Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 20
Aa
Parallel ଆୟୁବ ପୁସ୍ତକ
Chapter 20
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତା'ପରେ ନାମାଥୀଯ ସୋଫର ଉତ୍ତର ଦଇେ କହିଲା,
1
Then Zophar the Naamathite answered,
2
ମାରେ ଉଦବଗେ ଚିନ୍ତା ମାେତେ ବାଧ୍ଯ କରିଛି ତୁମକୁ ଉତ୍ତର ଦବୋ ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।
2
"Therefore do my thoughts give answer to me, Even by reason of my haste that is in me.
3
ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।
3
I have heard the reproof which puts me to shame; The spirit of my understanding answers me.
4
ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପା ରେ ନାହିଁ।
4
Don't you know this from old time, Since man was placed on earth,
5
ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।
5
That the triumphing of the wicked is short, The joy of the godless but for a moment?
6
ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପା ରେ। ତା'ର ମସ୍ତକ ମେଘକୁ ଛୁଇଁ ପା ରେ।
6
Though his height mount up to the heavens, And his head reach to the clouds,
7
କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'
7
Yet he shall perish forever like his own dung, Those who have seen him shall say, 'Where is he?'
8
ସେ ସ୍ବପ୍ନ ଭଳି ମିଳାଇୟିବ। ଆଉ ତାକୁ କହେି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ବପ୍ନ ଭଳି ଭୁଲି ହାଇଯେିବ।
8
He shall fly away as a dream, and shall not be found: Yes, he shall be chased away like a vision of the night.
9
ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।
9
The eye which saw him shall see him no more, Neither shall his place any more see him.
10
ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।
10
His children shall seek the favor of the poor. His hands shall give back his wealth.
11
ଯେତବେେଳେ ସେ ୟୁବକ ଥିଲା, ତା'ର ହାଡ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ଯାନ୍ଯ ଅଙ୍ଗଭଳି ସେ ମଧ୍ଯ ଶୀଘ୍ର ମାଟି ରେ ମିଶିୟିବ।
11
His bones are full of his youth, But youth shall lie down with him in the dust.
12
ଦୁଷ୍ଟତା ତା' ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା' ଜିଭତଳେ ରେଖ।
12
"Though wickedness is sweet in his mouth, Though he hide it under his tongue,
13
ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ଯାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖ ରେ ଏହା ଥାଏ।
13
Though he spare it, and will not let it go, But keep it still within his mouth;
14
ସେ ମିଠା ତା'ର ପାକସ୍ଥଳୀ ରେ ବିଷ ରେ ପରିଣତ ହୁଏ ଏବଂ ତାହା ତିକ୍ତ ବିଷ ତା' ଭିତ ରେ ହାଇୟୋଏ, ଯେପରି ସାପର ବିଷ।
14
Yet his food in his bowels is turned. It is cobra venom within him.
15
ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉଦ୍ଗାର କରିବ। ପରମେଶ୍ବର ତାହା ତାକୁ ବାନ୍ତି କରାଇ ଦବେେ।
15
He has swallowed down riches, and he shall vomit them up again. God will cast them out of his belly.
16
ସାପର ଗରଳ ଦୁଷ୍ଟ ଲୋକର ପାନୀଯ ରେ ପରିଣତ ହବେ। ସହେି ସାପର ବିଷଦାନ୍ତ ଶଷେ ରେ ତାକୁ ଦଂଶନ କରି ମାରିବ।
16
He shall suck cobra venom. The viper's tongue shall kill him.
17
ଦୁଷ୍ଟ ଲୋକ ଜଳଷୋର୍ତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପ ଭୋଗ କରି ପାରନ୍ତି ନାହିଁ।
17
He shall not look at the rivers, The flowing streams of honey and butter.
18
ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।
18
That for which he labored he shall restore, and shall not swallow it down; According to the substance that he has gotten, he shall not rejoice.
19
କାହିଁକି ? କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସମାନଙ୍କେୁ ପରିତ୍ଯାଗ କରିଛି। ସେ ସମାନଙ୍କେ ସମ୍ପତ୍ତିକୁ ନଇୟୋଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।
19
For he has oppressed and forsaken the poor. He has violently taken away a house, and he shall not build it up.
20
ଦୁଷ୍ଟଲୋକ କବେେ ବି ଅନ୍ତର ରେ ବିଶ୍ରାମ ନଇେପା ରେ ନାହିଁ। ସେ ତା'ର ପ୍ରିଯ ଧନ ତାକୁ ରକ୍ଷା କରିପାରିବ ନାହିଁ।
20
"Because he knew no quietness within him, He shall not save anything of that in which he delights.
21
ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା'ର ଉତ୍ତମ ଦ୍ରବ୍ଯସବୁ ସ୍ଥାଯୀ ହୁଏ ନାହିଁ।
21
There was nothing left that he didn't devour, Therefore his prosperity shall not endure.
22
ଯେତବେେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା' ଉପରକୁ ଆସିବ, ତା'ର କଷ୍ଟ ତା' ଉପରକୁ ସମସ୍ତ ଶକ୍ତି ସହିତ ଆସିବ।
22
In the fullness of his sufficiency, distress shall overtake him: The hand of everyone who is in misery shall come on him.
23
ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।
23
When he is about to fill his belly, God will cast the fierceness of his wrath on him. It will rain on him while he is eating.
24
ସେ ହୁଏତ ଲୁହା ଖଡ୍ଗରୁ ରକ୍ଷା ପାଇପା ରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକଇବେ।
24
He shall flee from the iron weapon. The bronze arrow shall strike him through.
25
ସହେି ତମ୍ବାତୀର ତା'ର ପୁରା ଶରୀର ଦଇେ ଗତି କରିବ। ତା'ର ପିଠି ପଟ ଦଇେ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦବେ, ଏବଂ ତା' ଉପରେ ଆତଙ୍କ ଆସିବ।
25
He draws it forth, and it comes out of his body. Yes, the glittering point comes out of his liver. Terrors are on him.
26
ତା'ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ବଂସ ପାଇବ। ଅଗ୍ନି ସେ ସବୁ ଧ୍ବଂସ କରିବ। ଏହା କୌଣସି ମନୁଷ୍ଯକୃତ ଅଗ୍ନି ନ ଥିବ। ଏହା ଦବୈାଗ୍ନି ତା' ଘରର ସମସ୍ତ ପଦାର୍ଥକୁ ଜାଳି ଦବେ।
26
All darkness is laid up for his treasures. An unfanned fire shall devour him. It shall consume that which is left in his tent.
27
ସ୍ବର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା' ବିରୁଦ୍ଧ ରେ ସାକ୍ଷୀ ଦବେ।
27
The heavens shall reveal his iniquity, The earth shall rise up against him.
28
ପରମେଶ୍ବରଙ୍କ କୋପର ବନ୍ଯା ତା' ଘରର ସମସ୍ତ ପଦାର୍ଥକୁ ବୋହି ନଇୟିବେ।
28
The increase of his house shall depart; They shall rush away in the day of his wrath.
29
ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।
29
This is the portion of a wicked man from God, The heritage appointed to him by God."
Choose Theme