Home
Bibles
Bible Study with Steffi
Parallel ହୋଶେୟ 9
Aa
Parallel ହୋଶେୟ
Chapter 9
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ହେ ଇଶ୍ରାୟେଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସି ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ଯବହାର କଲ ଓ ପରମେଶ୍ବରଙ୍କୁ ଭୁଲିଗଲ। ତୁମ୍ଭମାନେେ ପ୍ରତି ଶସ୍ଯଖଳା ରେ ୟୌନ ଅପରାଧମୂଳକ ପାପ କଲ।
1
Don't rejoice, Israel, to jubilation like the nations; For you were unfaithful to your God. You love the wages of a prostitute at every grain threshing floor.
2
କିନ୍ତୁ ସହେି ଖଳାର ଶସ୍ଯ ଇଶ୍ରାୟେଲକୁ ପ୍ରଚୁର ଖାଦ୍ୟ ଦବେ ନାହିଁ। ସଠାେ ରେ ମଧ୍ଯ ପ୍ରଚୁର ଦ୍ରାକ୍ଷାରସ ଇଶ୍ରାୟେଲ ପାଇଁ ହବେ ନାହିଁ।
2
The threshing floor and the winepress won't feed them, And the new wine will fail her.
3
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।
3
They won't dwell in Yahweh's land; But Ephraim will return to Egypt, And they will eat unclean food in Assyria.
4
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନବୈେଦ୍ଯ ଉତ୍ସର୍ଗ କରିବେ ନାହିଁ। ସମାନେେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସମାନଙ୍କେର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧ ରେ ଖାଦ୍ୟ ଭକ୍ଷଣ ପରି ହବେ। ଯେ ଏହାକୁ ଭକ୍ଷଣ କରିବ ସେ ଅପବିତ୍ର ହବେ। ସମାନଙ୍କେର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ ନାହିଁ। ସମାନେେ ନିଜେ ସହେି ରୋଟୀକୁ ଭକ୍ଷଣ କରିବେ।
4
They won't pour out wine offerings to Yahweh, Neither will they be pleasing to him. Their sacrifices will be to them like the bread of mourners; All who eat of it will be polluted; For their bread will be for their appetite. It will not come into the house of Yahweh.
5
ସମାନେେ ସଦାପ୍ରଭୁଙ୍କ ନିମନ୍ତେ କୌଣସି ପର୍ବ ବା ଉତ୍ସବ ପାଳନ କରିବାକୁ କ୍ଷମ ହବେେ ନାହିଁ।
5
What will you do in the day of solemn assembly, And in the day of the feast of Yahweh?
6
ଇଶ୍ରାୟେଲର ଲୋକମାନେ ଛାଡି ଗ୍ଭଲିଗଲେ କାରଣ ଶତୃ ସମାନଙ୍କେଠାରୁ ସବୁକିଛି ନଇଗେଲା। ମେମ୍ପିସ ସମାନଙ୍କେୁ ସମାଧି ଦବେ। ସମାନଙ୍କେର ରେ ୗପ୍ୟ ଭଣ୍ତାର ରେ ଅନାବନା ଘାସ ବଢିବ। ଇଶ୍ରାୟେଲୀୟର ବାସସ୍ଥଳ ରେ କଣ୍ଟା ଉତ୍ପନ୍ନ ହବେ।
6
For, behold, they have gone away from destruction. Egypt will gather them up. Memphis will bury them. Nettles will possess their pleasant things of silver. Thorns will be in their tents.
7
ଭବିଷ୍ଯଦ୍ବକ୍ତା କହନ୍ତି, ଇଶ୍ରାୟେଲ ଏହି ନୀତିଗୁଡିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିୟାଇଛି। ତୁମ୍ଭେ ଯେଉଁ ମନ୍ଦ କାର୍ୟ୍ଯ କରିଥିଲ ତା'ର ଫଳ ପାଇବା ସମୟ ଆସି ୟାଇଛି। କିନ୍ତୁ ଇଶ୍ରାୟେଲର ଲୋକେ କହନ୍ତି, ଭବିଷ୍ଯଦ୍ବକ୍ତା ଜଣେ ନିର୍ ବୋଧ। ପରମେଶ୍ବରଙ୍କ ଆତ୍ମା ସହିତ ଏହି ବ୍ଯକ୍ତି ପାଗଳ। ଭବିଷ୍ଯଦ୍ବକ୍ତା କହନ୍ତି, ତୁମ୍ଭମାନେେ ତୁମ୍ଭମାନଙ୍କ ଜଘନ୍ଯ ପାପ ଲାଗି ଦଣ୍ତିତ ହବେ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହବେ।
7
The days of visitation have come. The days of reckoning have come. Israel will consider the prophet to be a fool, And the man who is inspired to be insane, Because of the abundance of your sins, And because your hostility is great.
8
ଭବିଷ୍ଯଦ୍ବକ୍ତା ଇଫ୍ରଯିମ, ମାରେପରମେଶ୍ବରଙ୍କ ଲୋକ ଉପ ରେ ଜଗୁଆଳି ଅଟେ। କିନ୍ତୁ ପଥ ମଧିଅରେ ଅନକେ ଫାଶ ଅଛି ଏବଂ ଲୋକମାନେ ଭବିଷ୍ଯତ୍ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ବରଙ୍କ ଘ ରେ ମଧ୍ଯ ଶତୃତା ରହିଛି।
8
A prophet watches over Ephraim with my God. A fowler's snare is on all of his paths, And hostility in the house of his God.
9
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।
9
They have deeply corrupted themselves, As in the days of Gibeah. He will remember their iniquity. He will punish them for their sins.
10
ସହେି ସମୟରେ ଆମ୍ଭେ ଇଶ୍ରାୟେଲକୁ ପାଇଲୁ, ସମାନେେ ମରୁଭୂମିରେ ସତଜେ ଦ୍ରାକ୍ଷାଲତା ସଦୃଶ ଥିଲେ। ସମାନେେ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସମାନେେ ଯେତବେେଳେ ବାଲ-ପିୟୋର ନିକଟକୁ ଆସିଲେ ସମାନେେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କଲେ। ତା'ପ ରେ ସମାନେେ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ ହେଲା।
10
I found Israel like grapes in the wilderness. I saw your fathers as the first ripe in the fig tree at its first season; But they came to Baal Peor, and consecrated themselves to the shameful thing, And became abominable like that which they loved.
11
ଇଫ୍ରଯିମର ଗୌରବ ପକ୍ଷୀ ସଦୃଶ ଉଡିୟିବ। ଅଧିକ ଗର୍ଭଧାରଣ ହବେନାହିଁ, ଅଧିକ ଶିଶୁ ଜନ୍ମ ହବେନୋହିଁ।
11
As for Ephraim, their glory will fly away like a bird. There will be no birth, none with child, and no conception.
12
ଯଦିଓ ଇଶ୍ରାୟେଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସମାନଙ୍କେୁ ସାହାୟ୍ଯ କରିବ ନାହିଁ। ଆମ୍ଭେ ସମାନଙ୍କେଠାରୁ ସମାନଙ୍କେର ପିଲାମାନଙ୍କୁ ନଇୟିବୋ। ଆମ୍ଭେ ସମାନଙ୍କେୁ ପରିତ୍ଯାଗ କରିବା। ଫଳ ରେ ସମାନଙ୍କେର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ।
12
Though they bring up their children, Yet I will bereave them, so that not a man shall be left. Indeed, woe also to them when I depart from them!
13
ଆମ୍ଭେ ଦେଖିପାରୁଛୁ ଇଫ୍ରଯିମ ତା'ର ପିଲାମାନଙ୍କୁ ୟନ୍ତା ମଧ୍ଯକୁ ନେଉଛି। ଇଫ୍ରଯିମ ତା'ର ପିଲାମାନଙ୍କୁ ଘାତକ ନିକଟକୁ ଆଣୁଛି।
13
Ephraim, like I have seen Tyre, is planted in a pleasant place; But Ephraim will bring out his children to the killer.
14
ସଦାପ୍ରଭୁ, ତୁମ୍ଭେ ଯାହା ଗ୍ଭହଁ ତାହା ସମାନଙ୍କେୁ ଦିଅ। ଶିଶୁହରା ଗର୍ଭଶଯ ସମାନଙ୍କେୁ ଦିଅ, କ୍ଷୀର ବାହାରୁନଥିବା ସ୍ତନ ସମାନଙ୍କେୁ ଦିଅ।
14
Give them�Yahweh what will you give? Give them a miscarrying womb and dry breasts.
15
ସମାନଙ୍କେର ସମସ୍ତ ମନ୍ଦ କାର୍ୟ୍ଯ ଗିଲ୍ଗଲ୍ ରେ ଅଛି। ଆମ୍ଭେ ସମାନଙ୍କେୁ ସଠାେ ରେ ଘୃଣା କରିବା ଆରମ୍ଭ କଲୁ। ଆମ୍ଭର ଗୃହ ପରିତ୍ଯାଗ କରିବାକୁ ଆମ୍ଭେ ସମାନଙ୍କେୁ ବାଧ୍ଯ କରିବା, କାରଣ ସମାନେେ ମନ୍ଦ କାର୍ୟ୍ଯ କରନ୍ତି। ଆମ୍ଭେ ସମାନଙ୍କେୁ ଆଉ ଭଲ ପାଇବା ନାହିଁ। ସମାନଙ୍କେର ନେତାମାନେ ବିଦ୍ରୋହି, ସମାନେେ ଆମ୍ଭର ବିରୁଦ୍ଧ ରେ ୟାଇଛନ୍ତି।
15
"All their wickedness is in Gilgal; For there I hated them. Because of the wickedness of their deeds I will drive them out of my house! I will love them no more. All their princes are rebels.
16
ଇଫ୍ରଯିମ ଦଣ୍ତିତ ହବେ। ସମାନଙ୍କେର ମୂଳ ମରିୟାଇଛି। ସମାନଙ୍କେର ଆଉ ଅଧିକ ସନ୍ତାନ ହବେେ ନାହିଁ। ସମାନେେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସମାନଙ୍କେର ମହାନ୍ ସନ୍ତାନଙ୍କୁ ଆମ୍ଭେ ହତ୍ଯା କରିବା।
16
Ephraim is struck. Their root has dried up. They will bear no fruit. Even though they bring forth, yet I will kill the beloved ones of their womb."
17
ଏହି ଲୋକମାନେ ମାରେ ପରମେଶ୍ବରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସମାନଙ୍କେ କଥା ଶୁଣିବେ ନାହିଁ। ସମାନେେ ବସହରା ହାଇେ ୟାୟାବର ପରି ଏଣତେଣେେ ଦେଶର ସବୁଆଡେ ବୁଲିବେ।
17
My God will cast them away, because they did not listen to him; And they will be wanderers among the nations.
Choose Theme