Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 30
Aa
Parallel ଆୟୁବ ପୁସ୍ତକ
Chapter 30
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
କିନ୍ତୁ ବର୍ତ୍ତମାନ ଯେଉଁମାନେ ମାେ'ଠାରୁ ବଯସ ରେ ସାନ ସମାନେେ ମଧ୍ଯ ମାେତେ ପରିହାସ କରୁଛନ୍ତି। ଆଉ ସମାନଙ୍କେ ପିତାଗଣ ଏଭଳି ଅ ଯୋଗ୍ଯ ଯେ ମୁଁ ସମାନଙ୍କେୁ ମାେ ମେଣ୍ଢା ପଲ କରୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
1
"But now those who are younger than I, have me in derision, Whose fathers I would have disdained to put with my sheep dogs.
2
ସହେି ୟୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସମାନେେ ମାେତେ ସାହାୟ୍ଯ କରିପାରିବେ ନାହିଁ। ସମାନେେ ଆଦି ବୃଦ୍ଧ କ୍ଲାନ୍ତ, ସମାନଙ୍କେ ମାଂସପେଶୀ ରେ ଶକ୍ତି ସାମର୍ଥ ଆଉ ନାହିଁ।
2
Of what use is the strength of their hands to me, Men in whom ripe age has perished?
3
ସମାନେେ ମଲା ମଣିଷ ଭଳି। ସମାନେେ ଖାଦ୍ୟ ବିନା ଅନାହାର ରେ ସଢ଼ଛନ୍ତି। ବାଧ୍ଯ ହାଇେ ମରୁଭୂମିର ଶୁଖିଲା ଧୂଳି ରେ ପଟେ ପୁରାଉଛନ୍ତି।
3
They are gaunt from lack and famine. They gnaw the dry ground, in the gloom of waste and desolation.
4
ସମାନେେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି ଓ ରତମେ ବୃକ୍ଷର ଚରେ ଖାଇ ବଞ୍ଚନ୍ତି।
4
They pluck salt herbs by the bushes. The roots of the broom are their food.
5
ସମାନେେ ବାଧ୍ଯ ହାଇେ ଅନ୍ୟମାନଙ୍କଠାରୁ ପଳାଯନ କରନ୍ତି। ଚୋରକୁ ଦେଖିଲା ପରି, ଲୋକମାନେ ସମାନଙ୍କେ ଉପରେ ପାଟି କରନ୍ତି।
5
They are driven forth from the midst of men; They cry after them as after a thief;
6
ଶୁଖିଲା ନଦୀ ଶୟ୍ଯା, ପାହାଡ଼ ଗୁମ୍ଫା ଓ ମାଟି ରେ ଥିବା ଗାତ ରେ ସମାନେେ ରହିବାକୁ ବାଧ୍ଯ।
6
So that they dwell in frightful valleys, And in holes of the earth and of the rocks.
7
ସମାନେେ ବୁଦା ରେ ରହି ଗଧପରି ବୋବାନ୍ତି ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
7
Among the bushes they bray; And under the nettles they are gathered together.
8
ସମାନେେ ଦଳେ ଅ ଯୋଗ୍ଯ ନାମହୀନ ଲୋକ। ୟିଏ କି ବାଧ୍ଯ ହାଇେ ଦେଶ ଛାଡ଼ିଥିଲେ।
8
They are children of fools, yes, children of base men. They were flogged out of the land.
9
ବର୍ତ୍ତମାନ ସହେି ଲୋକମାନଙ୍କର ପୁଅମାନେ ମାେତେ ନଇେ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମାେ ନାଁ ଏକ ଅପଶବ୍ଦ ରେ ପରିଣତ ହାଇେଛି।
9
"Now I have become their song. Yes, I am a byword to them.
10
ସହେି ୟୁବକମାନେ ମାେତେ ଘୃଣା କରନ୍ତି। ମାଠାରୁେ ଦୂ ରଇେ ଛିଡ଼ା ହୁଅନ୍ତି ଏବଂ ସମାନେେ ଭାବନ୍ତି ମାେ'ଠାରୁ ବହୁତ ଭଲ ଏପରିକି ସମାନେେ ମାେ ମୁହଁ ରେ ଛପେ ପକାନ୍ତି।
10
They abhor me, they stand aloof from me, And don't hesitate to spit in my face.
11
ପରମେଶ୍ବର ମାେ ଧନୁରୁ ବାଣ କାଢ଼ି ନଇେଛନ୍ତି ଏବଂ ମାେତେ ଦୁର୍ବଳ କରି ଦଇେଛନ୍ତି। ସହେି ୟୁବକମାନେ ସମସ୍ତ ପ୍ରକାର ଆକ୍ଷପେ କରନ୍ତି, ଯେତବେେଳେ ମାେତେ ଦେଖନ୍ତି।
11
For he has untied his cord, and afflicted me; And they have thrown off restraint before me.
12
ସମାନେେ ମାରେ ଡ଼ାହାଣ ପଟରୁ ଆକ୍ରମଣ କରନ୍ତି। ସମାନେେ ମାରେ ପାଦକୁ ମାଠାରୁେ ଠଲେି ଦିଅନ୍ତି ଯାହା ମୁଁ ଗୋଟିଏ ଆକ୍ରାନ୍ତ ହାଇେଥିବା ସହର ମାେ ପାଚରେୀ ବିରୁଦ୍ଧ ରେ ସମାନେେ ମାଟିର ମଞ୍ଚ ନିର୍ମାଣ କରନ୍ତି।
12
On my right hand rise the rabble. They thrust aside my feet, They cast up against me their ways of destruction.
13
ସମାନେେ ମାରେ ରାସ୍ତାକୁ ଜଗନ୍ତି। ମୁଁ ଯାହା ଫଳ ରେ ପଳାଯନ କରିପା ରେ ନାହିଁ। ମାେତେ ଧ୍ବଂସ କରିବା ରେ ସମାନେେ ସଫଳ ହୁଅନ୍ତି। ସମାନେେ କାହାରି ସାହାୟ୍ଯ ଆବଶ୍ଯକ କରନ୍ତି ନାହିଁ।
13
They mar my path, They set forward my calamity, Without anyone's help.
14
ସମାନେେ ପାଚରେୀ ରେ ଏକ ସିନ୍ଧି କରନ୍ତି ଓ ୟୋର ଜବରଦସ୍ତ ସହେି ମଧ୍ଯ ଦଇେ ପ୍ରବେଶ କରନ୍ତି। ଝଡ଼ର ତାଣ୍ଡବ ଲୀଳା ରେ ସମାନେେ ସହଜ ରେ ଗତି କରନ୍ତି।
14
As through a wide breach they come, In the midst of the ruin they roll themselves in.
15
ମୁଁ ଭୟ ରେ ଥରୁଅଛି। ବାଯୁ ଜିନିଷସବୁକୁ ଉଡ଼ାଇ ନଲୋଭଳି ସମାନେେ ମାରେ ସମ୍ମାନକୁ ଉଡ଼ଇେ ନେଉଛନ୍ତି। ମେଘଭଳି ମାରେନିରାପତ୍ତା ହଜିଯାଉଛି।
15
Terrors are turned on me. They chase my honor as the wind. My welfare has passed away as a cloud.
16
ବର୍ତ୍ତମାନ ମାରଜେୀବନ ପ୍ରାଯ ଶଷେ ହାଇଗେଲାଣି ଏବଂ ଶୀଘ୍ର ମୁଁ ମରିୟିବି। ୟନ୍ତ୍ରଣାର ଦିନଗୁଡ଼ିକ ମାେତେ ମାଡ଼ି ବସିଲାଣି।
16
"Now my soul is poured out within me. Days of affliction have taken hold on me.
17
ମାରେ ଦହରେ ସମସ୍ତ ହାଡ଼ ରାତି ରେ ୟନ୍ତ୍ରଣା ଦିଏ। ମାରେ କଷ୍ଟ କବେେ ମାେତେ ଚୋବଇବୋ ବନ୍ଦ କରେ ନାହିଁ।
17
In the night season my bones are pierced in me, And the pains that gnaw me take no rest.
18
ଅତ୍ଯଧିକ ଶକ୍ତି ରେ ମାରେ ଲୁଗା ମାେଡ଼ିମାଡ଼ି ହାଇେ ଆକାର ବିହୀନ ହାଇୟୋଇଛି, ମାରେଲୁଗାର ଗଳାବନ୍ଧା ମାରେ ଶ୍ବାସରୋଧ କରୁଛି।
18
By great force is my garment disfigured. It binds me about as the collar of my coat.
19
ପରମେଶ୍ବର ମାେତେ କାଦୁଅ ରେ ଫିଙ୍ଗି ଦେଲେ ଓ ମୁଁ ମଇଳା ଓ ପାଉଁଶ ଭଳି ହାଇଗଲିେ।
19
He has cast me into the mire. I have become like dust and ashes.
20
ପରମେଶ୍ବର ତୁମ୍ଭର ସାହାୟ୍ଯ ପାଇଁ ମୁଁ ଚିତ୍କାର କରେ କିନ୍ତୁ ତୁମ୍ଭେ ଉତ୍ତର ଦିଅନାହିଁ ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
20
I cry to you, and you do not answer me. I stand up, and you gaze at me.
21
ହେ ପରମେଶ୍ବର, ତୁମ୍ଭେ ଜାରେ ପବନ ଦ୍ବାରା ମାେତେ ଉଡ଼ାଇ ଦିଅ। ତୁମ୍ଭେ ମାେତେ ଝଡ଼ ଚାରିଆଡ଼େ ଫିଙ୍ଗିଦିଅ।
21
You have turned to be cruel to me. With the might of your hand you persecute me.
22
ପରମେଶ୍ବର ବତାଶ ରେ ଉଡ଼ିୟିବାକୁ ମାେତେ ଅନୁମତି ଦିଅ। ତୁମ୍ଭେ ଝଡ଼ ରେ ମାେତେ ଫିଙ୍ଗି ଦଅ।
22
You lift me up to the wind, and drive me with it. You dissolve me in the storm.
23
ମୁଁ ଜାଣେ ତୁମ୍ଭେ ମୃତ୍ଯୁ ଆଡ଼କୁ କଢ଼ାଇ ଦବେ। ପ୍ରେତ୍ୟକକ ଜୀବିତ ବ୍ଯକ୍ତି ନିଶ୍ଚଯ ମରିବେ।
23
For I know that you will bring me to death, To the house appointed for all living.
24
କିନ୍ତୁ ନିଶ୍ଚଯ କହେି ଜଣକୁ ଆଘାତ କରିବନି ୟିଏ ବିନଷ୍ଟ ହାଇେ ୟାଇଛି ଏବଂ ସାହାୟ୍ଯ ପାଇଁ କାନ୍ଦୁଛି।
24
"However doesn't one stretch out a hand in his fall? Or in his calamity therefore cry for help?
25
ହେ ପରମେଶ୍ବର ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି। ଦୀନ ଦୁଃଖିଙ୍କ ପାଇଁ ମାରହେୃଦଯ ଦୁଃଖ ରେ ଭାଙ୍ଗି ପଡ଼ିଛି।
25
Didn't I weep for him who was in trouble? Wasn't my soul grieved for the needy?
26
କିନ୍ତୁ ମୁଁ ଯେତବେେଳେ ଭଲ ଜିନିଷ ଚା ହେଁ, ତା' ବଦଳ ରେ ଖରାପ ଜିନିଷ ପାଏ। ମୁଁ ଯେତବେେଳେ ଆଲୋକର ସନ୍ଧାନ କରେ ସେତବେେଳେ ଅନ୍ଧକାର ମାଡ଼ି ଆ ସେ।
26
When I looked for good, then evil came; When I waited for light, there came darkness.
27
ମାରେ ଅନ୍ତନାଳୀ ଆଲୋଡିତ ହେଉଛି। ୟନ୍ତ୍ରଣାର ଶଷେ ନାହିଁ ଏବଂ ବର୍ତ୍ତମାନ ମାତ୍ର ୟନ୍ତ୍ରଣା ଆରମ୍ଭ ହାଇେଛି।
27
My heart is troubled, and doesn't rest. Days of affliction have come on me.
28
ଶାେକ କରି ମୁଁ ଚାରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ବନା ପାଏ ନାହିଁ। ମୁଁ ପ୍ରାର୍ଥନା ସଭା ରେ ଛିଡ଼ା ହୁଏ ଓ ସାହାୟ୍ଯ ପାଇଁ ଆର୍ତ୍ତନାଦ କରେ।
28
I go mourning without the sun. I stand up in the assembly, and cry for help.
29
ବଣର କୁକୁର ଓ ମରୁଭୂମିର ଓଟପକ୍ଷୀ ଭଳି ମୁଁ ଏକୁଟିଆ।
29
I am a brother to jackals, And a companion to ostriches.
30
ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।
30
My skin grows black and peels from me. My bones are burned with heat.
31
ବିଷାଦର ଗୀତ ଗାଇବା ପାଇଁ ମାରେ ବୀଣା ବନ୍ଧା ହାଇେଛି। କରୁଣ କ୍ରନ୍ଦନ କଲାଭଳି ମାରେ ବଂଶୀ ଶବ୍ଦ ସୃଷ୍ଟି କରୁଛି।
31
Therefore is my harp turned to mourning, And my pipe into the voice of those who weep.
Choose Theme