Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 23
Aa
Parallel ଆୟୁବ ପୁସ୍ତକ
Chapter 23
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତା'ପରେ ଆୟୁବ ଉତ୍ତର ଦଲୋ,
1
Then Job answered,
2
ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।
2
"Even today is my complaint rebellious. His hand is heavy in spite of my groaning.
3
ମୁଁ ଇଚ୍ଛା କରେ ମୁଁ ଜାଣିଥାନ୍ତି ପରମେଶ୍ବର କେଉଁଠି ମିଳିବେ ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ୟାଇ ହବେ।
3
Oh that I knew where I might find him! That I might come even to his seat!
4
ମୁଁ ମାରେ କଥା ତାଙ୍କ ଆଗ ରେ ବର୍ଣ୍ଣନା କରିବି। ମୁଁ ଯେ ନିର୍ଦ୍ ଦୋଷ ଏକଥା ତାଙ୍କ ଆଗ ରେ ୟୁକ୍ତି ବଳ ରେ ଉପସ୍ଥାପନା କରିବି।
4
I would set my cause in order before him, And fill my mouth with arguments.
5
ମୁଁ ଜାଣିବାକୁ ଚା ହେଁ ପରମେଶ୍ବର ମାେ ୟୁକ୍ତିର କିପରି ଉତ୍ତର ଦବେେ। ପରମେଶ୍ବରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଚା ହେଁ।
5
I would know the words which he would answer me, And understand what he would tell me.
6
ପରମେଶ୍ବର କ'ଣ ତାଙ୍କର ଶକ୍ତି ମାେ ବିରୁଦ୍ଧ ରେ ପ୍ରଯୋଗ କରିବେ ? ନା ସେ ମାେ କଥା ଶୁଣିବେ।
6
Would he contend with me in the greatness of his power? No, but he would listen to me.
7
ମୁଁ ଜଣେ ସଚ୍ଚୋଟ ଲୋକ। ପରମେଶ୍ବର ନିଶ୍ଚିତ ମାେ କାହାଣୀ କହିବାକୁ ମାେତେ ଦବେେ। ତା'ପରେ ମାରେ ବିଚାରକର୍ତ୍ତା ମାେତେ ମୁକ୍ତି କରିଦବେ।
7
There the upright might reason with him, So I should be delivered forever from my judge.
8
କିନ୍ତୁ ମୁଁ ଯଦି ପୂର୍ବକୁ ୟାଏ ପରମେଶ୍ବର ସଠାେରେ ନାହାଁନ୍ତି। ମୁଁ ପଶ୍ଚିମକୁ ୟାଏ ସଠାେରେ ପରମେଶ୍ବରଙ୍କୁ ଦେଖିପା ରେ ନାହିଁ।
8
"If I go east, he is not there; If west, I can't find him;
9
ଯେତବେେଳେ ପରମେଶ୍ବର ଉତ୍ତର ରେ କାମ କରୁଛନ୍ତି, ମୁଁ ଯଦି ସଠାେରେ ତାଙ୍କୁ ଦେଖିପାରୁ ନାହିଁ। ପରମେଶ୍ବର ଯଦି ଦକ୍ଷିଣକୁ ୟାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
9
He works to the north, but I can't see him; He turns south, but I can't catch a glimpse of him.
10
ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।
10
But he knows the way that I take. When he has tried me, I shall come forth like gold.
11
ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
11
My foot has held fast to his steps. His way have I kept, and not turned aside.
12
ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
12
I haven't gone back from the commandment of his lips. I have treasured up the words of his mouth more than my necessary food.
13
କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
13
But he stands alone, and who can oppose him? What his soul desires, even that he does.
14
ପରମେଶ୍ବର ମାେ ପ୍ରତି ଯାହା କରିବାକୁ ଚାହାଁନ୍ତି ତାହା ସେ ନିଶ୍ଚଯ କରିବେ। ତାଙ୍କର ମଧ୍ଯ ମାେ ପ୍ରତି ଅନକେ କିଛି କରିବାକୁ ଯୋଜନା ଥିବ।
14
For he performs that which is appointed for me. Many such things are with him.
15
ସେଥିପାଇଁ ମୁଁ ପରମେଶ୍ବରଙ୍କୁ ଭୟ କରେ। ମୁଁ ଏକଥା ବୁଝିପା ରେ। ତେଣୁ ମୁଁ ପରମେଶ୍ବରଙ୍କୁ ଭୟ କରେ।
15
Therefore I am terrified at his presence. When I consider, I am afraid of him.
16
ପରମେଶ୍ବର ମାରେ ହୃଦଯକୁ ଦୁର୍ବଳ କରିଛନ୍ତି। ମୁଁ ସାହସ ହରାଇ ଦେଉଛି। ସର୍ବଶକ୍ତିମାନ ପରମେଶ୍ବର ମାେତେ ଭୟଭୀତ କରୁଛନ୍ତି।
16
For God has made my heart faint. The Almighty has terrified me.
17
ମାେ ଉପରେ ଘଟିୟାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମାେ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି। କିନ୍ତୁ ସହେି କଳା ଅନ୍ଧକାର ମାେତେ ଚୁପ୍ କରି ରଖିପାରବ ନାହିଁ।
17
Because I was not cut off before the darkness, Neither did he cover the thick darkness from my face.
Choose Theme