Home
Bibles
Bible Study with Steffi
Parallel ଯିଶାଇୟ 23
Aa
Parallel ଯିଶାଇୟ
Chapter 23
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ସୋର ବିଷଯ ରେ ଏକ ଦୁଃଖ ବାର୍ତ୍ତା : ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭମାନେେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରଯ ସମ୍ପୂର୍ଣ୍ଣ ନଷ୍ଟ ହାଇୟୋଇଛି। କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।
1
The burden of Tyre. Howl, you ships of Tarshish; for it is laid waste, so that there is no house, no entering in: from the land of Kittim it is revealed to them.
2
ହେ ଦ୍ବୀପ ନିବାସୀଗଣ ତୁମ୍ଭମାନେେ ନୀରବ ହୁଅ ଓ ଦୁଃଖିତ ହୁଅ। ସୋର ଥିଲା ସୀଦୋନର ବଣିକ। ସହେି ଦେଶର ବଣିକମାନେ ସମୁଦ୍ର ପାର ହାଇେ ତୁମ୍ଭର ଦେଶକୁ ଧନ ରେ ପରିପୂର୍ଣ୍ଣ କଲେ।
2
Be still, you inhabitants of the coast, you whom the merchants of Sidon, that pass over the sea, have replenished.
3
ସହେି ଲୋକମାନେ ଶସ୍ଯ ଖାଜେି ସମୁଦ୍ର ଆକ୍ରମଣ କଲେ। ସୋରର ସହେି ବଣିକଗଣ ନୀଳନଦୀର ଶସ୍ଯ କିଣିଲେ ଓ ଅନ୍ୟ ଦେଶ ରେ ବିକ୍ରଯ କଲେ।
3
On great waters the seed of the Shihor, the harvest of the Nile, was her revenue; and she was the market of nations.
4
ହେ ସୀଦୋନ, ତୁମ୍ଭମାନେେ ଲଜ୍ଜିତ ହୁଅ। କାରଣ ସାଗର ଓ ସାଗରର ଦୃଢ଼ ଦୁର୍ଗ କୁହନ୍ତି : ମାରେ ପିଲା ନାହାଁନ୍ତି। ତେଣୁ ମୁଁ ପ୍ରସବ ବଦନୋ ଅନୁଭବ କରି ନାହିଁ। ପ୍ରସବ କରି ନ ଥିବାରୁ ୟୁବକମାନଙ୍କର ପ୍ରତିପାଳନ କରି ନାହିଁ କିମ୍ବା ୟୁବତୀମାନଙ୍କର ଭରଣପୋଷଣ କରି ନାହିଁ।
4
Be ashamed, Sidon; for the sea has spoken, the stronghold of the sea, saying, I have not travailed, nor brought forth, neither have I nourished young men, nor brought up virgins.
5
ମିଶର ସୋର ବିଷଯ ରେ ଏହି ସମ୍ବାଦ ଶୁଣିବ ଓ ବ୍ଯଥିତ ହବେ।
5
When the report comes to Egypt, they shall be sorely pained at the report of Tyre.
6
ହେ ଜାହାଜଗଣ, ତୁମ୍ଭମାନେେ ତର୍ଶୀଶକୁ ଫରେିୟାଅ। ହେ ଦ୍ବୀପ ନିବାସୀମାନେ, ତୁମ୍ଭମାନେେ ହାହାକାର କର।
6
Pass over to Tarshish; wail, you inhabitants of the coast.
7
ଅତୀତ ରେ ସୋର ତୁମ୍ଭର ଆନନ୍ଦମଯୀ ନଗର ଥିଲା। ସହେି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା। ସହେି ନଗରର ଲୋକେ ଦୂର ଦେଶ ରେ ବାସ କରିବାକୁ ୟାଇଛନ୍ତି।
7
Is this your joyous city, whose antiquity is of ancient days, whose feet carried her afar off to sojourn?
8
ସୋର ନଗର ବହୁ ପ୍ରାଚୀନ ବ୍ଯକ୍ତି ଜନ୍ମ ଦଇେଛି। ସେଠିକାର ବଣିକଗଣ ରାଜ ତୁଲ୍ଯ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସମାନେେ ସବୁ ସ୍ଥାନ ରେ ସମ୍ମାନ ଲାଭ କରନ୍ତି। ସମାନେେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷ ରେ କିଏ ମନ୍ତ୍ରଣା କରିଅଛି ?
8
Who has purposed this against Tyre, the giver of crowns, whose merchants are princes, whose traffickers are the honorable of the earth?
9
ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।
9
Yahweh of hosts has purposed it, to stain the pride of all glory, to bring into contempt all the honorable of the earth.
10
ହେ ତର୍ଶୀଶର କନ୍ଯାଗଣ, ତୁମ୍ଭେ ଫରେି ୟାଅ ଏବଂ ନିଜର ଜମି ରେ ଚାଷ କର, କାରଣ ତୁମ୍ଭର ଆଶ୍ରଯସ୍ଥଳ ଧ୍ବଂସ ପାଇୟାଇଛି।
10
Pass through your land as the Nile, daughter of Tarshish; there is no restraint any more.
11
ସଦାପ୍ରଭୁ ସମୁଦ୍ର ଉପ ରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି। ସେ ସୋର ବିପକ୍ଷ ରେ ୟୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି। ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ ଧ୍ବଂସ କରିବାକୁ ଆଜ୍ଞା ଦଇେଛନ୍ତି।
11
He has stretched out his hand over the sea, he has shaken the kingdoms: Yahweh has given commandment concerning Canaan, to destroy the strongholds of it.
12
ସଦାପ୍ରଭୁ କୁହନ୍ତି, ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ଯା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ବଂସ ହବେ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ଯ, ସଠାେ ରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।'
12
He said, You shall no more rejoice, you oppressed virgin daughter of Sidon: arise, pass over to Kittim; even there shall you have no rest.
13
ତେଣୁ ସୋର ଲୋକମାନେ କୁହନ୍ତି, ବାବିଲର ଲୋକମାନେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।' ମାତ୍ର କଲଦୀଯମାନଙ୍କର ଦେଶକୁ ଦେଖ। ବାବିଲ ବର୍ତ୍ତମାନ ଆଉ ଦେଶ ନୁହେଁ। ଅଶୂରୀଯମାନେ ତାକୁ ଆକ୍ରମଣ କରି ତା'ର ଚାରିପଟେ ଦୁର୍ଗ ନିର୍ମାଣ କରିଛନ୍ତି। ତା'ର ସୈନ୍ଯମାନେ ସହେି ରମଣୀଯ ପ୍ରାସାଦମାନଙ୍କରୁ ସମସ୍ତ ଜିନିଷ ଲୁଟି ନଇେଛନ୍ତି। ବାବିଲକୁ ଧ୍ବଂସ ସ୍ତୁପ ରେ ପରିଣତ କରି ତାକୁ ବନ୍ଯ ଜନ୍ତୁଙ୍କର ବାସସ୍ଥଳୀ ରେ ପରିଣତ କରିଛନ୍ତି।
13
Behold, the land of the Chaldeans: this people was not; the Assyrian founded it for those who dwell in the wilderness; they set up their towers; they overthrew the palaces of it; they made it a ruin.
14
ହେ ତର୍ଶୀଶ୍ର ଜାହାଜସମୂହ, ହାହାକାର କର। କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ବଂସ ହାଇେଛି।
14
Howl, you ships of Tarshish; for your stronghold is laid waste.
15
ସୋର ବିଷଯ ରେ ଲୋକେ ସତୁରି ବର୍ଷ ପର୍ୟ୍ଯନ୍ତ ବିସ୍ତୃତ ହବେେ। ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପ ରେ ସୋର ପ୍ରତି ବେଶ୍ଯାର ଗୀତ ଅନୁୟାଯୀ ଘଟିବ।
15
It shall come to pass in that day, that Tyre shall be forgotten seventy years, according to the days of one king: after the end of seventy years it shall be to Tyre as in the song of the prostitute.
16
ହେ ବିସ୍ତୃତ ବେଶ୍ଯୋ! ବୀଣା ନଇେ ନଗର ଭ୍ରମଣ କର। ମଧୁର ତାଳ ରେ ବଜାଅ ଓ ଅନକେ ଗୀତ ଗାଅ। ତାହା ହେଲେ ତୁମ୍ଭମାନେେ ସ୍ମୃତି ପଥରେ ଆସିବ।
16
Take a harp, go about the city, you prostitute that has been forgotten; make sweet melody, sing many songs, that you may be remembered.
17
ସତୁରି ବର୍ଷ ପ ରେ ସଦାପ୍ରଭୁ ସୋର ବିଷଯ ରେ ବିବଚେନା କରିବେ ଓ ତାଙ୍କର ସିଦ୍ଧାନ୍ତ ଦବେେ। ସୋର ତା'ର ବାଣିଜ୍ଯ ବୃତ୍ତିକି ଫରେିବ। ସେ ପୃଥିବୀସ୍ଥ ସମସ୍ତ ଦେଶ ପ୍ରତି ବେଶ୍ଯା ସଦୃଶ ହବେ।
17
It shall happen after the end of seventy years, that Yahweh will visit Tyre, and she shall return to her hire, and shall play the prostitute with all the kingdoms of the world on the surface of the earth.
18
ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚଯ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମର୍ପିତ ହବେ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆୟିବ। ସଦାପ୍ରଭୁଙ୍କ ସବେକ ପୂର୍ଣ୍ଣ ପ୍ରାଣ ରେ ଭକ୍ଷଣ କରିବେ ଓ ସହେି ପଇସା ରେ ସୁନ୍ଦର ପୋଷାକ ପରିଧାନ କରିବେ।
18
Her merchandise and her hire shall be holiness to Yahweh: it shall not be treasured nor laid up; for her merchandise shall be for those who dwell before Yahweh, to eat sufficiently, and for durable clothing.
Choose Theme