Home
Bibles
Bible Study with Steffi
Parallel ଯିହୋଶୂୟ 4
Aa
Parallel ଯିହୋଶୂୟ
Chapter 4
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ସମସ୍ତ ଲୋକ ୟର୍ଦ୍ଦନ ନଦୀ ପାର ହାଇେ ସାରିବା ପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
1
It happened, when all the nation were clean passed over the Jordan, that Yahweh spoke to Joshua, saying,
2
ବାରଜଣ ଲୋକଙ୍କକ୍ସ୍ଟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାଛ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ।
2
Take twelve men out of the people, out of every tribe a man,
3
ଏହିପରି ଭାବେ ସମାନଙ୍କେୁ ଆଦେଶ ଦିଅ: ଯେଉଁଠା ରେ ଯାଜକଗଣ ନଦୀ ମଝି ରେ ଛିଡା ହାଇେଥିଲେ ବାରଟି ଶିଳାଖଣ୍ତ ସଂଗ୍ରହ କର। ତକ୍ସ୍ଟମ୍ଭ ସହିତ ସହେି ବାରଟି ଶିଳାଖଣ୍ତକକ୍ସ୍ଟ ବହିନିଅ। ତୁମ୍ଭେ ଯେଉଁଠା ରେ ରାତି କଟାଇବାକକ୍ସ୍ଟ ଯୋଜନା କରିଛ, ସଗେକ୍ସ୍ଟଡିକ ସଠାେରେ ରଖ।
3
and command you them, saying, Take hence out of the midst of the Jordan, out of the place where the priests' feet stood firm, twelve stones, and carry them over with you, and lay them down in the lodging-place, where you shall lodge this night.
4
ତେଣୁ ଯିହାଶୂେୟ ବାରଟି ଗୋଷ୍ଠୀବର୍ଗରକ୍ସ୍ଟ ବାର ଜଣଙ୍କକ୍ସ୍ଟ ବାଛିଲେ। ପ୍ରେତ୍ୟକକ ଗୋଷ୍ଠୀବର୍ଗରକ୍ସ୍ଟ ଜଣେ। ତା'ପରେ ସେ ସହେି ବାରଜଣ ଲୋକଙ୍କକ୍ସ୍ଟ ଗୋଟିଏ ଜାଗା ରେ ଏକତ୍ର କଲେ।
4
Then Joshua called the twelve men, whom he had prepared of the children of Israel, out of every tribe a man:
5
ଯିହାଶୂେୟ ସହେି ବାରଜଣ ଲୋକଙ୍କକ୍ସ୍ଟ କହିଲେ, ୟର୍ଦ୍ଦନ ନଦୀର ମଝିକକ୍ସ୍ଟ ୟାଅ ଯେଉଁଠା ରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେ ଥିଲେ, ତୁମ୍ଭମାନେେ ବାରଟି ଶିଳାଖଣ୍ତ ପାଇବା ଉଚିତ୍। ସଠାେରକ୍ସ୍ଟ ତୁମ୍ଭମାନେେ ପ୍ରେତ୍ୟକକ ଗୋଟିଏ ଲଖାେଁଏ ଶିଳା ତକ୍ସ୍ଟମ୍ଭ କାନ୍ଧ ରେ ବହି ଆଣିବ।
5
and Joshua said to them, Pass over before the ark of Yahweh your God into the midst of the Jordan, and take up every man of you a stone on his shoulder, according to the number of the tribes of the children of Israel;
6
ସହେି ଶିଳାଗକ୍ସ୍ଟଡିକ ତୁମ୍ଭମାନଙ୍କର ଏକ ପ୍ରତୀକ ହାଇେ ରହିବ। ଭବିଷ୍ଯତ ରେ ଯେତବେେଳେ ତୁମ୍ଭର ପିଲାମାନେ ଉତ୍ସୁକ ହାଇେ ତୁମ୍ଭକୁ ପଗ୍ଭରିବେ, 'ଏହି ପଥରଗକ୍ସ୍ଟଡିକ ତକ୍ସ୍ଟମ୍ଭ ପାଇଁ କ'ଣ?
6
that this may be a sign among you, that when your children ask in time to come, saying, What do you mean by these stones?
7
ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ୟର୍ଦ୍ଦନ ନଦୀର ଜଳ ଧାରକକ୍ସ୍ଟ ବନ୍ଦ କରିଥିଲେ। ସହେି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ୟକ୍ସ୍ଟକ୍ତିର ପବିତ୍ର ସିନ୍ଦକ୍ସ୍ଟକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶୀଳା ଖଣ୍ତଗକ୍ସ୍ଟଡିକ ସବୁଦିନ ପାଇଁ ଇଶ୍ରାୟେଲବାସୀଙ୍କର କଥାକକ୍ସ୍ଟ ମନେପକାଉ ଥିବ।
7
then you shall tell them, Because the waters of the Jordan were cut off before the ark of the covenant of Yahweh; when it passed over the Jordan, the waters of the Jordan were cut off: and these stones shall be for a memorial to the children of Israel forever.
8
ତେଣୁ ଇଶ୍ରାୟେଲ ଲୋକମାନେ ଯିହାଶୂେୟଙ୍କର ନିର୍ଦ୍ଦେଶ ମାନିଲେ। ସମାନେେ ସହେି ବାର ଖଣ୍ତ ଶିଳାଗୁଡିକୁ ନଦୀ ଶର୍ୟ୍ଯାରକ୍ସ୍ଟ ଆଣିଲେ। ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ ଦଇେଥିବା ନିର୍ଦ୍ଦେଶ ଅନକ୍ସ୍ଟସା ରେ ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଗୋଟିଏ ଶିଳାଖଣ୍ତ ନେଲେ। ଲୋକମାନେ ସମାନଙ୍କେ ସହିତ ଶିଳାଖଣ୍ତ ବହିଲେ। ଏବଂ ସମାନେେ ଯେଉଁଠା ରେ ରାତ୍ରି ୟାପନ କରନ୍ତି, ସଠାେରେ ଶିଳାଖଣ୍ତକକ୍ସ୍ଟ ରଖନ୍ତି।
8
The children of Israel did so as Joshua commanded, and took up twelve stones out of the midst of the Jordan, as Yahweh spoke to Joshua, according to the number of the tribes of the children of Israel; and they carried them over with them to the place where they lodged, and laid them down there.
9
ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।
9
Joshua set up twelve stones in the midst of the Jordan, in the place where the feet of the priests who bore the ark of the covenant stood: and they are there to this day.
10
ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ କରିଥିଲେ, ଲୋକମାନଙ୍କୁ କହିବା ପାଇଁ, ଯାହା ମାଶାେ ଯିହାଶୂେୟାଙ୍କକ୍ସ୍ଟ କହିଥିଲେ। ତେଣୁ ଯାଜକମାନେ ଯେଉଁମାନେ ସଦାପ୍ରଭୁଙ୍କର ସିନ୍ଦକ୍ସ୍ଟକ ବହକ୍ସ୍ଟଥିଲେ, ସମାନେେ ସହେି ନଦୀ ଶର୍ୟ୍ଯା ରେ ଠିଆ ହାଇେ ରହିଲେ, ସମସ୍ତ ଇଶ୍ରାୟେଲ ଲୋକମାନେ ନଦୀ ପାର ନ ହବୋ ପର୍ୟ୍ଯନ୍ତ।
10
For the priests who bore the ark stood in the midst of the Jordan, until everything was finished that Yahweh commanded Joshua to speak to the people, according to all that Moses commanded Joshua: and the people hurried and passed over.
11
ଯେତବେେଳେ ସମସ୍ତ ଲୋକମାନେ ନଦୀ ପାର ହାଇଗେଲେ, ଏହାପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ୟର୍ଦ୍ଦନ ନଦୀ ପାର ହାଇଗେଲେ।
11
It happened, when all the people had completely passed over, that the ark of Yahweh passed over, with the priests, in the presence of the people.
12
ରୂବନ୍େ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ, ଗାଦ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ, ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ଓ ୟକ୍ସ୍ଟଦ୍ଧ ପାଇଁ ହାଇେ ଇଶ୍ରାୟେଲୀୟମାନଙ୍କ ଆଗ ରେ ନଦୀ ପାର ହାଇଗେଲେ, ଠିକ୍ ମାଶାେ ଯେପରି ସମାନଙ୍କେୁ କହିଲେ ।
12
The children of Reuben, and the children of Gad, and the half-tribe of Manasseh, passed over armed before the children of Israel, as Moses spoke to them:
13
ପ୍ରାଯ 40 ,000 ସୈନ୍ଯ ୟକ୍ସ୍ଟଦ୍ଧକରିବା ପାଇଁ ପ୍ରସ୍ତକ୍ସ୍ଟତ ହାଇେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପାର ହାଇେ ଯିରୀହାେ ପଦାକକ୍ସ୍ଟ ଗଲେ।
13
about forty thousand ready armed for war passed over before Yahweh to battle, to the plains of Jericho.
14
ସହେିଦିନ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଆଗ ରେ ଯିହାଶୂେୟଙ୍କକ୍ସ୍ଟ ସମ୍ଭ୍ରାନ୍ତ କଲେ। ତହିଁରେ ଲୋକମାନେ ମାଶାଙ୍କେକ୍ସ୍ଟ ଯେପରି ଭୟ କରୁଥିଲେ, ସମ୍ମାନ କରୁଥିଲେ, ସହେିପରି ତାଙ୍କର ଜୀବନସାରା ତାଙ୍କୁ ଭୟ ଓ ସମ୍ମାନ କଲେ।
14
On that day Yahweh magnified Joshua in the sight of all Israel; and they feared him, as they feared Moses, all the days of his life.
15
ଯେତବେେଳେ ଯାଜକମାନେ ନିଯମ ସିନ୍ଦକ୍ସ୍ଟକ ନଦୀ ମଧିଅରେ ପାର କରୁଥିଲେ ସେ ସମୟରେ ସମାନେେ ନଦୀ ରେ ଛିଡା ହାଇେଥିଲେ, ସେ ସମୟରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
15
Yahweh spoke to Joshua, saying,
16
ତୁମ୍ଭେ ଯାଜକମାନଙ୍କୁ ନିର୍ଦ୍ଦେଶ ଦିଅ ୟର୍ଦ୍ଦନ ନଦୀ ମଧ୍ଯରକ୍ସ୍ଟ ବାହାରକକ୍ସ୍ଟ ଆସିବା ପାଇଁ।
16
Command the priests who bear the ark of the testimony, that they come up out of the Jordan.
17
ତେଣୁ ଯିହାଶୂେୟ ନିର୍ଦ୍ଦେଶ ଦେଲେ ଯାଜକମାନଙ୍କୁ, ସେ କହିଲେ, ୟର୍ଦ୍ଦନ ନଦୀରକ୍ସ୍ଟ ବାହାରକକ୍ସ୍ଟ ଆସ।
17
Joshua therefore commanded the priests, saying, Come up out of the Jordan.
18
ଯାଜକମାନେ ଯିହାଶୂେୟଙ୍କକ୍ସ୍ଟ ମାନିଲେ। ସମାନେେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନଦୀରକ୍ସ୍ଟ ନଦୀ କୂଳକକ୍ସ୍ଟ ଆସିଲେ। ଯେତବେେଳେ ଯାଜକମାନଙ୍କର ପାଦ ନଦୀରକ୍ସ୍ଟ ବାହାରି ଆସିଲା, ୟର୍ଦ୍ଦନ ନଦୀ ପୂର୍ବପରି ବହିବାକକ୍ସ୍ଟ ଲାଗିଲା। ଏହି ନଦୀ ପୂର୍ବପରି ତା'ର କୂଳ ଲଙ୍ଘନ କଲା।
18
It happened, when the priests who bore the ark of the covenant of Yahweh were come up out of the midst of the Jordan, and the soles of the priests' feet were lifted up to the dry ground, that the waters of the Jordan returned to their place, and went over all its banks, as before.
19
ପ୍ରଥମ ମାସର ଦଶମ ଦିନ ରେ ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ଯିରୀହାରେ ପୂର୍ବ ସିମାସ୍ଥିତ ଗିଲଗାଲ୍ଠା ରେ ଛାଉଣୀ ସ୍ଥାପନ କଲେ।
19
The people came up out of the Jordan on the tenth day of the first month, and encamped in Gilgal, on the east border of Jericho.
20
ସମାନେେ ୟର୍ଦ୍ଦନରକ୍ସ୍ଟ ଆଣିଥିବା ସହେି ବାରଟି ଶିଳାଖଣ୍ତକକ୍ସ୍ଟ ଯିହାଶୂେୟା ଗିଲଗାଲ୍ଠା ରେ ସ୍ଥାପନ କଲେ।
20
Those twelve stones, which they took out of the Jordan, did Joshua set up in Gilgal.
21
ତା'ପରେ ଯିହାଶୂେୟ ଇଶ୍ରାୟେଲ ଲୋକମାନଙ୍କୁ କହିଲେ, ଭବିଷ୍ଯତ ରେ ତୁମ୍ଭର ପିଲାମାନେ ସମାନଙ୍କେର ପିତାମାତାଙ୍କୁ ପଗ୍ଭରିବେ, 'ଏ ପଥରଗକ୍ସ୍ଟଡିକ କ'ଣ?'
21
He spoke to the children of Israel, saying, When your children shall ask their fathers in time to come, saying, What mean these stones?
22
ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, 'ଏହି ଶିଳାଖଣ୍ତଗକ୍ସ୍ଟଡିକ ଅତୀତର ସ୍ମୃତି, କିପରି ଇଶ୍ରାୟେଲର ଲୋକମାନେ ଶକ୍ସ୍ଟଖିଲା ଭୂମିରେ ୟର୍ଦ୍ଦନ ନଦୀ ପାର ହାଇେଥିଲେ।
22
Then you shall let your children know, saying, Israel came over this Jordan on dry land.
23
ଆମ୍ଭମାନେେ ପାର ହବୋୟାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ଶକ୍ତିବଳ ରେ ସୂଫ ସମକ୍ସ୍ଟଦ୍ର ଶିଷ୍କ କରିଥିଲେ, ସହେିପରି ତୁମ୍ଭମାନେେ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ୟର୍ଦ୍ଦନ ନଦୀ ଶକ୍ସ୍ଟଷ୍କ କଲେ।'
23
For Yahweh your God dried up the waters of the Jordan from before you, until you were passed over, as Yahweh your God did to the Red Sea, which he dried up from before us, until we were passed over;
24
ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମକ୍ସ୍ଟଦାଯ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।
24
that all the peoples of the earth may know the hand of Yahweh, that it is mighty; that you may fear Yahweh your God forever.
Choose Theme