Home
Bibles
Bible Study with Steffi
Parallel ଯୋହନଲିଖିତ ସୁସମାଚାର 16
Aa
Parallel ଯୋହନଲିଖିତ ସୁସମାଚାର
Chapter 16
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ବାସ ନଷ୍ଟ କରି ନପାରନ୍ତି।
1
"These things have I spoken to you, so that you wouldn't be caused to stumble.
2
ତୁମ୍ଭମାନଙ୍କୁ ଲୋକମାନେ ସମାନଙ୍କେର ସମାଜଗୃହଗୁଡିକରୁ ବାହାର କରି ଦବେେ। ହଁ, ଏପରି ସମୟ ଆସୁଛି ଯେତବେେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ବାରା ସମାନେେ ପରମେଶ୍ବରଙ୍କ ସବୋ କରୁଛନ୍ତି।
2
They will put you out of the synagogues. Yes, the time comes that whoever kills you will think that he offers service to God.
3
କାରଣ ସମାନେେ ପରମପିତାଙ୍କୁ ଜାଣି ନାହାଁନ୍ତି ଓ ସମାନେେ ମାେତେ ମଧ୍ଯ ଜାଣି ନାହାଁନ୍ତି।
3
They will do these things because they have not known the Father, nor me.
4
ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତବେେଳେ ଏସବୁ ଘଟିବାର ସମୟ ଆସିବ, ସେତବେେଳେ ତୁମ୍ଭମାନେେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
4
But I have told you these things, so that when the time comes, you may remember that I told you about them. I didn't tell you these things from the beginning, because I was with you.
5
ବର୍ତ୍ତମାନ ମୁଁ ମାରେ ପ୍ ରରଣକେର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ କହେି ପଚାରୁନାହଁ, ତୁମ୍ଭେ କେଉଁଆଡେ ଯାଉଛ?
5
But now I am going to him who sent me, and none of you asks me, 'Where are you going?'
6
ତୁମ୍ଭମାନଙ୍କ ହୃଦୟ ଦୁଃଖ ରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି।
6
But because I have told you these things, sorrow has filled your heart.
7
କିନ୍ତୁ ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ମାରେ ଚାଲିୟିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଚାଲିଗଲା ପରେ, ମୁଁ ତୁମ୍ଭପାଖକୁ ସହେି ସାହାୟ୍ଯକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତବେେ ସାହାୟ୍ଯକାରୀ ଆସିବେ ନାହିଁ।
7
Nevertheless I tell you the truth: It is to your advantage that I go away, for if I don't go away, the Counselor won't come to you. But if I go, I will send him to you.
8
ସେ ଯେତବେେଳେ ଆସିବେ, ସେତବେେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡିକର ସତ୍ଯତା, ପାପ, ଈଶ୍ବରଙ୍କଠା ରେ ଧାର୍ମିକତା ବିଚାର ଇତ୍ଯାଦି ବିଷୟ ରେ ପ୍ରମାଣ ଦବେେ।
8
When he has come, he will convict the world about sin, about righteousness, and about judgment;
9
ସହେି ସାହାୟ୍ଯକାରୀ ପ୍ରମାଣ ଦବେେ ଯେ ଲୋକମାନଙ୍କଠା ରେ ପାପ ରହିଛି, କାରଣ ସମାନେେ ମାଠାେ ରେ ବିଶ୍ବାସ କରନ୍ତି ନାହିଁ।
9
about sin, because they don't believe in me;
10
ପରମେଶ୍ବରଙ୍କ ସହିତ ମାରେ ସୁସଂପର୍କ ସମ୍ବନ୍ଧ ରେ ସେ ସମାନଙ୍କେୁ ପ୍ରମାଣ ଦବେେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା'ପରେ ଆଉ ତୁମ୍ଭେ ମାେତେ ଦେଖିବ ନାହିଁ।
10
about righteousness, because I am going to my Father, and you won't see me any more;
11
ସହେି ସାହାୟ୍ଯକାରୀ ବିଚାରର ସତ୍ଯତା ବିଷୟ ରେ ଜଗତକୁ ପ୍ରମାଣ ଦବେେ, କାରଣ ଏହି ଜଗତର ଶାସକର ବିଚାର ହାଇେ ସାରିଲଣେି।
11
about judgment, because the prince of this world has been judged.
12
ମାରେ ତୁମ୍ଭମାନଙ୍କୁ କହିବା ପାଇଁ ବହୁତ କଥା ଅଛି। କିନ୍ତୁ େସତେ ମାତ୍ରା ରେ ସଗେୁଡିକ ବର୍ତ୍ତମାନ ତୁମ୍ଭେ ଗ୍ରହଣ କରିପାରିବ ନାହିଁ।
12
"I have yet many things to tell you, but you can't bear them now.
13
କିନ୍ତୁ ଯେତବେେଳେ ସତ୍ଯମୟ ଆତ୍ମା ଆସିବେ, ସେତବେେଳେ ସେ ତୁମକୁ ସମସ୍ତ ସତ୍ଯ ପଥରେ କଢାଇନବେେ। ସେ ତାହାଙ୍କ ନିଜର କଥା କହିବେ ନାହିଁ। ସେ କବଳେ ଯାହା ଶୁଣିବେ, ତାହା କହିବେ। ସେ ତୁମକୁ ଭବିଷ୍ଯତର ଘଟଣା ବିଷୟ ରେ କହିବେ।
13
However when he, the Spirit of truth, has come, he will guide you into all truth, for he will not speak from himself; but whatever he hears, he will speak. He will declare to you things that are coming.
14
ପବିତ୍ର ଆତ୍ମା ମାେ ପାଇଁ ଗୌରବ ଆଣିବେ। ସେ ମାଠାରୁେ ସମସ୍ତ ସତ୍ଯ ବିଷୟ ଗ୍ରହଣ କରି ତୁମକୁ କହିବେ।
14
He will glorify me, for he will take from what is mine, and will declare it to you.
15
ଯାହା ପରମପିତାଙ୍କର ତାହା ସବୁ କିଛି ମାରେ। ସେଥିପାଇଁ ମୁଁ କହିଲି, ପବିତ୍ରଆତ୍ମା ମାଠାରୁେ ସବୁ ନଇେ ତୁମ୍ଭକୁ କହିବେ।
15
All things whatever the Father has are mine; therefore I said that he takes of mine, and will declare it to you.
16
ତୁମ୍ଭେ ମାେତେ ଅଳ୍ପ ସମୟ ପରେ ଆଉ ଦେଖିବ ନାହିଁ। ତା'ପରେ ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ପୁଣି ଦେଖିବ।
16
A little while, and you will not see me. Again a little while, and you will see me."
17
କେତଜେଣ ଶିଷ୍ଯ ପରସ୍ପରକୁ କହିଲେ, ଯୀଶୁଙ୍କର ଏପରି କହିବା ଅର୍ଥ କ'ଣ, 'ଅଳ୍ପ ସମୟ ପରେ ତୁମ୍ଭେ ମାେତେ ଦେଖି ପାରିବ ନାହିଁ। ପୁଣି ଆଉ ଅଳ୍ପକ୍ଷଣ ଉତ୍ତା ରେ ତୁମ୍ଭେ ମାେତେ ଦେଖିପାରିବ। ପିତାଙ୍କ ନିକଟକୁ ୟିବାର ଅର୍ଥ କ'ଣ? ତାହାଙ୍କ କଥାର ଅର୍ଥ ତ ଆମ୍ଭେ କିଛି ବୁଝି ପାରୁନାହୁଁ।
17
Some of his disciples therefore said to one another, "What is this that he says to us, 'A little while, and you won't see me, and again a little while, and you will see me;' and, 'Because I go to the Father?'"
18
ଶିଷ୍ଯମାନେ ପଚାରିଲେ, ତାହାଙ୍କ କହିବା ଅନୁସାରେ ସହେି 'ଅଳ୍ପ ସମୟର ଅର୍ଥ କ'ଣ?' ସେ ଏପରି କ'ଣ କହୁଛନ୍ତି ଆମ୍ଭେ ବୁଝିପାରୁନାହୁଁ।
18
They said therefore, "What is this that he says, 'A little while?' We don't know what he is saying."
19
ଯୀଶୁ ଜାଣିଲେ ଯେ ଶିଷ୍ଯମାନେ ତାହାଙ୍କୁ ଏ ବିଷୟ ରେ ପଚାରିବା ପାଇଁ ଇଚ୍ଛା କରୁଛନ୍ତି। ତେଣୁ ସେ ଶିଷ୍ଯମାନଙ୍କୁ କହିଲେ, ମାେ କଥାର ଅର୍ଥ କ'ଣ, ତାହା ତୁମ୍ଭେ ପରସ୍ପରକୁ ପଚାରୁଛ। ମୁଁ କହିଲି, ଅଳ୍ପକ୍ଷଣ ପରେ ତୁମ୍ଭମାନେେ ମାେତେ ଦେଖିପାରିବ ନାହିଁ ଓ ପୁଣି ଆଉ ଅଳ୍ପ ସମୟ ଉତ୍ତା ରେ ତୁମ୍ଭମାନେେ ମାେତେ ଦେଖିପାରିବ।
19
Therefore Jesus perceived that they wanted to ask him, and he said to them, "Do you inquire among yourselves concerning this, that I said, 'A little while, and you won't see me, and again a little while, and you will see me?'
20
ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନେେ କାନ୍ଦିବ ଓ ଦୁଃଖିତ ହବେ, କିନ୍ତୁ ଜଗତ ଆନନ୍ଦିତ ହବେ। ତୁମ୍ଭେ ଦୁଃଖୀ ହବେ, କିନ୍ତୁ ତୁମ୍ଭର ଦୁଃଖ ଆନନ୍ଦ ରେ ପରିଣତ ହବେ,
20
Most assuredly I tell you, that you will weep and lament, but the world will rejoice. You will be sorrowful, but your sorrow will be turned into joy.
21
ଯେତବେେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ୟନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦବୋର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହବୋ ପରେ ସେ କଷ୍ଟ ଭୁଲିଯାଏ। ଜଗତ ରେ ସନ୍ତାନଟିଏ ଜନ୍ମ ହଇେଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ।
21
A woman, when she gives birth, has sorrow, because her time has come. But when she has delivered the child, she doesn't remember the anguish any more, for the joy that a human being is born into the world.
22
ଏହିପରି ତୁମ୍ଭ କ୍ଷେତ୍ର ରେ ମଧ୍ଯ ତାହା ଘଟିବ। ବର୍ତ୍ତମାନ ତୁମ୍ଭେ ଦୁଃଖିତ। କିନ୍ତୁ ମୁଁ ତୁମ୍ଭଙ୍କୁ ପୁଣି ଭଟେିବି ଓ ତୁମ୍ଭମାନେେ ଖୁସି ହବେ। କହେି ତୁମ୍ଭର ଆନନ୍ଦ ନଇେ ୟିବ ନାହିଁ।
22
Therefore you now have sorrow, but I will see you again, and your heart will rejoice, and no one will take your joy away from you.
23
ସହେିଦିନ ତୁମ୍ଭମାନେେ ମାେତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେ ନାମ ରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦବେେ।
23
"In that day you will ask me no questions. Most assuredly I tell you, whatever you may ask of the Father in my name, he will give it to you.
24
ଏପର୍ୟ୍ଯନ୍ତ ତୁମ୍ଭେ ମାେ ନାମ ରେ କିଛି ମାଗି ନାହଁ। ମାଗ, ତୁମ୍ଭମାନେେ ପାଇବ ଓ ତୁମ୍ଭର ଆନନ୍ଦ ପରିପୂର୍ଣ୍ଣ ହବେ।
24
Until now, you have asked nothing in my name. Ask, and you will receive, that your joy may be made full.
25
ମୁଁ ତୁମ୍ଭକୁ ସାଙ୍କତେିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତବେେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟ ରେ ସରଳ ଭାଷା ରେ କହିବି।
25
I have spoken these things to you in figures of speech. But the time is coming when I will no more speak to you in figures of speech, but will tell you plainly about the Father.
26
ତୁମ୍ଭେ ସହେିଦିନ ପରମପିତାଙ୍କୁ ମାେ ନାମ ରେ ଅନକେ ବିଷୟ ମାଗିବ। ମୁଁ କହିଛି, ତୁମ୍ଭ ପାଇଁ ମାେତେ ପରମପିତାଙ୍କୁ କିଛି କହିବାର ଆବଶ୍ଯକତା ପଡିବ ନାହିଁ।
26
In that day you will ask in my name; and I don't say to you, that I will pray to the Father for you,
27
ପରମପିତା ତୁମ୍ଭଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭକୁ ପ୍ ରମେ କରନ୍ତି କାରଣ ତୁମ୍ଭେ ମାେତେ ପ୍ ରମେ କରିଛ। ସେ ତୁମ୍ଭଙ୍କୁ ପ୍ ରମେ କରନ୍ତି କାରଣ ମୁଁ ପରମେଶ୍ବରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ବାସ କରିଛ।
27
for the Father himself loves you, because you have loved me, and have believed that I came forth from God.
28
ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡି ପରମେଶ୍ବରଙ୍କ ପାଖକୁ ଫରେିୟିବି।
28
I came out from the Father, and have come into the world. Again, I leave the world, and go to the Father."
29
ଯୀଶୁଙ୍କର ଶିଷ୍ଯମାନେ କହିଲେ, ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁନାହଁ।
29
His disciples said to him, "Behold, now you speak plainly, and speak no figures of speech.
30
ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁ କିଛି ଜାଣ। ତୁମ୍ଭେ ଜଣଙ୍କୁ ତା'ର ପ୍ରଶ୍ନ ପଚାରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ବାରା ଆମ୍ଭର ବିଶ୍ବାସ ହାଇେଛି ଯେ ତୁମ୍ଭେ ପରମେଶ୍ବରଙ୍କଠାରୁ ଆସିଛ।
30
Now we know that you know all things, and don't need for anyone to question you. By this we believe that you came forth from God."
31
ଯୀଶୁ କହିଲେ, ତବେେ ବର୍ତ୍ତମାନ ତୁମ୍ଭେ ବିଶ୍ବାସ କରୁଛ?
31
Jesus answered them, "Do you now believe?
32
ଶୁଣ! ସମୟ ଆସୁଛି ଯେତବେେଳେ ତୁମ୍ଭେ ଛିନ୍ନଭିନ୍ନ ହଇୟିବେ। ତୁମ୍ଭମାନଙ୍କୁ ମଧ୍ଯରୁ ପ୍ରେତ୍ୟକକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହାଇେ ଚାଲିୟିବ। ସହେି ସମୟ ଆସି ପହଞ୍ଚିଛି। ତୁମ୍ଭେ ମାେତେ ଏକାକୀ ଛାଡି ଦବେ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମାେ ସହିତ ଅଛନ୍ତି।
32
Behold, the time is coming, yes, and has now come, that you will be scattered, everyone to his own place, and you will leave me alone. Yet I am not alone, because the Father is with me.
33
ମାଠାେ ରେ ତୁମ୍ଭମାନେେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲିି। ଏହି ଜଗତ ରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହାସୀ ହୁଅ ମୁଁ ଜଗତକୁ ଜୟ କରିଛି।
33
I have told you these things, that in me you may have peace. In the world you have oppression; but cheer up! I have overcome the world."
Choose Theme