ଯିହୋଶୂୟ 8:16
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତେଣୁ ନଗରର ସମସ୍ତ ସୈନ୍ଯ ସମାନଙ୍କେ ପଛ ରେ ପାଟିକରି ସମାନଙ୍କେୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛ ରେ ଦୌଡିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ଯାଗ କରିଥିଲେ।
World English Bible
All the people who were in the city were called together to pursue after them: and they pursued after Joshua, and were drawn away from the city.