Home
Bibles
Bible Study with Steffi
Parallel ବିଚାରକର୍ତାମାନଙ୍କ ବିବରଣ 1
Aa
Parallel ବିଚାରକର୍ତାମାନଙ୍କ ବିବରଣ
Chapter 1
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଯିହାଶୂେୟଙ୍କର ମୃତକ୍ସ୍ଟ୍ଯପରେ ଇଶ୍ରାୟେଲର ଲେୀକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ସମାନେେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀଯ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯିବେ?
1
It happened after the death of Joshua, the children of Israel asked of Yahweh, saying, Who shall go up for us first against the Canaanites, to fight against them?
2
ସଦାପ୍ରଭୁ ଇଶ୍ରାୟେଲୀୟଙ୍କୁ କହିଲେ, ସର୍ବପ୍ରଥମେ ୟିହକ୍ସ୍ଟଦାର ପରିବାରବର୍ଗ ୟିବ। ମୁ ସମାନଙ୍କେୁ ସହେି ଭୂମି ଦବୋକକ୍ସ୍ଟ ଅନକ୍ସ୍ଟମତି ଦବେି।
2
Yahweh said, Judah shall go up: behold, I have delivered the land into his hand.
3
ୟିହକ୍ସ୍ଟଦାର ପରିବାରବର୍ଗ ସମାନଙ୍କେର ଭାଇମାନେଶିମିଯୋନର ପରିବାରବର୍ଗରକ୍ସ୍ଟ ସାହାୟ୍ଯ ମାଗିଲେ। ୟିହକ୍ସ୍ଟଦା ଲୋକମାନେ କହିଲେ, ଭାଇମାନେ, ସଦାପ୍ରଭୁ ଆମ୍ଭକକ୍ସ୍ଟ କିଛି ଭୂମି ଦବୋକକ୍ସ୍ଟ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ପାଇଁ ଆଗଇେ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାୟ୍ଯ କରିବକ୍ସ୍ଟ।ଶିମିଯୋନର ଲୋକମାନେ ସୋମାନଙ୍କର ଭୂମି ପାଇଁ ସମାନଙ୍କେୁ ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବାକୁ ରାଜି ହେଲେ।
3
Judah said to Simeon his brother, Come up with me into my lot, that we may fight against the Canaanites; and I likewise will go with you into your lot. So Simeon went with him.
4
ତା'ପରେ ୟିହକ୍ସ୍ଟଦାର ଲୋକ ଆକ୍ରମଣ କରିବାକୁ ଗଲେ। କିଣାନୀଯ ଓ ପରିଷୀଯମାନଙ୍କୁ ସଦାପ୍ରଭୁ ୟିହକ୍ସ୍ଟଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ୟିହକ୍ସ୍ଟଦାର ଲୋକମାନେ 10,000 ଲୋକଙ୍କକ୍ସ୍ଟ ବଷେକରେ ହତ୍ଯା କଲେ।
4
Judah went up; and Yahweh delivered the Canaanites and the Perizzites into their hand: and they struck of them in Bezek ten thousand men.
5
ୟିହକ୍ସ୍ଟଦାର ଲୋକମାନେ ବଷେକର ଶାସକଙ୍କକ୍ସ୍ଟ ବଷେକ ସହର ରେ ପାଇଲେ ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମାନେେ କିଣାନୀଯ ଏବଂ ପରିଷୀଯଙ୍କକ୍ସ୍ଟ ପରାସ୍ତ କଲେ।
5
They found Adoni-bezek in Bezek; and they fought against him, and they struck the Canaanites and the Perizzites.
6
ବଷେକର ଶାସକ ଖସି ପଳାଇବାକକ୍ସ୍ଟ ଚେଷ୍ଟା କରିଥିଲେ, କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତାଙ୍କୁ ଗୋଡଇେଲେ ଏବଂ ତାଙ୍କୁ ଧରି ଥିଲେ। ଯେତବେେଳେ ସମାନେେ ତାଙ୍କୁ ଧରିଲେ, ସମାନେେ ତାଙ୍କର ବକ୍ସ୍ଟଢା ଅଙ୍ଗକ୍ସ୍ଟଳିକକ୍ସ୍ଟ ଏବଂ ପାଦର ବକ୍ସ୍ଟଢା ଅଙ୍ଗକ୍ସ୍ଟଠିକକ୍ସ୍ଟ କାଟି ନଇେଥିଲେ।
6
But Adoni-bezek fled; and they pursued after him, and caught him, and cut off his thumbs and his great toes.
7
ଏହାପରେ ଅଦୋନୀବଷେକ୍ ସମାନଙ୍କେୁ କହିଲେ, ହସ୍ତପାଦର ଛିନ୍ନା ଅଙ୍ଗକ୍ସ୍ଟଳି ସତକ୍ସ୍ଟରି ଜଣ ରାଜା ଆମ୍ଭ ମଜେ ତଳେ ନିଜର ଆହାର ସାଉଣ୍ଟକ୍ସ୍ଟ ଥିଲେ। ମୁ ଯେପରି କରିଥିଲି ପରମେଶ୍ବର ମାେତେ ସହେିପରି ଦେଲେ। ଏହାପରେ ୟିହକ୍ସ୍ଟଦାର ଲୋକମାନେ ଅଦୋନୀବଷେକ୍ଙ୍କକ୍ସ୍ଟ ଯିରୁଶାଲମକୁ ଆଣିଲେ ଓ ସେ ସଠାେରେ ମୃତକ୍ସ୍ଟ୍ଯବରଣ କଲା।
7
Adoni-bezek said, "Seventy kings, having their thumbs and their great toes cut off, gathered their food under my table: as I have done, so God has requited me." They brought him to Jerusalem, and he died there.
8
ୟିହକ୍ସ୍ଟଦାର ଲୋକମାନେ ୟିରକ୍ସ୍ଟଶାଲମର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ୟିହକ୍ସ୍ଟଦାର ଲୋକମାନେ ସମାନଙ୍କେୁ ଖଣ୍ତା ଦ୍ବାରା ହତ୍ଯା କଲେ ଓ ସହରକକ୍ସ୍ଟ ପୋଡି଼ ଦେଲେ ।
8
The children of Judah fought against Jerusalem, and took it, and struck it with the edge of the sword, and set the city on fire.
9
ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, ଯେଉଁମାନେ ପର୍ବତମଯ ଦେଶ ରେ ନଗେଭେି ରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
9
Afterward the children of Judah went down to fight against the Canaanites who lived in the hill-country, and in the South, and in the lowland.
10
ଏହାପରେ ୟିହକ୍ସ୍ଟଦାର ଲୋକମାନେ କିଣାନୀଯମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ। ଯେଉଁମାନେ ହିବ୍ରୋଣ ସହର ରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିଯଥ ଅର୍ବ ୟିହକ୍ସ୍ଟଦାର ଲୋକମାନେ ଶେଶଯ, ଅହୀମାନ ଓ ତନ୍ମଯକକ୍ସ୍ଟ ପରାସ୍ତ କଲେ।
10
Judah went against the Canaanites who lived in Hebron (now the name of Hebron before was Kiriath Arba); and they struck Sheshai, and Ahiman, and Talmai.
11
ୟିହକ୍ସ୍ଟଦାର ଲୋକମାନେ ସେ ସ୍ଥାନକକ୍ସ୍ଟ ପରିତ୍ଯାଗ କଲେ। ସମାନେେ ଦବୀର ସହର ଅଭିମକ୍ସ୍ଟଖେ ସମାନଙ୍କେର ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଅତୀତ କାଳ ରେ ଦବୀର ନାମ ଥିଲା କିରିଯଥ ସଫରେ।
11
From there he went against the inhabitants of Debir. (Now the name of Debir before was Kiriath Sepher.)
12
ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।
12
Caleb said, He who strikes Kiriath Sepher, and takes it, to him will I give Achsah my daughter as wife.
13
କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନସର। କନ୍ସର ପକ୍ସ୍ଟତ୍ର ଅତ୍ନୀଯଲେ। ଅତ୍ନୀଯଲେ କରିଯଥ- ସଫରେର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକକ୍ସ୍ଟ ବିବାହ ଦେଲେ।
13
Othniel the son of Kenaz, Caleb's younger brother, took it: and he gave him Achsah his daughter as wife.
14
ତାଙ୍କର ସ୍ବାମୀ ଅତ୍ନୀଯେଲ୍ଙ୍କ ସଙ୍ଗ ରେ ୟିବା ସମୟରେ, ଅକଷାର ତାଙ୍କ ପିତାକକ୍ସ୍ଟ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକକ୍ସ୍ଟ, ତାଙ୍କୁ ଉପଦେଶ ଦେଲେ। ଯେତବେେଳେ ସେ ଘୋଡାରକ୍ସ୍ଟ ଓହ୍ଲାଇ ପଡିଲେ, କାଲେବ୍ ତାଙ୍କୁ ପଚାରିଲେ, ଭୂଲ୍ କ'ଣ?
14
It happened, when she came to him, that she moved him to ask of her father a field: and she alighted from off her donkey; and Caleb said to her, What would you?
15
ଅକ୍ଷାର କାଲେବ୍ଙ୍କକ୍ସ୍ଟ କହିଲେ, ମାେତେ ଆର୍ଶିବାଦ କର। ଆପଣା ମାେତେ ଦକ୍ଷିଣ ରେ ଭୂମି ଦଇେଛନ୍ତି, ଯାହାକି ଶକ୍ସ୍ଟଷ୍କ, ମାେତେ କିଛି ଜଳ ନିର୍ଝର ଭୂମି ଦିଅନ୍ତକ୍ସ୍ଟ। ଏହାପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସହେି ଭୂମି ତାଙ୍କୁ ଦେଲେ।
15
She said to him, Give me a blessing; for that you have set me in the land of the South, give me also springs of water. Caleb gave her the upper springs and the lower springs.
16
କିଣାନୀଯମାନେ ଖଜକ୍ସ୍ଟରୀପକ୍ସ୍ଟରସ୍ଥର ସହର ଯରେିକୋକକ୍ସ୍ଟ ପରିତ୍ଯାଗ କଲେ ଏବଂ ୟିହକ୍ସ୍ଟଦାର ଲୋକମାନଙ୍କ ସହିତ ୟିହକ୍ସ୍ଟଦାର ମରକ୍ସ୍ଟଅଞ୍ଚଳ ରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କନେୀଯ ଲୋକମାନେ ମାଶାଙ୍କେର ଶ୍ବଶକ୍ସ୍ଟର ଘର ପରିବାରରକ୍ସ୍ଟ ଥିଲେ।
16
The children of the Kenite, Moses' brother-in-law, went up out of the city of palm trees with the children of Judah into the wilderness of Judah, which is in the south of Arad; and they went and lived with the people.
17
ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।
17
Judah went with Simeon his brother, and they struck the Canaanites who inhabited Zephath, and utterly destroyed it. The name of the city was called Hormah.
18
ୟିହକ୍ସ୍ଟଦାର ଲୋକମାନେ ଘାସା ସହର ଏବଂ ଏହାର ପାଶର୍ବବର୍ତ୍ତୀ ସହର ଅଧିକାର କଲେ। ସମାନେେ ଅସ୍କିଲୋନ୍ ସହରଗକ୍ସ୍ଟଡିକ ଓ ଇକୋର୍ଣ ଓ ତା'ର ପାଶର୍ବବର୍ତ୍ତୀ ଅଞ୍ଚଳକକ୍ସ୍ଟ ଅଧିକାର କଲେ।
18
Also Judah took Gaza with the border of it, and Ashkelon with the border of it, and Ekron with the border of it.
19
ୟିହକ୍ସ୍ଟଦାର ଲୋକମାନେ ଯେତବେେଳେ ୟକ୍ସ୍ଟଦ୍ଧ କରୁଥିଲେ, ସେତବେେଳେ ସଦାପ୍ରଭୁ ସମାନଙ୍କେର ପକ୍ଷ ରେ ଥିଲେ। ସଦାପ୍ରଭୁ ପର୍ବତମଯ ଦେଶକକ୍ସ୍ଟ ସମାନଙ୍କେର ଅଧିକାରକକ୍ସ୍ଟ ଆଣିଲେ। କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତଳଭୂମିଗୁଡିକୁ ସମାନଙ୍କେର ଅଧିନକକ୍ସ୍ଟ ଆଣିପାରି ନ ଥିଲେ। କାରଣ ସଠାେରେ ଯେଉଁ ଲୋକମାନେ ବାସ କରୁଥିଲେ, ଲୌହ ନିର୍ମିତ ରଥ ବ୍ଯବହାର କରୁଥିଲେ।
19
Yahweh was with Judah; and drove out the inhabitants of the hill-country; for he could not drive out the inhabitants of the valley, because they had chariots of iron.
20
କାଲେବ୍କକ୍ସ୍ଟ ହିବ୍ରୋଣକକ୍ସ୍ଟ ନବୋ ପାଇଁ ମାଶାେ ପ୍ରତିଜ୍ଞା କରିଥିଲେ, ତେଣୁ ସହେି ଭୂମି କାଲେବ୍କକ୍ସ୍ଟ ଦିଆଗଲା। କାଲେବ୍ ମଧ୍ଯ ବଳାତ୍କାର କରି ଅଙ୍ଗର ତିନି ପକ୍ସ୍ଟତ୍ରକକ୍ସ୍ଟ ସଠାେରକ୍ସ୍ଟ ତଡି ଦେଲେ।
20
They gave Hebron to Caleb, as Moses had spoken: and he drove out there the three sons of Anak.
21
ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
21
The children of Benjamin did not drive out the Jebusites who inhabited Jerusalem; but the Jebusites dwell with the children of Benjamin in Jerusalem to this day.
22
ଯୋଷଫେର ପରିବାରବର୍ଗ ବୈଥଲହମରେ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଅତୀତ ରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷଫେର ପରିବାରବର୍ଗଙ୍କ ପଟ ରେ ଥିଲେ।
22
The house of Joseph, they also went up against Bethel; and Yahweh was with them.
23
ଯୋଷଫେର ପରିବାରବର୍ଗ କିଛି ଅନକ୍ସ୍ଟଚରଗଣ ବୈଥଲକେକ୍ସ୍ଟ ପଠାଇଲେ।
23
The house of Joseph sent to spy out Bethel. (Now the name of the city before was Luz.)
24
ଯେତବେେଳେ ଅନକ୍ସ୍ଟଚରମାନେ ଦେଖିଲେ କହେି ଜଣେ ନଗରରକ୍ସ୍ଟ ବାହାରକକ୍ସ୍ଟ ଆସକ୍ସ୍ଟଛି ସହେି ଅନକ୍ସ୍ଟଚରମାନେ ସହେି ଲୋକକୁ କହିଲେ, ଆମ୍ଭମାନଙ୍କୁ ଗକ୍ସ୍ଟଲ୍ଗ ପଥ ଦଖାେନ୍ତକ୍ସ୍ଟ ଯେଉଁ ବାଟ ଦଇେ ଆମ୍ଭେ ସହରକକ୍ସ୍ଟ ଆକ୍ରମଣ କରିବକ୍ସ୍ଟ। କିନ୍ତୁ ଯଦି ତୁମ୍ଭେ ଆମ୍ଭକକ୍ସ୍ଟ ସାହାୟ୍ଯ କର, ତବେେ ଆମ୍ଭମାନେେ ତୁମ୍ଭକୁ ମାରିବକ୍ସ୍ଟ ନାହିଁ।
24
The watchers saw a man come forth out of the city, and they said to him, Show us, we pray you, the entrance into the city, and we will deal kindly with you.
25
ସହେି ବ୍ଯକ୍ତିଜଣକ ଅନକ୍ସ୍ଟଚରମାନଙ୍କୁ ସହରକକ୍ସ୍ଟ ଗକ୍ସ୍ଟଲ୍ଗପଥ ଦଖାଇେ ଥିଲେ। ଯୋଷଫେର ପରିବାରବର୍ଗ ଖଣ୍ତା ରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସହେି ଲୋକଙ୍କକ୍ସ୍ଟ ମାରି ନଥିଲେ ୟିଏ ସମାନଙ୍କେୁ ଗକ୍ସ୍ଟଲ୍ଗପଥ ଦଖାଇେଥିଲେ। ସମାନେେ ତାକକ୍ସ୍ଟ ଓ ତାହାର ପରିବାରବର୍ଗକକ୍ସ୍ଟ ସ୍ବାଧିନ ଭାବରେ ୟିବାକକ୍ସ୍ଟ ଅନକ୍ସ୍ଟମତି ଦେଲେ।
25
He shown them the entrance into the city; and they struck the city with the edge of the sword; but they let the man go and all his family.
26
ସହେି ଲୋକ, ହିତ୍ତୀଯମାନେ ବାସ କରୁଥିବା ସ୍ଥାନକକ୍ସ୍ଟ ଗଲେ। ଏବଂ ଏମିତିକି ଆଜି ସହେି ସହର ଲୂସ୍ ନାମ ରେ ପରିଚିତ।
26
The man went into the land of the Hittites, and built a city, and called the name of it Luz, which is the name of it to this day.
27
କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।
27
Manasseh did not drive out the inhabitants of Beth-shean and its towns, nor of Taanach and its towns, nor the inhabitants of Dor and its towns, nor the inhabitants of Ibleam and its towns, nor the inhabitants of Megiddo and its towns; but the Canaanites would dwell in that land.
28
ଏହାପରେ ଇଶ୍ରାୟେଲର ଲୋକମାନେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ସମାନଙ୍କେର କ୍ରିତଦାସ କରିବା ପାଇଁ ସମାନେେ କିଣାନୀଯମାନଙ୍କୁ ବାଧ୍ଯ କଲେ। କିନ୍ତୁ କିଣାନୀଯମାନଙ୍କୁ ତଡିଦବୋକକ୍ସ୍ଟ ସମାନେେ ସକ୍ଷମ ହାଇେ ନଥିଲେ।
28
It happened, when Israel had grown strong, that they put the Canaanites to forced labor, and did not utterly drive them out.
29
ଇଫ୍ରଯିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗଷେର ରେ କିଣାନୀଯ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରଯିମ କିଣାନୀଯ ଲୋକମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଇଫ୍ରଯିମ କିଣାନୀଯମାନଙ୍କ ସହିତ ମିଶି ରହିବାକକ୍ସ୍ଟ ଲାଗିଲେ।
29
Ephraim didn't drive out the Canaanites who lived in Gezer; but the Canaanites lived in Gezer among them.
30
ଠିକ୍ ସହେିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତକେ କିଣାନୀଯ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସମାନଙ୍କେୁ ତଡିଦଇେ ନ ଥିଲେ। ସହେି କିଣାନୀଯ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସମାନଙ୍କେୁ କ୍ରିତଦାସ ଭାବରେ ଖଟାଇଲେ।
30
Zebulun didn't drive out the inhabitants of Kitron, nor the inhabitants of Nahalol; but the Canaanites lived among them, and became subject to forced labor.
31
ଆଶରେ ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶରେ ପରିବାରବର୍ଗର ଲୋକମାନେ ଯେଉଁମାନେ ସମାନଙ୍କେ ସହିତ ଅକ୍କୋନିବାସୀ, ସୀଦୋନ୍ ଅହଲବ୍ ଅକଷୀବ ହିଲବା, ଅଫିକ୍ ଓ ରହୋବରକ୍ସ୍ଟ ବସବାସ କରୁଥିଲେ, ସହେି ଲୋକମାନଙ୍କୁ ବିତାଡିତ କଲନୋହିଁ।
31
Asher didn't drive out the inhabitants of Acco, nor the inhabitants of Sidon, nor of Ahlab, nor of Achzib, nor of Helbah, nor of Aphik, nor of Rehob;
32
ଆଶରେୀଯ ଲୋକମାନେ କିଣାନୀଯକକ୍ସ୍ଟ ସମାନଙ୍କେର ଦେଶରକ୍ସ୍ଟ ତଡି ଦଇେ ନ ଥିଲେ। ତେଣୁ କିଣାନୀଯ ଲୋକମାନେ ଆଶରେୀଯମାନଙ୍କ ସହିତ ନ୍ତିରନ୍ତର ମିଶି ରହକ୍ସ୍ଟଥିଲେ।
32
but the Asherites lived among the Canaanites, the inhabitants of the land; for they did not drive them out.
33
ନଲ୍ଗାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନଲ୍ଗାଲି ଲୋକମାନେ ବୈଥଶମେଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡିଦଇେ ନ ଥିଲେ। ତେଣୁ ନଲ୍ଗାଲିର ଲୋକମାନେ ସହେି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀଯମାନେ ନଲ୍ଗାଲି ଲୋକମାନଙ୍କର କ୍ରିତଦାସ ରୂପେ କାର୍ୟ୍ଯ କଲେ।
33
Naphtali didn't drive out the inhabitants of Beth-shemesh, nor the inhabitants of Beth Anath; but he lived among the Canaanites, the inhabitants of the land: nevertheless the inhabitants of Beth-shemesh and of Beth Anath became subject to forced labor.
34
ଇ ମାରେୀଯମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କକ୍ସ୍ଟ ପର୍ବତମଯ ଦେଶ ରେ ରହିବାକକ୍ସ୍ଟ ବାଧ୍ଯ କଲେ। ସମାନଙ୍କେୁ ତଳଭୂମିକକ୍ସ୍ଟ ଆସିବାକକ୍ସ୍ଟ ଦେଲେ ନାହିଁ।
34
The Amorites forced the children of Dan into the hill-country; for they would not allow them to come down to the valley;
35
ଇ ମାରେୀଯମାନେ ହରେସ ପର୍ବତ ରେ ଅଯାଲୋନ ରେ ଓ ଶାଲବୀ ରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷଫେ ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସମାନେେ କ୍ରିତଦାସ ହାଇେ ରହିଲେ।
35
but the Amorites would dwell in Mount Heres, in Aijalon, and in Shaalbim: yet the hand of the house of Joseph prevailed, so that they became subject to forced labor.
36
ଇ ମାରେୀଯ ଲୋକମାନଙ୍କର ଭୂମିର ସୀମା ଅକ୍ରଦ୍ଦୀମ ଘାଟି ଶୈଳଠାରକ୍ସ୍ଟ ଏବଂ ପର୍ବତ ଦେଶ ଶିଳା ସୀମା ମଧିଅରେ ଥିଲା।
36
The border of the Amorites was from the ascent of Akrabbim, from the rock, and upward.
Choose Theme