ଯୋହନଲିଖିତ ସୁସମାଚାର 2:14
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ସହେି ମନ୍ଦିର ପରିସର ରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତକେ ଲୋକଙ୍କୁ ସେ ଟବେୁଲ ପାଖ ରେ ବସିଥିବାର ଦେଖିଲେ। ସହେି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ଯବସାୟ ମଧ୍ଯ କରୁଥିଲେ।
World English Bible
He found in the temple those who sold oxen, sheep, and doves, and the changers of money sitting.