Home
Bibles
Bible Study with Steffi
Parallel ଯିଶାଇୟ 33
Aa
Parallel ଯିଶାଇୟ
Chapter 33
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଦେଖ, ତୁମ୍ଭମାନେେ ଲୁଟିତ ନ ହାଇେ ମଧ୍ଯ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା ନ କଲେ ମଧ୍ଯ ତୁମ୍ଭମାନେେ ଅନ୍ୟମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛ। ତେଣୁ ତୁମ୍ଭମାନେେ ସନ୍ତାପର ପାତ୍ର। କାରଣ ତୁମ୍ଭମାନେେ ଲୁଟିବା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭମାନେେ ବିଶ୍ବାସଘାତକତା ସମାପ୍ତ କଲାପ ରେ ଅନ୍ୟମାନେ ତୁମ୍ଭପ୍ରତି ବିଶ୍ବାସଘାତକତା କରିବେ।
1
Woe to you who destroy, and you weren't destroyed; and deal treacherously, and they didn't deal treacherously with you! When you have ceased to destroy, you shall be destroyed; and when you have made an end of dealing treacherously, they shall deal treacherously with you.
2
ସେତବେେଳେ ଲୋକମାନେ କହିବେ, ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭମାନେେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତ ରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ବରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।
2
Yahweh, be gracious to us; we have waited for you: be our arm every morning, our salvation also in the time of trouble.
3
ତୁମ୍ଭର ଶକ୍ତିଶାଳୀ କୋଳାହଳ ରେ ଗୋଷ୍ଠୀଗଣ ପଳାଯନ କଲେ। ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।'
3
At the noise of the thunder the peoples are fled; at the lifting up of yourself the nations are scattered.
4
ପତଙ୍କ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହିତ ହବେ। ଯେପରି ପତଙ୍ଗମାନେ ଡ଼ିଆଁ ମାରନ୍ତି, ସହେିପରି ବହୁଲୋକ ତା ଉପ ରେ ଡ଼ିଆଁ ମାରିବେ।
4
Your spoil shall be gathered as the caterpillar gathers: as locusts leap shall men leap on it.
5
ସଦାପ୍ରଭୁ ଉନ୍ନତ, କାରଣ ସେ ଉର୍ଦ୍ଧ୍ବ ଲୋକରେ ବାସ କରନ୍ତି। ସେ ସିୟୋନକୁ ନ୍ଯାଯ ବିଚାର ଓ ଧାର୍ମିକତା ରେ ପୂର୍ଣ୍ଣ କରିଅଛନ୍ତି।
5
Yahweh is exalted; for he dwells on high: he has filled Zion with justice and righteousness.
6
ହେ ୟିରୁଶାଲମ, ସେ ତୁମ୍ଭ ପାଇଁ ନିରାପଦ ଆଣିବେ। ସେ ତୁମ୍ଭକୁ ମୁକ୍ତି, ବୁଦ୍ଧି ଓ ଜ୍ଞାନ ରେ ଧନୀ କରିବେ। ସଞ୍ଚିତ ଧନ ସଦାପ୍ରଭୁଙ୍କ ଭୟର ବିଷଯକ, ତାହା ସେ ଦିଅନ୍ତି।
6
There shall be stability in your times, abundance of salvation, wisdom, and knowledge: the fear of Yahweh is your treasure.
7
ମାତ୍ର ଶୁଣ, ସମାନଙ୍କେର ପରାକ୍ରମଶାଳୀ ମାନେ ବାହା ରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶଯ ରୋଦନ କରୁଛନ୍ତି।
7
Behold, their valiant ones cry outside; the ambassadors of peace weep bitterly.
8
ରାଜପଥ ଧ୍ବଂସପ୍ରାପ୍ତ ହାଇେଛି। ସଠାେ ରେ କହେି ପଥିକ ଦଖାେଯିବେ ନାହିଁ। ସମାନେେ ଚୁକ୍ତି ଭଙ୍ଗ କରିଛନ୍ତି। ନଗର ସବୁକୁ ତୁଚ୍ଛ କରିଛନ୍ତି ଏବଂ କହେି ହେଲେ ସମ୍ମାନ ହାଇେ ନାହାଁନ୍ତି।
8
The highways lie waste, the wayfaring man ceases: the enemy has broken the covenant, he has despised the cities, he doesn't regard man.
9
ଦେଶ ଜଟିଳ ସମସ୍ଯା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦଖାେ ଯାଉଛି, ଶାରୋଣ ଅରଣ୍ଯ ତୁଲ୍ଯ ଦଖାେ ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହାଇେଛି।
9
The land mourns and languishes; Lebanon is confounded and withers away; Sharon is like a desert; and Bashan and Carmel shake off their leaves.
10
ସଦାପ୍ରଭୁ କୁହନ୍ତି, ଆମ୍ଭେ ଏବେ ଉଠିବା, ଆମ୍ଭେ ଏବେ ଆପଣାକୁ ଉଠାଇବା, ଆମ୍ଭେ ଏବେ ଉନ୍ନତ ହବୋ।
10
Now will I arise, says Yahweh; now will I lift up myself; now will I be exalted.
11
ତୁମ୍ଭମାନେେ ତୁଷ ସଦୃଶ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ। ତୁମ୍ଭମାନଙ୍କର ଅଗ୍ନିସଦୃଶ ଆତ୍ମା ତୁମ୍ଭମାନଙ୍କୁ ଗ୍ରାସ କରିବ।
11
You shall conceive chaff, you shall bring forth stubble: your breath is a fire that shall devour you.
12
ପୁଣି ଲୋକମନେ ଚୂନପରି ଭସ୍ମିଭୂତ ହବେେ ଓ ଅଗ୍ନି ରେ ଇଟା ଓ କଣ୍ଟକପରି ଶୀଘ୍ର ଦଗ୍ଧିଭୂତ ହବେେ।
12
The peoples shall be as the burning of lime, as thorns cut down, that are burned in the fire.
13
ହେ ଦୂରବର୍ତ୍ତୀ ଲୋକଗଣ, ଦୟାକରି ତୁମ୍ଭ କାନି ଆଣି ମାେ କୃତକର୍ମର କଥା ଶୁଣ ଏବଂ ମାେ ନିକଟବର୍ତ୍ତୀ ସମୂହ, ଏହାକୁ ମାରେ ପରାକ୍ରମ ସ୍ବୀକାର କର।'
13
Hear, you who are far off, what I have done; and, you who are near, acknowledge my might.
14
ସିୟୋନର ପାପୀଗଣ ଭୟଭୀତ, ମନ୍ଦାଚାରୀଗଣ ହଠାତ୍ କିତ ହେଉଛନ୍ତି। 2ଆମ୍ଭମାନଙ୍କ ମଧ୍ଯରୁ କହେି ସର୍ବଗ୍ରାସୀ ଅଗ୍ନି ରେ ବାସ କରିପାରିବ ? ପୁଣି କହେି କବେେ ଅନନ୍ତକାଳ ପର୍ୟ୍ଯନ୍ତ ଜ୍ବଳନ୍ତ ଅଗ୍ନି ରେ ବାସ କରିପାରିବ ?'
14
The sinners in Zion are afraid; trembling has seized the godless ones: Who among us can dwell with the devouring fire? who among us can dwell with everlasting burning?
15
ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।
15
He who walks righteously, and speaks blamelessly; he who despises the gain of oppressions, who shakes his hands from taking a bribe, who stops his ears from hearing of blood, and shuts his eyes from looking on evil:
16
ସହେି ଲୋକମାନେ ଉଚ୍ଚ ସ୍ଥାନ ରେ ବାସ କରିବେ। ସମାନେେ ଉଚ୍ଚ ଶୈଳ ନିର୍ମିତ ଦୁର୍ଗ ରେ ସୁରକ୍ଷିତ ହବେେ। ସମାନଙ୍କେର ଭକ୍ଷ୍ଯ ଓ ଜଳର ଅଭାବ ରହିବ ନାହିଁ।
16
He shall dwell on high; his place of defense shall be the munitions of rocks; his bread shall be given him; his waters shall be sure.
17
ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ୟ୍ଯ ରେ ଦର୍ଶନ କରିବ। ଏକ ବହୁଦୂରବ୍ଯାପୀ ଦେଶକୁ ଦେଖିବ।
17
Your eyes shall see the king in his beauty: they shall see a land that reaches afar.
18
ତୁମ୍ଭର ହୃଦଯ ଭୟ ରେ ଥରିବେ। ତୁମ୍ଭେ ଭାବିବ, ସହେି ଗଣନାକାରୀ କାହିଁ ? ସହେି ଲୋକ କାହିଁ ୟିଏ ଓଜନ କରୁଥିଲା ? ସହେି ଲୋ କେଉଁଠା ରେ ୟିଏ ଦୁର୍ଗ ଗଣନା କରୁଥିଲା ?
18
Your heart shall muse on the terror: Where is he who counted, where is he who weighed the tribute? where is he who counted the towers?
19
ସହେି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀଯ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସହେି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।'
19
You shall not see the fierce people, a people of a deep speech that you can not comprehend, of a strange language that you can not understand.
20
ଆମ୍ଭମାନଙ୍କ ପବିତ୍ର ଧର୍ମସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର ; ଶାନ୍ତିମଯ ବସତିସ୍ଥାନ ୟିରୁଶାଲମ ପ୍ରତି ଲକ୍ଷ୍ଯ କର, ତାହା ଅଟଳ ତମ୍ବୁ ସ୍ବରୂପ ଓ ତାହାର କିଳାଗୁଡ଼ିକ ଏତେ ସୁଦୃଢ଼ ତାହା ଉପୁଡିବ ନାହିଁ କିମ୍ବା ଦଉଡ଼ି ଗୁଡ଼ିକ ଛିଣ୍ଡିବ ନାହିଁ।
20
Look on Zion, the city of our solemnities: your eyes shall see Jerusalem a quiet habitation, a tent that shall not be removed, the stakes whereof shall never be plucked up, neither shall any of the cords of it be broken.
21
କାହିଁକି ଏସବୁ ହବେ ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହବେେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ଷୋର୍ତ ସମୂହର ସ୍ଥାନ ହବେ। କିନ୍ତୁ ସହେି ନଦୀମାନଙ୍କ ରେ ଆହୁଲା ୟୁକ୍ତ କୌଣସି ନେ ୗକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭମାନେେ ସହେି ପୋତର ରଜ୍ଜୁ ଛାଡ଼ି ଦବେ।
21
But there Yahweh will be with us in majesty, a place of broad rivers and streams, in which shall go no galley with oars, neither shall gallant ship pass thereby.
22
ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।
22
For Yahweh is our judge, Yahweh is our lawgiver, Yahweh is our king; he will save us.
23
ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦବେେ। ଏପରିକି େଛାଟ ଲୋକ ମଧ୍ଯ ଲୁଟିତ ସମ୍ପଦ ପାଇବ।
23
Your rigging is untied; they could not strengthen the foot of their mast, they could not spread the sail: then was the prey of a great spoil divided; the lame took the prey.
24
ମୁଁ ପୀଡ଼ିତ ହାଇେ ସଠାେକାର ନିବାସୀ କହିବ ନାହିଁ। ସଠାେକାର ନିବାସୀମାନଙ୍କର ପାପ କ୍ଷମା କରାୟିବ।
24
The inhabitant shall not say, I am sick: the people who dwell therein shall be forgiven their iniquity.
Choose Theme