ଆୟୁବ ପୁସ୍ତକ 34:27
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
କାହିଁକି ? କାରଣ ଦୁଷ୍ଟ ଲୋକେ ପରମେଶ୍ବରଙ୍କୁ ମାନନ୍ତି ନାହିଁ। ସହେି ମନ୍ଦ ଲୋକଗୁଡ଼ାକ ପରମେଶ୍ବର ଯାହା ଚାହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।
World English Bible
Because they turned aside from following him, And wouldn't have regard in any of his ways: