Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 16
Aa
Parallel ଆୟୁବ ପୁସ୍ତକ
Chapter 16
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତା'ପରେ ଆୟୁବ ଉତ୍ତର ଦଲୋ, ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି।
1
Then Job answered,
2
ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।
2
"I have heard many such things. Miserable comforters are you all!
3
ତୁମ୍ଭର ଶୂନ୍ଯ ବାକ୍ଯର କ'ଣ ଅନ୍ତ ହବେ ନାହିଁ। ତୁମ୍ଭକୁ ୟୁକ୍ତି କରିବାକୁ କ'ଣ ପ୍ରବର୍ତ୍ତାଉଛି ମାେତେ ଉତ୍ତର ଦିଅ।
3
Shall vain words have an end? Or what provokes you that you answer?
4
ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।
4
I also could speak as you do. If your soul were in my soul's place, I could join words together against you, And shake my head at you.
5
କିନ୍ତୁ ମୁଁ ତୁମ୍ଭକୁ ମାରେ ବାକ୍ଯଦ୍ବାରା ଉତ୍ସାହିତ କରିଥାଆନ୍ତି, ସାନ୍ତ୍ବନା ଦଇେଥାଆନ୍ତି ଏବଂ ତୁମ୍ଭର କଷ୍ଟକୁ କମଇେ ଦଇେଥାଆନ୍ତି।
5
But I would strengthen you with my mouth. The solace of my lips would relieve you.
6
ତଥାପି ମୁଁ ଯଦି କ ହେ, ମାେ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ଯ ମାେତେ ସାହାୟ୍ଯ କରେ ନାହିଁ।
6
"Though I speak, my grief is not subsided. Though I forbear, what am I eased?
7
କିନ୍ତୁ ବର୍ତ୍ତମାନ ପରମେଶ୍ବର ପ୍ରକୃତ ରେ ମାେତେ ନିଃଶଷେ କରି ଦଇେଛନ୍ତି। ତୁମ୍ଭେ ମାରେ ପରିବାରକୁ ଧ୍ବଂସ କରିଛ।
7
But now, God, you have surely worn me out. You have made desolate all my company.
8
ତୁମ୍ଭେ ମାେ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମାେତେ ଦୋଷୀ ବୋଲି ଭାବୁଛନ୍ତି।
8
You have shriveled me up. This is a witness against me. My leanness rises up against me, It testifies to my face.
9
ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।
9
He has torn me in his wrath, and persecuted me; He has gnashed on me with his teeth: My adversary sharpens his eyes on me.
10
ଲୋକମାନେ ମାେ ଚାରିକଡ଼ ରେ ଏକତ୍ରିତ ହାଇେଛନ୍ତି ଏବଂ ସମାନେେ ମାେତେ ଉପହାସ କରନ୍ତି, ଏବଂ ମାେ ଗାଲ ରେ ଚାପୁଡ଼ା ମାରନ୍ତି।
10
They have gaped on me with their mouth; They have struck me on the cheek reproachfully. They gather themselves together against me.
11
ପରମେଶ୍ବର ମାେତେ ଦୁଷ୍ଟ ଲୋକଙ୍କ ହାତ ରେ ସମର୍ପି ଦଇେଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମାେତେ ଆଘାତ କରିବାକୁ ଅନୁମତି ଦଇେଛନ୍ତି।
11
God delivers me to the ungodly, And casts me into the hands of the wicked.
12
ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।
12
I was at ease, and he broke me apart. Yes, he has taken me by the neck, and dashed me to pieces. He has also set me up for his target.
13
ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।
13
His archers surround me. He splits my kidneys apart, and does not spare. He pours out my gall on the ground.
14
ପରମେଶ୍ବର ମାେତେ ବାରମ୍ବାର ଆକ୍ରମଣ କରନ୍ତି। ସେ ୟୁଦ୍ଧ କ୍ଷେତ୍ରର ସୈନିକ ପରି ମାେତେ ଆକ୍ରମଣ କରନ୍ତି।
14
He breaks me with breach on breach. He runs on me like a giant.
15
ମାରେ ଦୁଃଖ ରେ ମୁଁ ମାରେ ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।
15
I have sewed sackcloth on my skin, And have thrust my horn in the dust.
16
କାନ୍ଦି କାନ୍ଦି ମାରେ ମୁହଁ ଲାଲ ପଡ଼ିଗଲାଣି। ମାରେ ଆଖିର ଚତୁର୍ଦ୍ଦିଗ ରେ କଳା କଳା ଦାଗ ଦିଶିଲାଣି।
16
My face is red with weeping. Deep darkness is on my eyelids.
17
ମୁଁ ଜୀବନ ରେ କାହାପ୍ରତି ନିଷ୍ଠୁର ଆଚରଣ କରିନାହିଁ ତଥାପି ଏହିସବୁ ଅମଙ୍ଗଳ ମାେତେ ଘଟିଲା। ମାରେପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।
17
Although there is no violence in my hands, And my prayer is pure.
18
ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।
18
"Earth, don't cover my blood, Let my cry have no place to rest.
19
ଏବେ ବି ବର୍ତ୍ତମାନ ମାେ ପାଇଁ ସ୍ବର୍ଗରାଜ୍ଯ ରେ କହେି ଜଣେ ଅଛି, ୟିଏ ମାେ ପକ୍ଷ ରେ କଥା କହିବେ। କହେି ଜଣେ ମାେ ପାଇଁ ସାକ୍ଷ୍ଯ ଦବେେ।
19
Even now, behold, my witness is in heaven. He who vouches for me is on high.
20
ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।
20
My friends scoff at me. My eyes pour out tears to God,
21
ସେ ମାେ ପାଇଁ ପରମେଶ୍ବରଙ୍କୁ କୁହନ୍ତି ଯମେିତିକି ଜଣେ ବ୍ଯକ୍ତି ତା'ର ବନ୍ଧୁ ପାଇଁ ୟୁକ୍ତି କରେ।
21
That he would maintain the right of a man with God, Of a son of man with his neighbor!
22
ଆଉ କିଛି ବର୍ଷ ପରେ ମୁଁ ସହେି ମୃତ୍ଯୁ ରାଜ୍ଯକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ।
22
For when a few years are come, I shall go the way from whence I shall not return.
Choose Theme