ତଥାପି ତୁମ୍ଭମାନେେ କ୍ଷେତ୍ରୋତ୍ପନ୍ନ ଶସ୍ଯାଦି ଖାଇ ପାରିବ।
12
For it is a jubilee; it shall be holy to you. You shall eat of its increase out of the field.
13
ସେ ମହୋଲ୍ଲାସ-ଉତ୍ସବ ବର୍ଷ ରେ ପ୍ରେତ୍ୟକକ ନିଜ ନିଜ ଅଧିକାରକୁ ଫରେିୟିବା ଉଚିତ୍।
13
"'In this Year of Jubilee each of you shall return to his property.
14
ତୁମ୍ଭେ ଯେତବେେଳେ ତୁମ୍ଭର ପ୍ରତିବେଶୀ ନିକଟରେ ଜମି ବିକ୍ରଯ କରିବ, ସେତବେେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତବେେଳେ କିଣିବ, ତବେେ ତା' ପ୍ରତି ଅନ୍ଯାଯ କରିବ ନାହିଁ।
14
"'If you sell anything to your neighbor, or buy from your neighbor, you shall not wrong one another.
15
ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।
15
According to the number of years after the Jubilee you shall buy from your neighbor. According to the number of years of the crops he shall sell to you.
16
ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ଯ ଅନୁସାରେ ତହିଁର ମୂଲ୍ଯ ବୃଦ୍ଧି କରିବ ଓ ବର୍ଷର ନ୍ଯୁନତା ଅନୁସାରେ ମୂଲ୍ଯ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ଯା ଅନୁସାରେ ଭୂମି ଜାତ ଦ୍ରବ୍ଯ ବିକ୍ରଯ କରିବ।
16
According to the length of the years you shall increase the price of it, and according to the shortness of the years you shall diminish the price of it; for he is selling the number of the crops to you.
17
ତୁମ୍ଭମାନେେ ପରସ୍ପର ପ୍ରତି ଅନ୍ଯାଯ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ବରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
17
You shall not wrong one another; but you shall fear your God: for I am Yahweh your God.
18
ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।
18
"'Therefore you shall do my statutes, and keep my ordinances and do them; and you shall dwell in the land in safety.
19
ପୁଣି ଭୁମି ରେ ପ୍ରଚୁର ଶସ୍ଯ ଉତ୍ପନ୍ନ ହବେ। ତୁମ୍ଭମାନେେ ତୃପ୍ତି ରେ ଭୋଜନ କରିବ ଓ ଦେଶ ରେ ନିର୍ଭୟ ରେ ବାସ କରିବ।
19
The land shall yield its fruit, and you shall eat your fill, and dwell therein in safety.
20
ତୁମ୍ଭମାନେେ କହିପାର, 'ଆମ୍ଭମାନେେ ତ ବୁଣିବୁ ନାହିଁ, କି ଉତ୍ପନ୍ନ ଫଳ ସଂଗ୍ରହ କରିବୁ ନାହିଁ, ତବେେ ଆମ୍ଭମାନେେ ସପ୍ତମ ବର୍ଷ ରେ କ'ଣ ଖାଇବୁ।'
20
If you said, "What shall we eat the seventh year? Behold, we shall not sow, nor gather in our increase;"
21
ସେଥିପାଇଁ ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷ ରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନିବର୍ଷର ଅମଳ ଦବେ।
21
then I will command my blessing on you in the sixth year, and it shall bring forth fruit for the three years.
22
ତୁମ୍ଭମାନେେ ଅଷ୍ଟମ ବର୍ଷ ରେ ଯେତବେେଳେ ବୁଣିବ ସେତବେେଳେ ତୁମ୍ଭମାନେେ ପୁରାତନ ଶସ୍ଯ ଖାଉଥିବ। ତୁମ୍ଭମାନେେ ନବମବର୍ଷ ଫଳ ଉତ୍ପନ୍ନ ହବୋ ପର୍ୟ୍ଯନ୍ତ ସହେି ପୁରାତନ ଶସ୍ଯ ଖାଇବ।
22
You shall sow the eighth year, and eat of the fruits, the old store; until the ninth year, until its fruits come in, you shall eat the old store.
23
ଭୂମି ଆମ୍ଭର, ତୁମ୍ଭେ ସବୁଦିନ ପାଇଁ ତାକୁ ବିକ୍ରଯ କରିପାରିବ ନାହିଁ। ତୁମ୍ଭମାନେେ କବଳେ ଆମ୍ଭସହିତ ବାସ କରୁଥିବା ବିଦେଶୀ ଓ ପ୍ରବାସୀ ଅଟ।
23
"'The land shall not be sold in perpetuity, for the land is mine; for you are strangers and live as foreigners with me.
24
ଲୋକମାନେ ସମାନଙ୍କେର ଭୂମି ବିକ୍ରଯ କରିପାରନ୍ତି, ମାତ୍ର ପରିବାର ସହେି ଜମି ସର୍ବଦା ଫରେିପାଇବେ।
24
In all the land of your possession you shall grant a redemption for the land.
25
ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହାଇେ ନିଜର ଭୂମି ବିକ୍ରଯ କରେ ତବେେ ତାହାର ମୁକ୍ତିକର୍ତ୍ତା ନିକଟ ସଂପର୍କୀଯ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରିନବେ।
25
"'If your brother becomes poor, and sells some of his possessions, then his kinsman who is next to him shall come, and redeem that which his brother has sold.
26
ଯଦି ସହେି ବ୍ଯକ୍ତିର ନିକଟ ସଂପର୍କୀଯ କହେି ତା'ର ଭୂମି ମୁକ୍ତ କରିବାକୁ ନ ଥାଏ, ତବେେ ସେ ନିଜେ ଅଧିକ ଧନ ଲାଭ କଲାପରେ ତା'ର ଭୂମି ମୁକ୍ତ କରିବ।
26
If a man has no one to redeem it, and he becomes prosperous and finds sufficient means to redeem it;
27
ସେ ଭୂମି ବିକ୍ରୀ ହେଲା ବର୍ଷର ଗଣନା କରୁ ଓ ତଦନୁସା ରେ ଅତିରିକ୍ତ ମୂଲ୍ଯ କ୍ରଯକର୍ତ୍ତାକୁ ଫରୋଇ ଦେଉ। ତହିଁରେ ସେ ପୁନର୍ବାର ନିଜର ଅଧିକାର ଫରୋଇ ନବୋକୁ ୟଥେଷ୍ଟ ଅର୍ଥ ନ ପାଏ,
27
then let him reckon the years since the sale of it, and restore the surplus to the man to whom he sold it; and he shall return to his property.
28
ତବେେ ସେ ଯାହା ବିକ୍ରଯ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ କ୍ରଯକର୍ତ୍ତା ହସ୍ତ ରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫରେିୟିବ।
28
But if he isn't able to get it back for himself, then what he has sold shall remain in the hand of him who has bought it until the Year of Jubilee: and in the Jubilee it shall be released, and he shall return to his propery.
29
ଆଉ ଯଦି କହେି ପ୍ରାଚୀର ବେଷ୍ଟିତ ନଗରର ମଧ୍ଯବର୍ତ୍ତୀ ବାସଗୃହ ବିକ୍ରଯ କରେ, ତବେେ ସେ ବିକ୍ରଯ ବର୍ଷର ଶଷେ ପର୍ୟ୍ଯନ୍ତ ତାହା ମୁକ୍ତ କରିପାରିବ। ପୂର୍ଣ୍ଣ ଏକ ବର୍ଷ ମଧିଅରେ ତାହା ମୁକ୍ତ କରିବାର ଅଧିକାର ରହିବ।
29
"'If a man sells a dwelling house in a walled city, then he may redeem it within a whole year after it has been sold. For a full year he shall have the right of redemption.
30
ଯଦି ନଗର ରେ ସହେି ଗୃହଟିର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ହାଇେଥାଏ, ତବେେ ପଞ୍ଜିକା ବର୍ଷ ସମୂର୍ଣ୍ଣ ହେଲେ ମଧ୍ଯ ତାହା ବିକ୍ ରତାେ ବ୍ଯକ୍ତିକୁ ମିଳିବ ନାହିଁ। ସବୁଦିନ ପାଇଁ ଏକ ଗୃହଟି କ୍ରଯ କର୍ତ୍ତାର ହାଇେ ରହିବ। ମହୋଲ୍ଲାସ-ଉତ୍ସବ ବର୍ଷ ରେ ମଧ୍ଯ ତାହା ମୁକ୍ତ ହାଇପୋରିବ ନାହିଁ।
30
If it isn't redeemed within the space of a full year, then the house that is in the walled city shall be made sure in perpetuity to him who bought it, throughout his generations. It shall not be released in the Jubilee.
31
ମାତ୍ର ଗ୍ରାମଗୁଡିକର ଗୃହମାନ ପ୍ରାଚୀର ଦ୍ବାରା ଘରୋଉ ହାଇନୋହିଁ। ସହେି ନିର୍ମିତ ମହୋଲ୍ଲାସ-ଉତ୍ସବ ସମୟରେ ପ୍ରଥମ ବିକ୍ ରତାେ ନିକଟକୁ ଫରେିୟିବ।
31
But the houses of the villages which have no wall round about them shall be reckoned with the fields of the country: they may be redeemed, and they shall be released in the Jubilee.
32
ମାତ୍ର ଲବେୀୟମାନଙ୍କର ନଗରମାନ, ସଠାେରେ ଥିବା ଗୃହସବୁ ମୁକ୍ତ କରିବାର ଅଧିକାର ସମାନଙ୍କେ ପକ୍ଷ ରେ ଅନନ୍ତକାଳସ୍ଥାଯୀ ହବେ।
32
"'Nevertheless the cities of the Levites, the houses in the cities of their possession, the Levites may redeem at any time.
33
ଯଦି କହେି ଲବେୀୟଠାରୁ ଏକ ଗୃହ କ୍ରଯ କରେ ତବେେ ସହେି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ, କାରଣ ଇଶ୍ରାୟେଲୀୟ ମଧିଅରେ ଲବେୀୟମାନଙ୍କ ଗୃହସବୁ ସମାନଙ୍କେର ଅଟେ।
33
The Levites may redeem the house that was sold, and the city of his possession, and it shall be released in the Jubilee; for the houses of the cities of the Levites are their possession among the children of Israel.
34
ମାତ୍ର ଲବେୀୟମାନଙ୍କ ନଗରର ଗ୍ଭରିପାଖ ରେ ଥିବା କ୍ଷେତ୍ର ଓ ପ୍ରାନ୍ତର ଭୂମି ବିକ୍ରଯ କରାୟିବ ନାହିଁ, କାରଣ ତାହା ସମାନଙ୍କେର ଅନନ୍ତକାଳୀନ ଅଧିକାର।
34
But the field of the suburbs of their cities may not be sold; for it is their perpetual possession.
35
ଆଉ ଯବେେ ତୁମ୍ଭର ଭାଇ ଦରିଦ୍ର ହାଇୟୋଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତବେେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।
35
"'If your brother has become poor, and his hand can't support him among you; then you shall uphold him. As a stranger and a sojourner he shall live with you.
36
ତୁମ୍ଭେ ତା'ଠାରୁ ଋଣ ବାବଦ ରେ କୌଣସି ସୁଧ ନବେ ନାହିଁ। ମାତ୍ର ଆପଣା ପରମେଶ୍ବରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ।
36
Take no interest from him or profit, but fear your God; that your brother may live among you.
37
ତାକୁ ଟଙ୍କା ଧାର ଦଇେ ତା'ଠାରୁ ସୁଧ ଆଦାଯ କର ନାହିଁ। ଆଉ ତାକୁ ଅନ୍ନ ଦଇେ ତା'ଠାରୁ ଲାଭ ଗ୍ରହଣ କର ନାହିଁ।
37
You shall not lend him your money at interest, nor give him your food for profit.
38
ଯେ ତୁମ୍ଭର ପରମେଶ୍ବର ଓ ତୁମ୍ଭମାନଙ୍କୁ କିଣାନ ଦେଶ ଦବୋ ନିମନ୍ତେ ମିଶର ଦେଶରୁ ବାହାର କରି ଆଣିଲେ, ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଆମ୍ଭେ ଅଟୁ।
38
I am Yahweh your God, who brought you forth out of the land of Egypt, to give you the land of Canaan, and to be your God.
39
ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହାଇେଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରଯ କରେ, ତବେେ ତୁମ୍ଭେ ତାହାକୁ ବନ୍ଧା ଦାସପରି ପରିଶ୍ରମ କରାଇବ ନାହିଁ।
39
"'If your brother has grown poor among you, and sells himself to you; you shall not make him to serve as a slave.
40
ସେ ବର୍ତ୍ତନଜୀବୀ ଓ ପ୍ରବାସୀ ପରି ତୁମ୍ଭ ସହିତ ବାସ କରିବ ଓ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ତୁମ୍ଭର ଦାସ୍ଯକର୍ମ କରିବ।
40
As a hired servant, and as a sojourner, he shall be with you; he shall serve with you until the Year of Jubilee:
41
ତା'ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହାଇେ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫରେିୟିବ।
41
then he shall go out from you, he and his children with him, and shall return to his own family, and to the possession of his fathers.
42
କାରଣ ସମାନେେ ଆମ୍ଭର ଦାସ, ଆମ୍ଭେ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଅଛୁ। ସମାନେେ ପୁନର୍ବାର ଆଉ କ୍ରୀତଦାସ ହବେେ ନାହିଁ।
42
For they are my servants, whom I brought forth out of the land of Egypt. They shall not be sold as slaves.
43
ତୁମ୍ଭେ ତାକୁ ଜଣେ ନିଷ୍ଠୁର ସ୍ବାମୀରୂପେ ବ୍ଯବହାର କରିବ ନାହିଁ। ତୁମ୍ଭେ ତୁମ୍ଭର ପରମେଶ୍ବରଙ୍କୁ ଭକ୍ତି କରିବ।
43
You shall not rule over him with harshness, but shall fear your God.
44
ଯଦି ତୁମ୍ଭର କ୍ରୀତଦାସ କିମ୍ବା କ୍ରୀତଦାସୀ ଦରକାର ହୁଏ, ତବେେ ତୁମ୍ଭ ଚତୁର୍ଦ୍ଦିଗସ୍ଥ ଅନ୍ୟଦେଶୀଯମାନଙ୍କଠାରୁ କ୍ରୀତଦାସଦାସୀ କିଣିବ।
44
"'As for your male and your female slaves, whom you may have; of the nations that are around you, from them you may buy male and female slaves.
45
ଯେଉଁ ପ୍ରବାସୀ ବିଦେଶୀମାନେ ତୁମ୍ଭ ସହିତ ବାସ କରୁଛନ୍ତି ଏବଂ ସମାନଙ୍କେର ପରିବାରର ସଭ୍ଯ ତୁମ୍ଭ ଦେଶ ରେ ଜନ୍ମନ୍ତି, ସମାନଙ୍କେ ସନ୍ତାନମାନଙ୍କୁ ତୁମ୍ଭେ କିଣିପାରିବ। ସମାନେେ ତୁମ୍ଭର କ୍ରୀତଦାସ ଓ କ୍ରୀତଦାସୀ ହବେେ।
45
Moreover of the children of the strangers who sojourn among you, of them you may buy, and of their families who are with you, which they have conceived in your land; and they will be your property.
46
ତୁମ୍ଭମାନେେ ନିଜ ଅନ୍ତେ ଆପଣା ଭବିଷ୍ଯତ ସନ୍ତାନଗଣ ଅଧିକାର ନିମନ୍ତେ ପୈତୃକ ସମ୍ପତ୍ତିରୂପେ ସମାନଙ୍କେୁ ଦଇପୋରିବ। ସମାନେେ ତୁମ୍ଭମାନଙ୍କର ଓ ତୁମ୍ଭର ପରିବାରର ସବୁଦିନ ପାଇଁ ଦାସ ହାଇେ ରହିବେ। ମାତ୍ର ତୁମ୍ଭମାନେେ ନିଜ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ଉପରେ କଠାେର କତ୍ତୃର୍ତ୍ବ କରିବ ନାହିଁ।
46
You may make them an inheritance for your children after you, to hold for a possession; of them may you take your slaves forever: but over your brothers the children of Israel you shall not rule, one over another, with harshness.
47
ଆଉ ଯଦି ତୁମ୍ଭମାନଙ୍କ ମଧିଅରେ କହେି ପ୍ରବାସୀ କି ବିଦେଶୀ ଧନୀ ହାଇୟୋଏ ଓ ତୁମ୍ଭର ସ୍ବଦେଶୀ ଲୋକ ଦରିଦ୍ର ହାଇୟୋଏ, ଆଉ ସହେି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ,
47
"'If a stranger or sojourner with you becomes rich, and your brother beside him has grown poor, and sells himself to the stranger or foreigner living among you, or to a member of the stranger's family;
48
ତବେେ ସେ ବ୍ଯକ୍ତି ପରେ ମୁକ୍ତ ହାଇପୋରିବ। ତାହାର ଜ୍ଞାତ ମଧ୍ଯରୁ କହେି ତାକୁ ମୁକ୍ତ କରିପାରିବ।
48
after he is sold he may be redeemed. One of his brothers may redeem him;
49
ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରିପାରିବ। ଆଉ ତା'ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରିପାରିବ କିମ୍ବା ତାହାର ସ୍ବହସ୍ତ ରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ଯ ମୁକ୍ତ କରିପାରିବ।
49
or his uncle, or his uncle's son, may redeem him, or any who is a close relative to him of his family may redeem him; or if he has grown rich, he may redeem himself.
50
ତହିଁରେ ତାହାର ବିକ୍ରଯ ବର୍ଷଠାରୁ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ସେ କ୍ରଯକର୍ତ୍ତା ସହିତ ଗଣନା କରିବ, ପୁଣି ବିକ୍ରଯ ବର୍ଷର ସଂଖ୍ଯା ଅନୁସାରେ ତାହାର ମୂଲ୍ଯ ହବେ; ବର୍ତ୍ତନଜୀବୀର ଦିନ ତୁଲ୍ଯ ତାହାର ଦାସତ୍ବ ହବେ।
50
He shall reckon with him who bought him from the year that he sold himself to him to the Year of Jubilee: and the price of his sale shall be according to the number of years; according to the time of a hired servant shall he be with him.
51
ଯବେେ ମହୋଲ୍ଲାସ-ଉତ୍ସବ ବର୍ଷକୁ ଅନକେ ବର୍ଷ ବାକିଥାଏ ତବେେ କ୍ରଯ ମୂଲ୍ଯର ଏକ ବଡ ଅଂଶ ତାକୁ ଫରୋଇ ଦବେ।
51
If there are yet many years, according to them he shall give back the price of his redemption out of the money that he was bought for.
52
ଯଦି ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅଳ୍ପ ବର୍ଷ ବାକି ଥାଏ, ତବେେ ତାହା ସହିତ ସେ ଗଣନା କରିବ, ସହେି ବର୍ଷ ଅନୁସାରେ ସେ ଆପଣା କ୍ରଯ ମୂଲ୍ଯର ଏକ େଛାଟ ଅଂଶ ତାକୁ ଫରୋଇ ଦବେ।
52
If there remain but a few years to the year of jubilee, then he shall reckon with him; according to his years of service he shall give back the price of his redemption.
53
ମାତ୍ର ସହେି ବ୍ଯକ୍ତି ତା' ସହିତ ଜଣେ କ୍ଷଣସ୍ଥାଯୀ ଘରୋଇ ସାହାୟ୍ଯକାରୀ ହିସାବ ରେ ରହିବ। ତୁମ୍ଭ ସାକ୍ଷାତ ରେ ତାହା ଉପରେ କହେି କଠାେର କତ୍ତୃର୍ତ୍ବ କରିପାରିବେ ନାହିଁ।
53
As a servant hired year by year shall he be with him: he shall not rule with harshness over him in your sight.
54
ଯଦି ତାକୁ କହେି ମୁକ୍ତ ନକରେ, ତବେେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷ ରେ ମୁକ୍ତ ହାଇେ ବାହାରି ୟିବ।
54
"'If he isn't redeemed by these means, then he shall be released in the Year of Jubilee, he, and his children with him.
55
କାରଣ ଇଶ୍ରାୟେଲ ସନ୍ତାନଗଣ ଆମ୍ଭର ଦାସ। ଆମ୍ଭେ ସମାନଙ୍କେୁ ମିଶର ଦେଶରୁ ଦାସତ୍ବରୁ ବାହାର କରି ଆଣିଅଛୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
55
For to me the children of Israel are servants; they are my servants whom I brought forth out of the land of Egypt. I am Yahweh your God.
Choose Theme