ଲେବୀୟ ପୁସ୍ତକ 22:27
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଯେତବେେଳେ କୌଣସି ଗୋରୁ କି ମଷେ କି ଛାଗ ଜନ୍ମ ହୁଅନ୍ତି ସାତଦିନ ପର୍ୟ୍ଯନ୍ତ ତା'ର ମାଆ ସିହତ ରହିବ। ଅଷ୍ଟମ ଦିନପରେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ନିମନ୍ତେ ଗ୍ରାହ୍ଯ ହବେ।
World English Bible
"When a bull, or a sheep, or a goat, is born, then it shall remain seven days with its mother; and from the eighth day and thenceforth it shall be accepted for the offering of an offering made by fire to Yahweh.