ଆଦି ପୁସ୍ତକ 40:14
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମାେତେ ସ୍ମରଣ କରିବ। ପୁଣି ମାେ ପ୍ରତି ଦୟାକରି ଫାରୋଙ୍କ ଛାମୁ ରେ ମାେ ବିଷଯ କହି ମାେତେ ଏହି କାରାଗାରରୁ ମୁକ୍ତ କରିବ।
World English Bible
But remember me when it will be well with you, and show kindness, please, to me, and make mention of me to Pharaoh, and bring me out of this house.