Home
Bibles
Bible Study with Steffi
Parallel ଯାତ୍ରା ପୁସ୍ତକ 36
Aa
Parallel ଯାତ୍ରା ପୁସ୍ତକ
Chapter 36
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।
1
"Bezalel and Oholiab shall work with every wise-hearted man, in whom Yahweh has put wisdom and understanding to know how to work all the work for the service of the sanctuary, according to all that Yahweh has commanded."
2
ତା'ପରେ ମାଶାେ ବତ୍ସଲଲେ ଏବଂ ଅହଲୀଯାବ ପ୍ରେତ୍ୟକକ ନିପୂଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ୟ୍ଯ କରିବାକୁ କୌଶଳ ଓ ଅତିଶଯ ଦକ୍ଷତା ଦଇେଛନ୍ତି।
2
Moses called Bezalel and Oholiab, and every wise-hearted man, in whose heart Yahweh had put wisdom, even everyone whose heart stirred him up to come to the work to do it:
3
ମାଶାେ ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ଯ ଦ୍ରବ୍ଯମାନ ଦେଲେ ଏବଂ ସମାନେେ ସହେି ଦ୍ରବ୍ଯଗୁଡିକ ବ୍ଯବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତ ରେ ଉପହାରମାନ ଆଣି ଦେଲେ।
3
and they received from Moses all the offering which the children of Israel had brought for the work of the service of the sanctuary, with which to make it. They brought yet to him freewill-offerings every morning.
4
ଶଷେ ରେ, ପବିତ୍ର ସ୍ଥାନର ନିପୂଣ କର୍ମକର୍ତ୍ତାଗଣ କାର୍ୟ୍ଯ ଛାଡି ମାଶାଙ୍କେ ନିକଟକୁ କହିବା ପାଇଁ ଗଲେ।
4
All the wise men, who performed all the work of the sanctuary, each came from his work which they did.
5
ଲୋକମାନେ ୟଥେଷ୍ଟ ଆଣୁଛନ୍ତି। ସଦାପ୍ରଭୁଙ୍କର ଆଜ୍ଞା କର୍ମ କରିବା ପାଇଁ ଯାହା ଦରକାର ତାହାଠାରୁ ଲୋକେ ୟଥେଷ୍ଟ ଆଣୁଛନ୍ତି।
5
They spoke to Moses, saying, "The people bring much more than enough for the service of the work which Yahweh commanded to make."
6
ଏହାପରେ ମାଶାେ ଏହି ସମ୍ବାଦ ଛାଉଣୀ ମଧିଅରେ ପ୍ରଚାର କଲେ, ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ। ତେଣୁ ଲୋକମାନେ ବାଧ୍ଯ ହେଲେ ଆଉ ଉପହାର ନଦବୋ ପାଇଁ।
6
Moses gave commandment, and they caused it to be proclaimed throughout the camp, saying, "Let neither man nor woman make anything else for the offering for the sanctuary." So the people were restrained from bringing.
7
ଲୋକମାନେ କାର୍ୟ୍ଯ ପାଇଁ ଆବଶ୍ଯକତାଠାରୁ ଅଧିକ ଦେଲେ।
7
For the stuff they had was sufficient for all the work to make it, and too much.
8
ଏହାପରେ ସହେି ନିପୂଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସୁନ୍ଦର ବର୍ଣ୍ଣ ସୂତ୍ର ଦ୍ବାରା ପବିତ୍ର ତମ୍ବୁର ଦଶ ୟବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧିଅରେ ଶିଳ୍ପ କର୍ମ ରେ କିରୂବ ଦୂତଗଣର ଆକୃତି କଲେ।
8
All the wise-hearted men among those who did the work made the tent with ten curtains; of fine twined linen, blue, purple, and scarlet, with cherubim, the work of the skillful workman, they made them.
9
ପ୍ରେତ୍ୟକକ ୟବନିକା ଅଠଇେଶ ହାତ ଲମ୍ବ, ଚାରି ହାତ ପ୍ରସ୍ଥ ଏବଂ ପ୍ରେତ୍ୟକକ ୟବନିକା ସମପରିମାଣର ଥିଲା।
9
The length of each curtain was twenty-eight cubits, and the breadth of each curtain four cubits. All the curtains had one measure.
10
ସମାନେେ ପଞ୍ଚ ୟବନିକା ଏକତ୍ର କରି ଯୋଗ କଲେ ଏବଂ ଅନ୍ୟ ପଞ୍ଚ ୟବନିକା ମଧ୍ଯ ଏକତ୍ର କରି ୟୋଗ କଲେ।
10
He coupled five curtains to one another, and the other five curtains he coupled one to another.
11
ସମାନେେ ୟୋଡ ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ୟୋଡ ସ୍ଥାନର ଦ୍ବିତୀୟ ଅନ୍ୟ ୟବନିକାର ଧଡି ରେ ଏକାପରି କାର୍ୟ୍ଯମାନ କଲେ।
11
He made loops of blue on the edge of the one curtain from the edge in the coupling. Likewise he made in the edge of the curtain that was outmost in the second coupling.
12
ସମାନେେ ପ୍ରଥମ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା ଓ ୟୋଡା ସ୍ଥାନ ରେ ଦ୍ବିତୀୟ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରୋ କଲେ। ସହେି ଘୁଣ୍ଡିଘରା ସବୁ ପରସ୍ପର ସମ୍ମୁଖୀନ ରହିଥିଲା।
12
He made fifty loops in the one curtain, and he made fifty loops in the edge of the curtain that was in the second coupling. The loops were opposite one to another.
13
ଏହାପରେ ସମାନେେ ପଚାଶ ଗୋଟି ସ୍ବର୍ଣ୍ଣଘୁଣ୍ଡି କରି ୟବନିକା ସବୁ ୟୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହାଇେ ଗୋଟିଏ ହେଲା।
13
He made fifty clasps of gold, and coupled the curtains one to another with the clasps: so the tent was a unit.
14
ଏହାପରେ ସହେି ଶିଳ୍ପୀଗଣ ସହେି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ୟବନିକା ପ୍ରସ୍ତୁତ କଲେ।
14
He made curtains of goats' hair for a covering over the tent. He made them eleven curtains.
15
ପ୍ରେତ୍ୟକକ ୟବନିକାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ବିଶିଷ୍ଟ ହେଲା। ସହେି ଏକାଦଶ ୟବନିକାର ସମାନ ପରିମାଣ ଥିଲା।
15
The length of each curtain was thirty cubits, and four cubits the breadth of each curtain. The eleven curtains had one measure.
16
ସମାନେେ ପାଞ୍ଚଟି ୟବନିକା ୟୋଡି ଗୋଟିଏ ଏବଂ ଅନ୍ୟ ଛଅଟି ୟବନିକା ୟୋଡି ଗୋଟିଏ ପ୍ରସ୍ତୁତ କଲେ।
16
He coupled five curtains by themselves, and six curtains by themselves.
17
ୟୋଡା ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା କଲେ ଓ ଦ୍ବିତୀୟ ୟବନିକାର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କଲେ।
17
He made fifty loops on the edge of the curtain that was outmost in the coupling, and he made fifty loops on the edge of the curtain which was outmost in the second coupling.
18
ଶିଳ୍ପୀମାନେ ପିତ୍ତଳର ପଚାଶଟି ମୁଦିଆ ତିଆରି କଲେ, ସହେି ୟବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ।
18
He made fifty clasps of brass to couple the tent together, that it might be a unit.
19
ଏହାପରେ ସମାନେେ ଆଉ ଦୁଇଟି ୟବନିକା ପ୍ରସ୍ତୁତ କଲେ ସହେି ପବିତ୍ର ତମ୍ବୁ ପାଇଁ, ସମାନେେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକ ଚର୍ମ ରେ ତିଆରି କଲେ।
19
He made a covering for the tent of rams' skins dyed red, and a covering of sea cow hides above.
20
ଏହାପରେ ଶିଳ୍ପୀମାନେ ଶିଟୀମ୍ କାଠ ରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ.
20
He made the boards for the tent of acacia wood, standing up.
21
ପ୍ରେତ୍ୟକକ ପଟାର ଲମ୍ବ ଦଶ ହାତ ଓ ପ୍ରସ୍ଥ ଦେଢ ହାତ ଥିଲା।
21
Ten cubits was the length of a board, and a cubit and a half the breadth of each board.
22
ପ୍ରେତ୍ୟକକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସମାନେେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ।
22
Each board had two tenons, joined one to another. He made all the boards of the tent this way.
23
ସମାନେେ ପବିତ୍ର ତମ୍ବୁ ନିମନ୍ତେ କୋଡିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ।
23
He made the boards for the tent: twenty boards for the south side southward.
24
ଏହାପରେ ସମାନେେ ଚାଳିଶଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦବୋ ପାଇଁ। ପ୍ରେତ୍ୟକକ ତକ୍ତା ପାଇଁ ସମାନେେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରେତ୍ୟକକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ।
24
He made forty sockets of silver under the twenty boards; two sockets under one board for its two tenons, and two sockets under another board for its two tenons.
25
ସମାନେେ ଉତ୍ତରପଟ ପାଇଁ କୋଡିଏଟି ପଟା ତିଆରି କଲେ, ସହେି ପବିତ୍ର ତମ୍ବୁ ପାଇଁ।
25
For the second side of the tent, on the north side, he made twenty boards,
26
ସମାନେେ ଏହି କୋଡିଏଟି ପଟା ନିମନ୍ତେ ଚାଳିଶଟି ଚୁଙ୍ଗୀ ତିଆରି କଲେ। ଗୋଟିଏ ପଟା ନିମନ୍ତେ ଦୁଇଟି ଚୁଙ୍ଗୀ ସମାନେେ ପ୍ରସ୍ତୁତ କଲେ।
26
and their forty sockets of silver; two sockets under one board, and two sockets under another board.
27
ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସମାନେେ ଛଅଟି ପଟା ତିଆରି କଲେ।
27
For the far part of the tent westward he made six boards.
28
ସମାନେେ ମଧ୍ଯ ପବିତ୍ର ତମ୍ବୁ ପଛପାଖ କଣ ପାଇଁ ତକ୍ତାଗୁଡିକ ତିଆରି କଲେ।
28
He made two boards for the corners of the tent in the far part.
29
ଏହି ପଟାଗୁଡିକର ତଳେ ଏକତ୍ର କରି ୟୋଡା ଗଲା। ଏବଂ ଉପରେ ଏକ କଡା ଦ୍ବାରା ୟୋଡ ରହିଲା। ଏହିପରି ଭାବରେ ସହେି କୋଣ ପଟା ଦ୍ବଯ ଏକତ୍ର ହାଇେ ରହିଲା। ସମାନେେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ।
29
They were double beneath, and in like manner they were all the way to the top of it to one ring. He did thus to both of them in the two corners.
30
ସହେି ପବିତ୍ର ତମ୍ବୁର ପଶ୍ଚିମ ପଟ ରେ ମାଟେ ଆଠଟି ତକ୍ତା ରହିଲା। ଏବଂ ଷୋଳଟି ରୂପାର ଆଧାର ଥିଲା। ପ୍ରେତ୍ୟକକ ତକ୍ତା ପାଇଁ ଦୁଇଟି ଆଧାର।
30
There were eight boards, and their sockets of silver, sixteen sockets; under every board two sockets.
31
ଏହାପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠ ରେ ଅର୍ଗଳ ପ୍ରସ୍ତୁତ କଲେ। ସମାନେେ ପବିତ୍ର ତମ୍ବୁର ଗୋଟିଏ ପାଶର୍ବ ରେ ପାଞ୍ଚଟି ଅର୍ଗଳ ତିଆରି କଲେ।
31
He made bars of acacia wood; five for the boards of the one side of the tent,
32
ପାଞ୍ଚଟି ଅର୍ଗଳ ଅନ୍ୟ ପାଶର୍ବ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚଟି ଅର୍ଗଳ ତିଆରି କଲେ।
32
and five bars for the boards of the other side of the tent, and five bars for the boards of the tent for the hinder part westward.
33
ମଧ୍ଯସ୍ଥିତ ଅର୍ଗଳ ଢାଞ୍ଚାର ମଝି ସ୍ଥାନରୁ ଏମୁଣ୍ଡରୁ ସମେୁଣ୍ଡ ୟାଏ ପାଇଲା।
33
He made the middle bar to pass through in the midst of the boards from the one end to the other.
34
ଆଉ ସମାନେେ ସହେିସବୁ ପଟା ସୁବର୍ଣ୍ଣ ଦ୍ବାରା ମଡାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡା କଲେ। ଅର୍ଗଳ ସବୁ ସୁନା ରେ ମଡାଇଲେ।
34
He overlaid the boards with gold, and made their rings of gold for places for the bars, and overlaid the bars with gold.
35
ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।
35
He made the veil of blue, purple, scarlet, and fine twined linen: with cherubim. He made it the work of a skillful workman.
36
ସମାନେେ ତା'ପାଇଁ ଶିଟୀମ୍ କାଠର ଚାରିସ୍ତମ୍ଭ କରି ସୁବର୍ଣ୍ଣ ରେ ମଡାଇଲେ। ଏବଂ ସେସବୁର ଆଙ୍କଡା ସୁନା ରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଚାରୋଟୀ ଚୁଙ୍ଗୀ ଢାଳିଲେ।
36
He made four pillars of acacia for it, and overlaid them with gold. Their hooks were of gold. He cast four sockets of silver for them.
37
ସମାନେେ ତମ୍ବୁ ପ୍ରବେଶ ଦ୍ବାର ନିମନ୍ତେ ନୀଳ, ଧୁମ୍ର ସିନ୍ଦୁର ବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।
37
He made a screen for the door of the tent, of blue, purple, scarlet, and fine twined linen, the work of an embroiderer;
38
ତାହାର ପାଞ୍ଚଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣ ରେ ମଡାଇଲେ। ମାତ୍ର ସମାନଙ୍କେର ପାଞ୍ଚଟି ଚୁଙ୍ଗୀ ପିତ୍ତଳର ଥିଲା।
38
and the five pillars of it with their hooks. He overlaid their capitals and their fillets with gold, and their five sockets were of brass.
Choose Theme