Home
Bibles
Bible Study with Steffi
Parallel ଆୟୁବ ପୁସ୍ତକ 13
Aa
Parallel ଆୟୁବ ପୁସ୍ତକ
Chapter 13
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଆୟୁବ ଉତ୍ତର ଦଲୋ, ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି। ମୁଁ ତୁମ୍ଭର ପ୍ରେତ୍ୟକକ କଥା ଶୁଣିଅଛି। ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ଯ।
1
"Behold, my eye has seen all this, My ear has heard and understood it.
2
ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।
2
What you know, I know also. I am not inferior to you.
3
ମୁଁ ତୁମ୍ଭ ସହିତ ତର୍କ କରିବାକୁ ଚାହୁଁ ନାହିଁ। ମୁଁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ କହିବାକୁ ଚା ହେଁ। ମୁଁ ପରମେଶ୍ବରଙ୍କ ସହିତ ମାେ ବିପଦ ସମ୍ପର୍କ ରେ ୟୁକ୍ତି କରିବାକୁ ଇଚ୍ଛା କରେ।
3
"Surely I would speak to the Almighty. I desire to reason with God.
4
କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।
4
But you are forgers of lies. You are all physicians of no value.
5
ମୁଁ ଚା ହେଁ ତୁମ୍ଭେ ଅନ୍ତତଃ ନିରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
5
Oh that you would be completely silent! Then you would be wise.
6
ଏବେ ମାରେ ୟୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ଯ ଶୁଣ।
6
Hear now my reasoning. Listen to the pleadings of my lips.
7
ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ରେ ମିଥ୍ଯା କଥା କହିବ। ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ ତୁମ୍ଭର ମିଥ୍ଯା କଥା ପରମେଶ୍ବରଙ୍କ ଦ୍ବାରା ସମର୍ଥିତ ହବେ।
7
Will you speak unrighteously for God, And talk deceitfully for him?
8
ତୁମ୍ଭେ କ'ଣ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ, କବଳେ ସେ ପରମେଶ୍ବର ବୋଲି ? ତୁମ୍ଭେ ପରମେଶ୍ବରଙ୍କ ପକ୍ଷ ସମର୍ଥନ କରୁଛ କି ?
8
Will you show partiality to him? Will you contend for God?
9
ଯଦି ପରମେଶ୍ବର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ'ଣ ଭଲ ହବେ ଯେ ତୁମ୍ଭକୁ ପରମେଶ୍ବର ଠିକ୍ ବୋଲି କହିବେ ? ତୁମ୍ଭେ କ'ଣ ସତ ରେ ଭାବୁଛ ତୁମ୍ଭେ ପରମେଶ୍ବରଙ୍କୁ ପ୍ରତାରିତ କରିବ, ଯମେିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର।
9
Is it good that he should search you out? Or as one deceives a man, will you deceive him?
10
ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ଯାଯାଳଯ ରେ ଜଣକ ପକ୍ଷ ସମର୍ଥନ କର କାରଣ ସେ ଜଣେ ପ୍ରତିଷ୍ଠିତ ବ୍ଯକ୍ତି ତାହାହେଲେ ପରମେଶ୍ବର ତୁମ୍ଭକୁ ସମାଲୋଚନା କରିବେ।
10
He will surely reprove you If you secretly show partiality.
11
ପରମେଶ୍ବରଙ୍କ ମହତ୍ତ୍ବ କ'ଣ ତୁମ୍ଭକୁ ଡରାଇବ ନାହିଁ ? ତୁମ୍ଭେ ତାଙ୍କ ଦ୍ବାରା ଭୟଭୀତ ହେଉନାହଁ।
11
Shall not his majesty make you afraid, And his dread fall on you?
12
ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।
12
Your memorable sayings are proverbs of ashes, Your defenses are defenses of clay.
13
ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
13
"Be silent, leave me alone, that I may speak. Let come on me what will.
14
ମୁଁ ନିଜକୁ ବିପଦ ରେ ପକାଇବି ଏବଂ ମାେ ଜୀବନ ନିଜ ହାତ ରେ ଦବେି।
14
Why should I take my flesh in my teeth, And put my life in my hand?
15
ସେ ମାେତେ ମାରି ଦଇେ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖ ରେ ମାରେ ପକ୍ଷ ପ୍ରସ୍ତୁତ କରିବି।
15
Behold, he will kill me; I have no hope. Nevertheless, I will maintain my ways before him.
16
ଯଦି ପରମେଶ୍ବର ମାେତେ ମୁକ୍ତି ପ୍ରଦାନ କରନ୍ତି, ଏହା କବଳେ ମାରେ ସାହସିକ ବକ୍ତବ୍ଯ ପାଇଁ। କୌଣସି ଦୁଷ୍ଟ ବ୍ଯକ୍ତି କବେେ ପରମେଶ୍ବରଙ୍କ ସମ୍ମୁଖକୁ ଆସିବାକୁ ସାହାସ କରିବେ ନାହିଁ।
16
This also shall be my salvation, That a godless man shall not come before him.
17
ମୁଁ ଯାହା କରୁଛି, ମାେ କଥା ମନଯାଗେ ଦଇେ ଶୁଣ। ମାେତେ ବୁଝାଇ କହିବାକୁ ଦିଅ।
17
Hear diligently my speech. Let my declaration be in your ears.
18
ମୁଁ ବର୍ତ୍ତମାନ ମାେ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ। ମୁଁ ସତର୍କତାର ସହିତ ମାରେ ତର୍କ ଉପସ୍ଥାପନ କରିବି। ମୁଁ ଜାଣେ ମୁଁ ଶଷେ ରେ ନିଜକୁ ସରଳ ବୋଲି ପ୍ରମାଣିତ କରିପାରିବି।
18
See now, I have set my cause in order. I know that I am righteous.
19
ଯଦି କୌଣସି ବ୍ଯକ୍ତି ପ୍ରମାଣ କରିପା ରେ ଯେ ମୁଁ ଭୁଲ ତା' ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ ହାଇଯେିବି।
19
Who is he who will contend with me? For then would I hold my peace and give up the spirit.
20
ହେ ପରମେଶ୍ବର ମାେତେ କବଳେ ଦୁଇଟି ବସ୍ତୁ ଦିଅ ଓ ମୁଁ ତୁମ୍ଭଠାରୁ ଲୁଚିବି ନାହିଁ।
20
"Only don't do two things to me; Then I will not hide myself from your face:
21
ମାେତେ ଦଣ୍ଡ ଦବୋ ବନ୍ଦକର, ଏବଂ ମାେତେ ତୁମ୍ଭ ଭୟାବହତା ରେ ଭୟଭୀତ କର ନାହିଁ।
21
Withdraw your hand far from me; And don't let your terror make me afraid.
22
ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।
22
Then call, and I will answer; Or let me speak, and you answer me.
23
ମୁଁ କେତେ ପାପ କରିଛି ? ମୁଁ କ'ଣ ଅଧର୍ମ କରିଛି ? ମାେତେ ମାରେ ପାପ ଓ ଭୁଲ୍ ସବୁ ଜଣାଇ ଦିଅ।
23
How many are my iniquities and sins? Make me know my disobedience and my sin.
24
ହେ ପରମେଶ୍ବର, ଆପଣ କାହିଁକି ମାଠାରୁେ ଦୂ ରଇେ ଯାଉଛନ୍ତି, ଏବଂ ଶତ୍ରୁଭଳି ବ୍ଯବହାର କରୁଛନ୍ତି ?
24
Why hide you your face, And hold me for your enemy?
25
ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?
25
Will you harass a driven leaf? Will you pursue the dry stubble?
26
ହେ ପରମେଶ୍ବର, ତୁମ୍ଭେ ମାେ ବିରୁଦ୍ଧ ରେ ତିକ୍ତ କଥା କହୁଛ ଏବଂ ହୁଏତ ମାେ ୟୌବନର ପାପ ପାଇଁ ମାେତେ ଶାସ୍ତି ପ୍ରଦାନ କରୁଛ।
26
For you write bitter things against me, And make me inherit the iniquities of my youth:
27
ତୁମ୍ଭେ ମାେ ପାଦ ରେ ବଡ଼େି ବାନ୍ଧିଛ ଏବଂ ମାରେ ପ୍ରେତ୍ୟକକ ଆଗଇବୋ ପାଦକୁ ଲକ୍ଷ୍ଯ ରଖିଛ ଓ ମାରେ ପ୍ରେତ୍ୟକକ ଗତିବିଧିକୁ ଲକ୍ଷ୍ଯ କରୁଛ।
27
You also put my feet in the stocks, And mark all my paths. You set a bound to the soles of my feet:
28
ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।
28
Though I am decaying like a rotten thing, Like a garment that is moth-eaten.
Choose Theme