ଯିହୋଶୂୟ 8:29
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଯିହାଶୂେୟ ଅଯର ରାଜାଙ୍କକ୍ସ୍ଟ ସଂନ୍ଧ୍ଯା ପର୍ୟ୍ଯନ୍ତ ଗଛ ରେ ଝକ୍ସ୍ଟଲଇେ ରଖିଲେ। ସୂର୍ୟ୍ଯାସ୍ତ ପରେ ଯିହାଶୂେୟଙ୍କ ଆଜ୍ଞାନକ୍ସ୍ଟସା ରେ ଲୋକମାନେ ସେ ଶବକକ୍ସ୍ଟ ଗଛରକ୍ସ୍ଟ ଆଣିଲେ। ସମାନେେ ସହେି ଶବକକ୍ସ୍ଟ ନଗରର ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଫୋପାଡି ଦେଲେ ଏବଂ ତା' ଉପରେ ପଥର ଗଦା କଲେ। ତାହା ସଠାେରେ ଆଜି ପର୍ୟ୍ଯନ୍ତ ମଧ୍ଯ ଅଛି।
World English Bible
The king of Ai he hanged on a tree until the evening: and at the going down of the sun Joshua commanded, and they took his body down from the tree, and cast it at the entrance of the gate of the city, and raised thereon a great heap of stones, to this day.