ଯିହିଜିକଲ 47:2
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଏବଂ ସେ ମାେତେ ଉତ୍ତର ଦ୍ବାରର ପଥଦଇେ ବାହାରକୁ ଆଣିଲେ। ଆଉ ବାହାର ପଥଦଇେ ବୁଲାଇ ପୂର୍ବାଭିମୁଖ ଦ୍ବାରର ପଥ ଉପରଦଇେ ବାହାର ଦ୍ବାରକୁ ନଇଗେଲେ। ସହେି ସ୍ଥାନ ରେ ଦକ୍ଷିଣ ପାଶର୍ବ ରେ ଜଳ ବହୁଥିବାର ମୁଁ ଦେଖିଲି।
World English Bible
Then he brought me out by the way of the gate northward, and led me round by the way outside to the outer gate, by the way of the gate that looks toward the east; and, behold, there ran out waters on the right side.