Home Bibles Parallel ବିଚାରକର୍ତାମାନଙ୍କ ବିବରଣ 4:16

ବିଚାରକର୍ତାମାନଙ୍କ ବିବରଣ 4:16

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ବାରକ୍ ସୀଷର୍ ସୈନ୍ଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶଯମ ପର୍ୟ୍ଯନ୍ତ ସମସ୍ତ ସମାନଙ୍କେୁ ପେଛ ପେଛ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ଯ ଖଣ୍ତା ଦ୍ବାରା ହଣା ହାଇେ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।

World English Bible

But Barak pursued after the chariots, and after the host, to Harosheth of the Gentiles: and all the host of Sisera fell by the edge of the sword; there was not a man left.

Choose Theme