Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 6
Aa
Parallel ଆୟୁବ ପୁସ୍ତକ
Chapter 6
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଏହାପରେ ଆୟୁବ ଉତ୍ତର ଦଇେ କହିଲା, ଯଦି ମାରଦେୁଃଖ ଓଜନ କରାୟାଇ ପାରନ୍ତା।
1
Then Job answered,
2
ଯଦି ମାରେ ସମସ୍ତ ଦୁର୍ଗତି ତରାଜୁର ଏକ ପାଖ ରେ ରଖା ୟାଆନ୍ତା,
2
"Oh that my anguish were weighed, And all my calamity laid in the balances!
3
ତୁମ୍ଭେ ମାରେ ଦୁଃଖକୁ ବୁଝି ପାରନ୍ତ। ମାରେ ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା। ତେଣୁ ସେଥିପାଇଁ ମାରେ କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
3
For now it would be heavier than the sand of the seas, Therefore have my words been rash.
4
ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।
4
For the arrows of the Almighty are within me, My spirit drinks up their poison. The terrors of God set themselves in array against me.
5
ତୁମ୍ଭର ବାକ୍ଯସବୁ କହିବାକୁ ସହଜ, ଯେ ତବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ଯ କିଛି ଅଭିଯୋଗ କରେ ନାହିଁ ଯେ ତବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ଯ କିଛି ଅଭିଯୋଗ କରେ ନାହିଁ, ଯେତବେେଳେ ତା' ନିକଟରେ ତା' ନିଜର ଖାଦ୍ୟ ଥାଏ।
5
Does the wild donkey bray when he has grass? Or does the ox low over his fodder?
6
ଲବଣ ବିନା ଖାଦ୍ୟ ସ୍ବାଦିଷ୍ଟ ଲାଗେ ନାହିଁ। ଅଣ୍ଡାର ଧଳା ଲାଳର ଯମେିତି କୌଣସି ସ୍ବାଦ ନ ଥାଏ।
6
Can that which has no flavor be eaten without salt? Or is there any taste in the white of an egg?
7
ମୁଁ ତାକୁ ସ୍ପର୍ଶ କହିବାକୁ ମନାକରେ କାରଣ ସେପ୍ରକାର ଖାଦ୍ୟ ମାେତେ ରୋଗୀଣା କରି ପକାଏ। ସହେିଭଳି ତୁମ୍ଭର କଥାଗୁଡ଼ିକ ମୁଁ ଅନୁଭବ କରୁଛି।
7
My soul refuses to touch them; They are as loathsome food to me.
8
ମୁଁ ଚାହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି। ମୁଁ ଇଚ୍ଛାକରେ ଯାହା ମାରେ ଦରକାର ପରମେଶ୍ବର ମାେତେ ଦବେେ।
8
"Oh that I might have my request; That God would grant the thing that I long for!
9
ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
9
Even that it would please God to crush me; That he would let loose his hand, and cut me off!
10
ଯଦି ସେ ତାହା କରି ମାେତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷଯ ରେ ଅନ୍ତତଃ ସାନ୍ତ୍ବନା ପାଆନ୍ତି, ଏହି ନିଷ୍ଠୁର ୟନ୍ତ୍ରଣା ମଧିଅରେ ମୁଁ ଆନନ୍ଦ ପାଆନ୍ତି କାରଣ ପରମେଶ୍ବରଙ୍କ ସହେି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।
10
Be it still my consolation, Yes, let me exult in pain that doesn't spare, That I have not denied the words of the Holy One.
11
ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।
11
What is my strength, that I should wait? What is my end, that I should be patient?
12
ମୁଁ ପଥର ଭଳି ଶକ୍ତ ନୁହେଁ। ମାରେ ମାଂସ ତମ୍ବା ରେ ତିଆରି ନୁହେଁ।
12
Is my strength the strength of stones? Or is my flesh of brass?
13
ନିଜକୁ ସାହାୟ୍ଯ କରିବାକୁ ମାରେଶକ୍ତି ବର୍ତ୍ତମାନ ନାହିଁ। କାରଣ ସମସ୍ତ ସଫଳତା ମାଠାରୁେ କାଢ଼ି ନିଆୟାଇଛି।
13
Isn't it that I have no help in me, That wisdom is driven quite from me?
14
ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।
14
"To him who is ready to faint, kindness should be shown from his friend; Even to him who forsakes the fear of the Almighty.
15
କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।
15
My brothers have dealt deceitfully as a brook, As the channel of brooks that pass away;
16
କେତବେେଳେ ବରଫ ରେ ଭର୍ତ୍ତି ହାଇୟୋଏ ଏବଂ ବରଫ ତରଳି ୟାଏ।
16
Which are black by reason of the ice, In which the snow hides itself:
17
କିନ୍ତୁ ସେତବେେଳେ ପାଗ ଉତ୍ତପ୍ତ ଓ ଶୁଖିଲା ଥାଏ ଜଳ ପ୍ରବାହିତ ବନ୍ଦ ହୁଏ।
17
In the dry season, they vanish. When it is hot, they are consumed out of their place.
18
ବ୍ଯବସାଯୀ ତାଙ୍କ ପଥରୁ ପାଣି ଖାଜେିବ ପାଇଁ ବିମୁଖ ହୁଅନ୍ତି। ସମାନେେ ମରୁଭୂମିକୁ ଚାଲିୟାଆନ୍ତି ଓ ହଜିୟାଆନ୍ତି।
18
The caravans that travel beside them turn aside; They go up into the waste, and perish.
19
ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
19
The caravans of Tema looked, The companies of Sheba waited for them.
20
ସମାନେେ ନିଶ୍ଚିତ ଥିଲେ ଯେ ସମାନେେ ନିଶ୍ଚଯ ପାଣି ପାଇବେ କିନ୍ତୁ ଶଷେ ରେ ସମାନେେ ନିରାଶ ହେଲେ।
20
They were distressed because they were confident; They came there, and were confounded.
21
ବର୍ତ୍ତମାନ ତୁମ୍ଭେ ସହେି ଷୋର୍ତଭଳି କିଛି ନୁହଁ। ତୁମ୍ଭେ ମାରେ ବିପଦ ଦେଖି ଭୟଭୀତ ହେଉଅଛ କି ?
21
For now you are nothing. You see a terror, and are afraid.
22
ମୁଁ ତୁମ୍ଭକୁ ସାହାୟ୍ଯ ମାଗିଛି କି ? ନାଁ, କିନ୍ତୁ ତୁମ୍ଭେ ସ୍ବଇଚ୍ଛା ରେ ମାେତେ ତୁମ୍ଭର ଉପଦେଶ ଦେଉଅଛ।
22
Did I say, 'Give to me?' Or, 'Offer a present for me from your substance?'
23
ମୁଁ ତୁମ୍ଭକୁ କହିଛି କି ? ' ମାେତେ ଶତ୍ରୁ କବଳରୁ ଉଦ୍ଧାର କର। ମାେତେ ନିଷ୍ଠୁର ଲୋକଙ୍କ କବଳରୁ ବଞ୍ଚାଅ।'
23
Or, 'Deliver me from the adversary's hand?' Or, 'Redeem me from the hand of the oppressors?'
24
ମାେତେ ଶିକ୍ଷା ଦିଅ। ତା' ଉତ୍ତା ରେ ମୁଁ ନିରବ ରହିବି। ମାେତେ କୁହ ମୁଁ କ'ଣ ଭୁଲ କରୁଛି।
24
"Teach me, and I will hold my peace; Cause me to understand wherein I have erred.
25
ସାଧୁ ବାକ୍ଯ ବଡ଼ ଶକ୍ତିଶାଳୀ, କିନ୍ତୁ ତୁମ୍ଭର ୟୁକ୍ତି କିଛି ପ୍ରମାଣ କରୁନାହିଁ।
25
How forcible are words of uprightness! But your reproof, what does it reprove?
26
ତୁମ୍ଭେ କ'ଣ ମାେତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ ଯେ, ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।
26
Do you intend to reprove words, Seeing that the speeches of one who is desperate are as wind?
27
ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ଯ ଗୁଳାବାଣ୍ଟ କରିବ, ତୁମ୍ଭେ ନିଜର ବନ୍ଧୁକୁ ମଧ୍ଯ ବିକ୍ରି କରିଦବେ।
27
Yes, you would even cast lots for the fatherless, And make merchandise of your friend.
28
ଏବେ ବର୍ତ୍ତମାନ ତୁମ୍ଭେ ମାରେ ମୁହଁ ଦେଖି କୁହ ମୁଁ ତୁମ୍ଭକୁ ମିଛ କହିବି? ନା !
28
Now therefore be pleased to look at me, For surely I shall not lie to your face.
29
ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ। ପୁନର୍ବାର ବିଚାର କର ମୁଁ ନିରୀହ ଅଟେ।
29
Please return. Let there be no injustice; Yes, return again, my cause is righteous.
30
ମୁଁ ମିଛ କହୁନାହିଁ ।ଏବଂ ମୁଁ ଜାଣେ କେଉଁଟି ଭଲ ଓ ମନ୍ଦ।
30
Is there injustice on my tongue? Can't my taste discern mischievous things?
Choose Theme