Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 24
Aa
Parallel ଆୟୁବ ପୁସ୍ତକ
Chapter 24
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
କାହିଁକି ସର୍ବଶକ୍ତିମାନଙ୍କଠାରୁ ସମୟ ଲୁଚି ରହନେି, କିନ୍ତୁ ଯେଉଁମାନେ ତାଙ୍କୁ ଜାଣନ୍ତି, କେତବେେଳେ ସେ ପଦକ୍ଷପେ ନବେେ ତାହା ଜାଣନ୍ତି।
1
"Why aren't times laid up by the Almighty? Why don't those who know him see his days?
2
କହେି କହେି ବ୍ଯକ୍ତି ନିଜର ଜମିର ସୀମାକୁ ଘୁଞ୍ଚାଇ ପଡ଼ୋଶୀର ଜମି ମାରି ଦବୋକୁ ଚେଷ୍ଟା କରନ୍ତି। କହେି ଅନ୍ୟର ମଷେପଲ ହରଣ କରି ଅନ୍ୟ ଚରାଭୂମିକୁ ନଇେ ୟାଆନ୍ତି।
2
There are people who remove the landmarks. They violently take away flocks, and feed them.
3
ସମାନେେ ଅନାଥମାନଙ୍କ ଗଧକୁ ଚୋରାଇ ନିଅନ୍ତି। କହେି ବିଧବାର ଗାଈ ନଇେ ବନ୍ଧକ ରୂପେ ରଖନ୍ତି ଯେ ପର୍ୟ୍ଯନ୍ତ ସେ ତା'ର ପ୍ରାପ୍ଯ ପରିଶାଧେ ନ କରିଛି।
3
They drive away the donkey of the fatherless, And they take the widow's ox for a pledge.
4
ସମାନେେ ଗରିବ ଲୋକର ଗୃହରୁ ତଡ଼ିଦଇେ ଏଣତେଣେେ ବୁଲିବାକୁ ଛାଡ଼ି ଦିଅନ୍ତି। ଏହି ଗରିବମାନେ ସମାନଙ୍କେ କୋପରୁ ରକ୍ଷା ପାଇବାକୁ ଲୁଚି ବୁଲନ୍ତି।
4
They turn the needy out of the way. The poor of the earth all hide themselves.
5
ଗରୀବ ଲୋକମାନେ ବଣୁଆ ଗଧଭଳି ମରୁଭୂମିରେ ଖାଦ୍ୟ ଅନ୍ବଷେଣ ରେ ଉଚ୍ଚସ୍ଥଳ ଘୁରି ବୁଲନ୍ତି। ସମାନେେ ପ୍ରାତଃକାଳରୁ ଉଠି ଖାଦ୍ୟ ଅନ୍ବଷେଣ ରେ ବୁଲନ୍ତି। ସମାନେେ ନିଜ ପିଲାମାନଙ୍କ ଖାଦ୍ୟ ପାଇଁ ବିଳମ୍ବିତ ସନ୍ଧ୍ଯା ପର୍ୟ୍ଯନ୍ତ ପରିଶ୍ରମ କରନ୍ତି।
5
Behold, as wild donkeys in the desert, They go forth to their work, seeking diligently for food; The wilderness yields them bread for their children.
6
ଗରିବ ଲୋକମାନେ ବହୁତ ବିଳମ୍ବିତ ରାତ୍ରିୟାଏ ଫସଲ ଅମଳ କରନ୍ତି। ସମେନେ ନିଶ୍ଚଯ ଧନୀ ଲୋକମାନଙ୍କ ପାଇଁ ତାଙ୍କ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ସଂଗ୍ରହ କରନ୍ତି।
6
They cut their provender in the field. They glean the vineyard of the wicked.
7
ଗରିବ ଲୋକେ ବିନା ବସ୍ତ୍ର ରେ ସାରା ରାତି ଶଯନ କରନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ସମାନଙ୍କେ ନିକଟରେ ଘାଡ଼ୋଇବା ବସ୍ତ୍ର ନ ଥାଏ।
7
They lie all night naked without clothing, And have no covering in the cold.
8
ସମାନେେ ପାହାଡ଼ ପର୍ବତ ରେ ବର୍ଷା ରେ ଭିଜନ୍ତି। ଥଣ୍ଡାରୁ ରକ୍ଷା ପାଇବାକୁ ସମାନଙ୍କେ ପାଖ ରେ କିଛି ନଥାଏ। ତେଣୁ ସମାନେେ ବଡ଼ ପଥର ପାଖ ରେ ଶରଣ ନିଅନ୍ତି ଥଣ୍ଡାରୁ ରକ୍ଷା ପାଇବା ପାଇଁ।
8
They are wet with the showers of the mountains, And embrace the rock for lack of a shelter.
9
ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ଯପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସମାନେେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ବରୂପ ରଖନ୍ତି।
9
There are those who pluck the fatherless from the breast, And take a pledge of the poor,
10
ଗରିବ ଲୋକର ବସ୍ତ୍ର ନ ଥିବାରୁ ସମାନେେ ଉଲଗ୍ନ ହାଇେ କାମ କରନ୍ତି। ସମାନେେ ଧାନ ବିଡ଼ା ବୁହନ୍ତି, ତଥାପି ସମାନେେ କ୍ଷୁଧାର୍ତ୍ତ ହାଇେ ୟାଆନ୍ତି।
10
So that they go around naked without clothing. Being hungry, they carry the sheaves.
11
ଗରିବ ଲୋକେ ତଲେ ଉତ୍ପନ୍ନ କରନ୍ତି। ସମାନେେ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ରସ ନଇେ ମଦ୍ଯ ପ୍ରସ୍ତୁତ ରେ ସାହାୟ୍ଯ କରନ୍ତି ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।
11
They make oil within the walls of these men. They tread wine presses, and suffer thirst.
12
ସହର ରେ ମରୁଥିବା ମନୁଷ୍ଯମାନଙ୍କ କାନ୍ଦଣା ତୁମ୍ଭେ ନିଶ୍ଚଯ ଶୁଣିପାରୁଥିବ। ସହେି ଦୁଃଖି ମନୁଷ୍ଯମାନଙ୍କର ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର, ପରମେଶ୍ବର କାନ ରେ ଶୁଣି ପାରନ୍ତି ନାହିଁ।
12
From out of the populous city, men groan. The soul of the wounded cries out, Yet God doesn't regard the folly.
13
କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।
13
"These are of those who rebel against the light; They don't know the ways of it, Nor abide in the paths of it.
14
ହତ୍ଯାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ଯା କରେ ଏବଂ ରାତି ରେ ସେ ଚୋର ପାଲଟିୟାଏ।
14
The murderer rises with the light. He kills the poor and needy. In the night he is like a thief.
15
ଯେଉଁ ମନୁଷ୍ଯ ବ୍ଯଭିଚାର କରେ ରାତି ହବୋକୁ ଅପେକ୍ଷା କରେ। ସେ ଭାବେ, 'କହେି ତାକୁ ଦେଖି ପାରିବେ ନାହିଁ।' ତଥାପି ସେ ତା'ର ମୁଖକୁ ଘାଡ଼ୋଇଥାଏ।
15
The eye also of the adulterer waits for the twilight, Saying, 'No eye shall see me.' He disguises his face.
16
ରାତି ହେଲେ ଦୁଷ୍ଟ ଲୋକ ଅନ୍ଧକାର ରେ ଅନ୍ୟ ଲୋକର ଘର ଭାଙ୍ଗି ପଶେ କିନ୍ତୁ ଦିନ ବେଳେ ନିଜ ଘ ରେ କବାଟ କିଳି ରହିଥାଏ, ଏବଂ ଆଲୁଅଠାରୁ ଦୂର ରେ ରୁହନ୍ତି।
16
In the dark they dig through houses. They shut themselves up in the daytime. They don't know the light.
17
ଦୁଷ୍ଟଲୋକ ପାଇଁ ଘନ ଅନ୍ଧକାର ରାତି ହିଁ ସକାଳ ସଦୃଶ। ସମାନେେ ଅନ୍ଧକାର ରେ ଭୟାନକତା ରେ ଅଭ୍ଯସ୍ତ।
17
For the morning is to all of them like thick darkness, For they know the terrors of the thick darkness.
18
ବନ୍ଯା ଜଳ ରେ ବସ୍ତ୍ର ଭାସିଗଲା ପରି ଦୁଷ୍ଟଲୋକ ଭାସିୟାଏ। ଯେଉଁ ଜମିର ସେ ମାଲିକ ଥାଏ ତାହା ଶଷେ ରେ ତା' ପାଇଁ ଅଭିଶାପରେ ପରିଣତ ହୁଏ। ତେଣୁ ସମାନେେ ନିଜ କ୍ଷତରେୁ ମଧ୍ଯ ଅଙ୍ଗୁର ସଂଗ୍ରହ କରି ପାରନ୍ତି ନାହିଁ।
18
"They are foam on the surface of the waters. Their portion is cursed in the earth: They don't turn into the way of the vineyards.
19
ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନଇୟୋଏ। ଠିକ୍ ସହେିଭଳି ସେ ପାପୀମାନେ କବରକୁ ବୁହା ହବେେ।
19
Drought and heat consume the snow waters; So does Sheol those who have sinned.
20
ଏପରିକି ଦୁଷ୍ଟ ବ୍ଯକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା' ତାକୁ ପାଶୋରିବ। ତା'ର ସୁଗଠିତ ହୃଦଯ ସହିତ ଶରୀର କୀଟମାନଙ୍କ ସୁସ୍ବାଦୁ ଖାଦ୍ୟ ହବେ। ଲୋକେ ତାକୁ ମନେ ରଖିବେ ନାହିଁ। ସହେି ଦୁଷ୍ଟ ଲୋକଟି ପଚା ବାଡ଼ିପରି ଭାଙ୍ଗି ପଡ଼ିବ।
20
The womb shall forget him. The worm shall feed sweetly on him. He shall be no more remembered. Unrighteousness shall be broken as a tree.
21
ଦୁଷ୍ଟଲୋକ ବନ୍ଧ୍ଯା ନାରୀକୁ ଆଘାତ କରେ। ଏବଂ ସେ ବିଧବା ନାରୀମାନଙ୍କୁ ସାହାୟ୍ଯ କରିବାକୁ ମନା କରେ।
21
He devours the barren who don't bear. He shows no kindness to the widow.
22
ଦୁଷ୍ଟ ଲୋକମାନେ ତାଙ୍କ ଶକ୍ତି ବ୍ଯବହାର କରନ୍ତି ଶକ୍ତିଶାଳୀ ଲୋକମାନଙ୍କୁ ଧ୍ବଂସ କରିବାକୁ। ଯଦିଓ ଦୁଷ୍ଟ ଲୋକ ହୁଏତ ଶକ୍ତିଶାଳୀ ସମାନେେ ତାଙ୍କ ନିଜ ଜୀବନ ବିଷଯ ରେ ନିଶ୍ଚଯତା ନାହିଁ।
22
Yet God preserves the mighty by his power. He rises up who has no assurance of life.
23
ଦୁଷ୍ଟଲୋକ ଅଳ୍ପ ସମୟ ପାଇଁ ନିଜକୁ ନିର୍ଭର ଓ ନିରାପଦ ମଣେ। ସମାନେେ ଶକ୍ତିଶାଳୀ ହବୋକୁ ଚେଷ୍ଟା କରନ୍ତି।
23
God gives them security, and they rest in it. His eyes are on their ways.
24
ଦୁଷ୍ଟ ଲୋକ କମ୍ ସମୟରେ ସଫଳତା ହାସଲ କଲବେି ଶଷେ ରେ ସମାନେେ ଚିରଦିନ ଲାଗି ବିଦାଯ ନବେେ। ସମାନେେ ଶଷେ ରେ ଶସ୍ଯ କଣାଭଳି କଟା ହବେେ ଠିକ୍ ଅନ୍ୟମାନଙ୍କ ପରି।
24
They are exalted; yet a little while, and they are gone. Yes, they are brought low, they are taken out of the way as all others, And are cut off as the tops of the ears of grain.
25
ମୁଁ ଶପଥ କରି କହିପା ରେ। ଏସବୁ ସତ୍ଯ ଅଟେ। କିଏ ପ୍ରମାଣ କରିବ ଯେ ମୁଁ ମିଥ୍ଯା କହୁଛି ? କିଏ ଦଖାଇେ ଦଇେ ପାରିବ ମୁଁ ଭୁଲ୍ କରୁଛି ବୋଲି ?
25
If it isn't so now, who will prove me a liar, And make my speech worth nothing?"
Choose Theme