ଆଦି ପୁସ୍ତକ 27:22
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତେଣୁ ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା। ଇସ୍ହାକ ସ୍ପର୍ଶ କରି କହିଲା, ତୁମ୍ଭର ସ୍ବର ଯାକୁବର ସ୍ବର ପରି କିନ୍ତୁ ତୁମ୍ଭର ହାତ ଲୋମଶ ଠିକ୍ ଏଷୌର ହାତପରି।
World English Bible
Jacob went near to Isaac his father. He felt him, and said, "The voice is Jacob's voice, but the hands are the hands of Esau."