ଯିହୋଶୂୟ 17:8
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତପୂହର ଚତକ୍ସ୍ଟଃପାଶର୍ବସ୍ଥ ସମସ୍ତ ଭୂମି ମନଃଶିର ଅଧିକାର ରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧିନ ରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମା ରେ ଥିଲା ଏବଂ ଏହା ଇଫ୍ରଯିମମାନଙ୍କ ଅଧିକାର ରେ ରହିଲା।
World English Bible
The land of Tappuah belonged to Manasseh; but Tappuah on the border of Manasseh belonged to the children of Ephraim.