ଯିହୋଶୂୟ 17:15
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଯିହାଶୂେୟ ସମାନଙ୍କେୁ ଉତ୍ତର ଦଇେ କହିଲେ, ଯଦି ତୁମ୍ଭେ ବହକ୍ସ୍ଟତ ଲୋକ ଅଛ, ତବେେ ତୁମ୍ଭେ ପର୍ବତମଯ ବଣ ଅଞ୍ଚଳକକ୍ସ୍ଟ ୟାଅ। ଏବଂ ବଣ ସଫା କରି ତାକକ୍ସ୍ଟ ବାସପୟୋଗୀ କର। ବର୍ତ୍ତମାନ ସେ ଭୂମି ପରିଷୀଯ ଏବଂ ରଫୋଯୀ ଲୋକମାନଙ୍କ ଅଧିନ ରେ ଅଛି। ଯଦି ଇଫ୍ରଯିମ ପାର୍ବତ୍ଯ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତବେେ ତୁମ୍ଭେ ୟାଅ ଏବଂ ସେ ଭୂମିକକ୍ସ୍ଟ ନିଜ ଅଧିନକକ୍ସ୍ଟ ନିଅ।
World English Bible
Joshua said to them, If you are a great people, go up to the forest, and cut down for yourself there in the land of the Perizzites and of the Rephaim; since the hill-country of Ephraim is too narrow for you.