Home
Bibles
Bible Study with Steffi
Parallel ଯିହିଜିକଲ 21
Aa
Parallel ଯିହିଜିକଲ
Chapter 21
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ,
1
The word of Yahweh came to me, saying,
2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ୟିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧ ରେ ନିଜର ବାକ୍ଯ ବର୍ଷଣ କର ଓ ଇଶ୍ରାୟେଲ ଦେଶ ବିପକ୍ଷ ରେ ଭବିଷ୍ଯଦବାଣୀ ପ୍ରଚାର କର।
2
Son of man, set your face toward Jerusalem, and drop your word toward the sanctuaries, and prophesy against the land of Israel;
3
ଏବଂ ଇଶ୍ରାୟେଲ ଦେଶକୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି ! ଦେଖ, ମୁଁ ତୁମ୍ଭ ବିରୁଦ୍ଧ ରେ ଅଟେ। ମୁଁ ଆପଣା ଖଡ୍ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ଯରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି।
3
and tell the land of Israel, Thus says Yahweh: Behold, I am against you, and will draw forth my sword out of its sheath, and will cut off from you the righteous and the wicked.
4
କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମାରେ ଖଡ୍ଗ ବ୍ଯବହାର ହବେ, ଏହା କୋଷମୁକ୍ତ ହାଇେ ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଲୋକ ବିରୁଦ୍ଧ ରେ ୟିବ।
4
Seeing then that I will cut off from you the righteous and the wicked, therefore shall my sword go forth out of its sheath against all flesh from the south to the north:
5
ସେତବେେଳେ ପ୍ରେତ୍ୟକକ ବ୍ଯକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ଖଡ୍ଗ କୋଷରୁ ବାହାର କରିଅଛି, ତାହା ଆଉ ଫରେିବ ନାହିଁ।'
5
and all flesh shall know that I, Yahweh, have drawn forth my sword out of its sheath; it shall not return any more.
6
ପରମେଶ୍ବର ପୁଣି କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ବାସ ଛାଡ଼। ପୁଣି ଆପଣା କଟୀ ଭାଙ୍ଗି ମନସ୍ତାପ ପୂର୍ବକ ସମାନଙ୍କେ ସମ୍ମୁଖ ରେ ଦୀର୍ଘନିଃଶ୍ବାସ ଛାଡ଼ିବ।
6
Sigh therefore, you son of man; with the breaking of your loins and with bitterness shall you sigh before their eyes.
7
ଯେତବେେଳେ ସମାନେେ ପଚାରିବେ, 'ତୁମ୍ଭେ କାହିଁକି ଦୀର୍ଘନିଃଶ୍ବାସ ଛାଡ଼ୁଛ ?' ସେତବେେଳେ ତୁମ୍ଭେ କହିବ, 'ସମ୍ବାଦ ସକାେଶ, ତାହା ଆସୁଅଛି। ସେଥି ରେ ସମସ୍ତଙ୍କ ଆତ୍ମା ଭୟ ରେ ତରଳି ୟିବ ଓ ସମସ୍ତଙ୍କ ହସ୍ତ ଭୟ ରେ ଦୁର୍ବଳ ହବେ। ପ୍ରେତ୍ୟକକ ମନୁଷ୍ଯର ଆତ୍ମା ହତ ଉତ୍ସାହିତ ହବେ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହବେ।' ଏବଂ ଦେଖ, ସହେି ସମୟ ଆସୁଅଛି ଓ ତାହା ସିଦ୍ଧ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
7
It shall be, when they tell you, Why do you sigh? that you shall say, Because of the news, for it comes; and every heart shall melt, and all hands shall be feeble, and every spirit shall faint, and all knees shall be weak as water: behold, it comes, and it shall be done, says the Lord Yahweh.
8
ଅନନ୍ତର ସଦାପ୍ରଭୁ, ମାରେ ପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
8
The word of Yahweh came to me, saying,
9
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବଷ୍ଯଦବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,
9
Son of man, prophesy, and say, Thus says Yahweh: Say, A sword, a sword, it is sharpened, and also furbished;
10
ହତ୍ଯା ନିମନ୍ତେ ତାହା ଶାଣିତ ହାଇେଅଛି, ତାହା ମଧ୍ଯ ମାର୍ଜିତ ହାଇେ ବିଜୁଳି ପରି ଚକ୍ ଚକ୍ କରୁଛି, ' ମାରେ ପୁତ୍ର ତୁମ୍ଭେ ଏହି ଛଡ ସକାେଶ ଖୁସି ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।
10
it is sharpened that it may make a slaughter; it is furbished that it may be as lightning: shall we then make mirth? the rod of my son, it condemns every tree.
11
ପୁଣି ହାତ ରେ ଧରାୟିବା ପାଇଁ ଖଡ୍ଗ ଗଣିତ ହାଇେଅଛି। ଘାତକର ହାତ ରେ ଦବୋ ନିମନ୍ତେ ତାହା ଶାଣିତ ଓ ମାର୍ଜିତ ହାଇେଅଛି।
11
It is given to be furbished, that it may be handled: the sword, it is sharpened, yes, it is furbished, to give it into the hand of the killer.
12
ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମାରେଖଡ୍ଗ ଲୋକମାନଙ୍କ ବିରୁଦ୍ଧ ରେ ଓ ସମସ୍ତ ଇଶ୍ରାୟେଲର ଅଧିପତିଗଣଙ୍କ ବିରୁଦ୍ଧ ରେ ଉେତ୍ତାଳିତ ହାଇେଅଛି। ସମାନେେ ମାେ ଖଡ୍ଗ ରେ ସମର୍ପିତ ହାଇେଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତି ରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର।
12
Cry and wail, son of man; for it is on my people, it is on all the princes of Israel: they are delivered over to the sword with my people; strike therefore on your thigh.
13
ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ଯାଖ୍ଯାନ କରିବା ପ ରେ ଆଉ କ'ଣ ବାକି ରହିଲା ?' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
13
For there is a trial; and what if even the rod that condemns shall be no more? says the Lord Yahweh.
14
ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କରତାଳି ଦଇେ ଭବିଷ୍ଯଦବାକ୍ଯ ପ୍ରଚାର କର।
14
You therefore, son of man, prophesy, and strike your hands together; and let the sword be doubled the third time, the sword of the deadly wounded: it is the sword of the great one who is deadly wounded, which enters into their chambers.
15
ସମାନଙ୍କେର ଅନ୍ତର ଭୟ ରେ ଯେପରି ତରଳି ୟାଏ ଓ ସମାନଙ୍କେର ବହୁ ବିଘ୍ନ ଜନ୍ମେ, ଏଥିପାଇଁ ମୁଁ ସମାନଙ୍କେର ସକଳ ନଗର ଦ୍ବାର ବିରୁଦ୍ଧ ରେ ଖଡ୍ଗ ଲକ୍ଷ୍ଯ କରି ରଖିଅଛି। ଏହା ହତ୍ଯା କଲାପ ରେ ଏହା ବିଜୁଳି ପରି ଚକମକ କରୁଛି।
15
I have set the threatening sword against all their gates, that their heart may melt, and their stumblings be multiplied: ah! it is made as lightning, it is pointed for slaughter.
16
ହେ ଖଡ୍ଗ ଦକ୍ଷିଣ ଓ ବାମକୁ କାଟ। ଯେଉଁ ଆଡ଼େ ତୁମ୍ଭର ଧାର ଯାଉଛି।
16
Gather you together, go to the right, set yourself in array, go to the left, wherever your face is set.
17
ମୁଁ ମଧ୍ଯ ମାରେ କରତାଳି ମାରିବି ଓ ମାରେ କୋପକୁ ଶାନ୍ତ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।
17
I will also strike my hands together, and I will cause my wrath to rest: I, Yahweh, have spoken it.
18
ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
18
The word of Yahweh came to me again, saying,
19
ହେ ମନୁଷ୍ଯ ପୁତ୍ର, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ୟାଇଥିବା ସଡ଼କର ମୁଣ୍ଡ ରେ ଏକ ପଥ ନିର୍ଦ୍ଦଶେ କରୁଥିବା ପ୍ରସ୍ତର ଫଳକ ରଖ।
19
Also, you son of man, appoint two ways, that the sword of the king of Babylon may come; they both shall come forth out of one land: and mark out a place, mark it out at the head of the way to the city.
20
ଖଡ୍ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ନୋନୀଯର ରବବାକୁ ୟାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ୟିରୁଶାଲମକୁ ୟାଏ।
20
You shall appoint a way for the sword to come to Rabbah of the children of Ammon, and to Judah in Jerusalem the fortified.
21
କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନ ରେ ଛିଡ଼ା ହବେେ। ସେ ତୀରଗୁଡ଼ିକୁ ନିକ୍ଷପେ କରି ଗୁଳାବାଣ୍ଟ ସାହାୟ୍ଯ ରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ଯ ଚିହ୍ନ ଖାଜେି ବୁଲିବେ।
21
For the king of Babylon stood at the parting of the way, at the head of the two ways, to use divination: he shook the arrows back and forth, he consulted the teraphim, he looked in the liver.
22
ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍ବ ରେ ପ୍ରାଚୀର ନିର୍ମାଣ କରିବ।
22
In his right hand was the divination for Jerusalem, to set battering rams, to open the mouth in the slaughter, to lift up the voice with shouting, to set battering rams against the gates, to cast up mounds, to build forts.
23
ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଚାର କରାୟିବ, କାରଣ ସମାନଙ୍କେର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସମାନେେ କଲେ। କିନ୍ତୁ ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ ଓ ତା'ପ ରେ ସମାନେେ ଧରାଯିବେ।
23
It shall be to them as a false divination in their sight, who have sworn oaths to them; but he brings iniquity to memory, that they may be taken.
24
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, କାରଣ ତୁମ୍ଭେ ମାେତେ ତୁମ୍ଭର ମାେ ପ୍ରତି ଅବଜ୍ଞା ତୁମ୍ଭ କାର୍ୟ୍ଯର ପାପ ଦଖାଇେ ମାେତେ ତୁମ୍ଭର ପାପ ମନେ ପକାଇଲ। କାରଣ ତୁମ୍ଭେ ମାେତେ ମନେପକାଇ ଦିଅ ଯେ, ତୁମ୍ଭେ ବନ୍ଦୀରୂପେ ୟିବ।
24
Therefore thus says the Lord Yahweh: Because you have made your iniquity to be remembered, in that your transgressions are uncovered, so that in all your doings your sins do appear; because you have come to memory, you shall be taken with the hand.
25
ହେ ଦୁଷ୍ଟ ଇଶ୍ରାୟେଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହାଇେଅଛି।
25
You, deadly wounded wicked one, the prince of Israel, whose day is come, in the time of the iniquity of the end,
26
ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ ; ଏହା ଆଉ ସପରେି ରହିବ ନାହିଁ। ଯେଉଁମାନେ ଉଚ୍ଚ ସମାନେେ ନୀଚ ହବେେ ଓ ଯେଉଁମାନେ ନୀଚ ସମାନେେ ଉଚ୍ଚ ହବେେ।
26
thus says the Lord Yahweh: Remove the turban, and take off the crown; this shall be no more the same; exalt that which is low, and abase that which is high.
27
ମୁଁ ସମ୍ପୂର୍ଣ୍ଣରୂପେ ସହେି ସହର ଧ୍ବଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ୟ୍ଯନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତ ରେ ମୁଁ ଏହାକୁ ଦବେି।
27
I will overturn, overturn, overturn it: this also shall be no more, until he come whose right it is; and I will give it him.
28
ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯତ୍ ବାକ୍ଯ ପଚାର କରି କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଅମ୍ ନୋନ ସନ୍ତାନଗଣ ବିଷଯ ରେ ଓ ସମାନଙ୍କେ ଅପମାନ ବିଷଯ ରେ ଏହି କଥା କହନ୍ତି,
28
You, son of man, prophesy, and say, Thus says the Lord Yahweh concerning the children of Ammon, and concerning their reproach; and say you, A sword, a sword is drawn, for the slaughter it is furbished, to cause it to devour, that it may be as lightning;
29
ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ଯା ମନ୍ତ୍ର ତୁମ୍ଭକୁ ସହାୟ ହବେ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳା ରେ ଖଣ୍ଡାଟିକୁ ରଖାୟିବ, ଯେଉଁମାନେ ହତ ହବୋକୁ ଅଛନ୍ତି, ସହେିମାନଙ୍କ ପାଇଁ ଦଣ୍ଡିତ ହବୋର ଦିନ ପହଞ୍ଚିୟାଇଛି। ଏବଂ ସମାନଙ୍କେର ଦୋଷର ଅବସାନ ଘଟିବ।
29
while they see for you false visions, while they divine lies to you, to lay you on the necks of the wicked who are deadly wounded, whose day is come in the time of the iniquity of the end.
30
' ହେ ବାବିଲ, ଖଡ୍ଗକୁ ପୁନର୍ବାର କୋଷ ମଧ୍ଯକୁ ଫରୋଇ ଆଣ। ତୁମ୍ଭେ ଯେଉଁଠା ରେ ସୃଷ୍ଟି ହାଇେଥିଲ ଓ ଯେଉଁଠା ରେ ତୁମ୍ଭେ ଜନ୍ମ ହାଇେଥିଲ, ସଠାେ ରେ ମୁଁ ତୁମ୍ଭର ବିଚାର କରିବି।
30
Cause it to return into its sheath. In the place where you were created, in the land of your birth, will I judge you.
31
ଆଉ ମୁଁ ତୁମ୍ଭ ଉପ ରେ ଆପଣା କୋରଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପ ରେ ଆପଣା କୋରଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତ ରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବା ରେ ପାରଙ୍ଗମ।
31
I will pour out my indignation on you; I will blow on you with the fire of my wrath; and I will deliver you into the hand of brutish men, skillful to destroy.
32
ତୁମ୍ଭେ ଅଗ୍ନି ରେ ଜାଳସ୍ବରୂପ ହବେ ; ତୁମ୍ଭର ରକ୍ତ ଦେଶ ମଧିଅରେ ପତିତ ହବେ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।'
32
You shall be for fuel to the fire; your blood shall be in the midst of the land; you shall be no more remembered: for I, Yahweh, have spoken it.
Choose Theme