Home
Bibles
Bible Study with Steffi
Parallel ଯାତ୍ରା ପୁସ୍ତକ 38
Aa
Parallel ଯାତ୍ରା ପୁସ୍ତକ
Chapter 38
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଏହାପରେ ନବୈେଦ୍ଯ ଦଗ୍ଧ କରିବା ପାଇଁ ବତ୍ସଲଲେ ଶିଟୀମ୍ କାଠ ରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଏହି ହାମବଦେେୀଟି ବର୍ଗାକାର ଥିଲା। ଏହାର ର୍ଦୈଘ୍ଯ ପାଞ୍ଚହାତ, ପ୍ରସ୍ଥ ପାଞ୍ଚହାତ ଏବଂ ଉଚ୍ଚତା ତିନିହାତ ଥିଲା।
1
He made the altar of burnt offering of acacia wood. It was square. Its length was five cubits, its breadth was five cubits, and its height was three cubits.
2
ସେ ଚାରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଚା ରୋଟି ଶୀଙ୍ଗକୁ ମିଶାଇ ଦେଲେ, ସେସବୁ ୟଜ୍ଞବଦେୀର ଏକ ଅଂଶ ହେଲା ଏବଂ ତା'ଉପରେ କଂସା ମଡାଇଲେ।
2
He made its horns on its four corners. Its horns were of one piece with it, and he overlaid it with brass.
3
ଏହାପରେ ସେ ୟଜ୍ଞବଦେୀ ପାଇଁ ଦରକାରୀ ପିତ୍ତଳ ପାତ୍ର, ବଲଚୋ, କରଚୁଲ୍ଲୀ, ଗରା, କଣ୍ଟା ଚାମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ।
3
He made all the vessels of the altar, the pots, the shovels, the basins, the flesh-hooks, and the fire pans. He made all its vessels of brass.
4
ଏହାପରେ ସେ ୟଜ୍ଞବଦେୀ ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ୟଜ୍ଞବଦେୀର ଧାର ରେ ବାନ୍ଧିଲେ। ଯାହାକି ୟଜ୍ଞବଦେୀର ମଝି ପର୍ୟ୍ଯନ୍ତ ଆସିଲା।
4
He made for the altar a grating of a network of brass, under the ledge around it beneath, reaching halfway up.
5
ଏହାପରେ ସେ କଂସାର କଡା ତିଆରି କଲେ। ଏହି କଡା ମଧିଅରେ ସାଙ୍ଗୀ ପୁ ରଇେ ବଦେୀ ବୁହାଗଲା। ସେ କଂସା ଜାଲିର ଚାରି ପାଖ ରେ ଚାରୋଟୀ କଡା ଲଗାଇଲେ।
5
He cast four rings for the four ends of brass grating, to be places for the poles.
6
ଏହାପରେ ସେ ଶିଟୀମ୍ କାଠ ରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସହେି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡାଇଲେ।
6
He made the poles of acacia wood, and overlaid them with brass.
7
ବଦେୀଟିକୁ ବହିବା ପାଇଁ ସେ ୟଜ୍ଞବଦେୀ ପାଶର୍ବ ରେ ଥିବା କଡା ମଧିଅରେ ସାଙ୍ଗୀକୁ ପୁରାଇଲେ। ସେ ୟଜ୍ଞବଦେୀଟିକୁ ଖାଲି ସିନ୍ଦୁକ ପରି ପଟା ରେ ନିର୍ମାଣ କଲେ।
7
He put the poles into the rings on the sides of the altar, with which to carry it. He made it hollow with planks.
8
ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।
8
He made the basin of brass, and its base of brass, out of the mirrors of the ministering women who ministered at the door of the tent of meeting.
9
ଏହାପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାଶର୍ବ ରେ ବଳା ଶୁଭ୍ର କ୍ଷୋମସୂତ୍ର ରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ।
9
He made the court: for the south side southward the hangings of the court were of fine twined linen, one hundred cubits;
10
ଏହାର କୋଡିଏଟି ସ୍ତମ୍ଭ କୋଡିଏଟି ଚୁଙ୍ଗୀ ପିତ୍ତଳର ଏବଂ ସହେି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।
10
their pillars were twenty, and their sockets twenty, of brass; the hooks of the pillars and their fillets were of silver.
11
ଉତ୍ତର ଦିଗର ପରଦା ଶ ହେ ହାତ ତାହାର କୋଡିଏଟି ସ୍ତମ୍ଭ କୋଡିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।
11
For the north side one hundred cubits, their pillars twenty, and their sockets twenty, of brass; the hooks of the pillars, and their fillets, of silver.
12
ପଶ୍ଚିମ ପାଶର୍ବ ରେ ପରଦା ପଚାଶ ହାତ ଲମ୍ବ ଥିଲା। ଏହାର ଦଶଟି ସ୍ତମ୍ଭ ଦଶଟି ଚୁଙ୍ଗୀ, ସ୍ତମ୍ଭର ଅଙ୍ଗଡା ଛୁଞ୍ଚିଆ ରୂପାର ଥିଲା।
12
For the west side were hangings of fifty cubits, their pillars ten, and their sockets ten; the hooks of the pillars, and their fillets, of silver.
13
ପୂର୍ବ ଦିଗ ରେ ପୂର୍ବ ପାଶର୍ବ ନିମନ୍ତେ ପଚାଶ ହାତଥିଲା।
13
For the east side eastward fifty cubits.
14
ଦ୍ବାରର ଏକ ପାଶର୍ବ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
14
The hangings for the one side were fifteen cubits; their pillars three, and their sockets three;
15
ଅନ୍ୟ ପାଶର୍ବ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ବାର ସନ୍ନିକଟ ଏକ ପାଶର୍ବସ୍ଥ ଓ ଅନ୍ୟ ପ୍ରାଶର୍ବସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
15
and so for the other side: on this hand and that hand by the gate of the court were hangings of fifteen cubits; their pillars three, and their sockets three.
16
ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ ସକଳ ପରଦା ବଳାଶୁଭ୍ର କ୍ଷୋମସୂତ୍ର ରେ ନିର୍ମିତ ଥିଲା।
16
All the hangings around the court were of fine twined linen.
17
ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡା ଛଡ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପା ରେ ଛାଉଣୀ ହାଇେଥିଲା। ଏବଂ ଅଗଣାର ଖମ୍ବର ଛଡସବୁ ରୂପା ରେ ତିଆରି ହାଇେଥିଲା।
17
The sockets for the pillars were of brass. The hooks of the pillars and their fillets were of silver; and the overlaying of their capitals, of silver; and all the pillars of the court were filleted with silver.
18
ପ୍ରାଙ୍ଗଣ ଦ୍ବାର ରେ ଆଚ୍ଛାଦନ ବସ୍ତ୍ର ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ର ରେ ଶିଳ୍ପ କର୍ମ ରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ର୍ଦୈଘ୍ଯ କୋଡିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା।
18
The screen for the gate of the court was the work of the embroiderer, of blue, purple, scarlet, and fine twined linen. Twenty cubits was the length, and the height in the breadth was five cubits, like to the hangings of the court.
19
ତହିଁରେ ପିତ୍ତଳର ଚାରିଟି ସ୍ତମ୍ଭ, ଚାରିଟି ଚୁଙ୍ଗୀ ରୂପାର ଆଙ୍ଗଡା ତା'ର ମୁଣ୍ଡାଳି ରୂପା ରେ ଛାଉଣୀ ହାଇେଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା।
19
Their pillars were four, and their sockets four, of brass; their hooks of silver, and the overlaying of their capitals, and their fillets, of silver.
20
ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସା ରେ ନିର୍ମିତ ହାଇେଥିଲା।
20
All the pins of the tent, and around the court, were of brass.
21
ମାଶାେ ଲବେୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁ ରେ ବ୍ଯବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାଯିତ୍ବ ନଇେଥିଲେ ଯାଜକ ହାରୋଣର ପୁତ୍ର ଇଥାମ।
21
This is the amount of material used for the tent, even the Tent of the Testimony, as they were counted, according to the commandment of Moses, for the service of the Levites, by the hand of Ithamar, the son of Aaron the priest.
22
ସଦାପ୍ରଭୁ ମାଶାଙ୍କେ ଦ୍ବାରା ଯେଉଁ ଆଜ୍ଞା ଦଇେଥିଲେ, ସହେି ଅନୁୟାଯୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲଲେ ସେ ସବୁ ନିର୍ମାଣ କରିଥିଲେ।
22
Bezalel the son of Uri, the son of Hur, of the tribe of Judah, made all that Yahweh commanded Moses.
23
ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।
23
With him was Oholiab, the son of Ahisamach, of the tribe of Dan, an engraver, and a skillful workman, and an embroiderer in blue, in purple, in scarlet, and in fine linen.
24
ଅଣତିରିଶ ତାଳନ୍ତ ଓ 730 ଶକେଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ବାରା ମପାୟାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।
24
All the gold that was used for the work in all the work of the sanctuary, even the gold of the offering, was twenty-nine talents, and seven hundred thirty shekels, after the shekel of the sanctuary.
25
ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1 ,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।
25
The silver of those who were numbered of the congregation was one hundred talents, and one thousand seven hundred seventy-five shekels, after the shekel of the sanctuary:
26
ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।
26
a beka a head, that is, half a shekel, after the shekel of the sanctuary, for everyone who passed over to those who were numbered, from twenty years old and upward, for six hundred three thousand five hundred fifty men.
27
ଏକ ତାଳନ୍ତ ଲଖାଏଁେ ରୂପା ରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହାଇେଥିଲା। 10 ଆଧାର ପାଇଁ 100 ତାଳନ୍ତ ବ୍ଯବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ।
27
The one hundred talents of silver were for casting the sockets of the sanctuary, and the sockets of the veil; one hundred sockets for the one hundred talents, a talent for a socket.
28
ସମାନେେ ଆଙ୍କୁଡା, ଛଡ ଏବଂ ଖମ୍ବଗୁଡିକର ଅଗ୍ରଭାଗକୁ 1 ,775 ଶକେଲ ରୂପା ରେ ଆଚ୍ଛାଦନ କଲେ।
28
Of the one thousand seven hundred seventy-five shekels he made hooks for the pillars, overlaid their capitals, and made fillets for them.
29
ପିତ୍ତଳର ନବୈେଦ୍ଯ ସତୁରି ତାଳନ୍ତ 2 ,400 ଶକେଲ ଥିଲା।
29
The brass of the offering was seventy talents, and two thousand four hundred shekels.
30
ଏଣୁ ସେ ପିତ୍ତଳ ଦ୍ବାର ସମାଗମ ତମ୍ବୁ ଦ୍ବାରର ଚୁଙ୍ଗୀ ପିତ୍ତଳ ୟଜ୍ଞବଦେୀ ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ୟଜ୍ଞବଦେୀର ସମସ୍ତ ପାତ୍ର ନିର୍ମାଣ କଲେ।
30
With this he made the sockets to the door of the tent of meeting, the brazen altar, the brazen grating for it, all the vessels of the altar,
31
ପ୍ରାଙ୍ଗଣର ଚତୁଃପାଶର୍ବର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ବାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରଙ୍ଗଣର ଖିଲ ସବୁ ସହେି କଂସା ରେ ନିର୍ମିତ କରାଗଲା।
31
the sockets around the court, the sockets of the gate of the court, all the pins of the tent, and all the pins around the court.
Choose Theme